ସିଙ୍ଗିଲ୍ ୱିଣ୍ଡୋରେ ଇମାମି, ଅମ୍ୱୁଜା ଓ ସୂର୍ଯ୍ୟ ଫୁଡ୍‌ ପାସ୍‌: ଓଡ଼ିଶାରେ କରିବେ ପ୍ରକଳ୍ପ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ବୈଠକରେ ୩ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ୩ ପ୍ରକଳ୍ପ ପାଇଁ ନିବେଶ ହେବ ୧୧ ଶହ ୮୮ କୋଟି ଟଙ୍କା। ମଞ୍ଜୁରୀ ମିଳିଥିବା ପ୍ରକଳ୍ପ ଗୁଡ଼ିକ ହେଲା ଇମାମି ପେପର ମିଲ୍, ଅମ୍ବୁଜା ସିମେଣ୍ଟ ମିକ୍ସଚର ଓ ସୂର୍ଯ୍ୟ ଫୁଡ୍। ବାଲେଶ୍ୱର ଜିଲ୍ଲା ବାଲଗୋପାଳପୁରରେ ଇମାମୀ ୬୫୦ କୋଟି ନିବେଶ କରିବ। ଏଥିରେ ୧୭୫୦ ଜଣଙ୍କୁ ନିଯୁକ୍ତି […]

single window clearance;

single window clearance;

Rakesh Mallick
  • Published: Friday, 30 June 2017
  • Updated: 30 June 2017, 05:54 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ବୈଠକରେ ୩ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ୩ ପ୍ରକଳ୍ପ ପାଇଁ ନିବେଶ ହେବ ୧୧ ଶହ ୮୮ କୋଟି ଟଙ୍କା। ମଞ୍ଜୁରୀ ମିଳିଥିବା ପ୍ରକଳ୍ପ ଗୁଡ଼ିକ ହେଲା ଇମାମି ପେପର ମିଲ୍, ଅମ୍ବୁଜା ସିମେଣ୍ଟ ମିକ୍ସଚର ଓ ସୂର୍ଯ୍ୟ ଫୁଡ୍।

ବାଲେଶ୍ୱର ଜିଲ୍ଲା ବାଲଗୋପାଳପୁରରେ ଇମାମୀ ୬୫୦ କୋଟି ନିବେଶ କରିବ। ଏଥିରେ ୧୭୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଝାରସୁଗୁଡ଼ାରେ ହେବ ଅମ୍ବୁଜା ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍। ଏଥିପାଇଁ ନିବେଶ ହେବ ୪୩୦ କୋଟି ଟଙ୍କା ଏଠାରେ ୩୦୦ଙ୍କୁ ମିଳିବ ନିଯୁକ୍ତି ସୁଯୋଗ। ସେହିପରି ପ୍ରିୟାଗୋଲ୍ଡ କମ୍ପାନୀ ସୂର୍ଯ୍ୟ ଫୁଡ୍ ନାମରେ ଏକ ପ୍ରକଳ୍ପ ଖୋର୍ଦ୍ଧାରେ କରିବ। ଏଥିପାଇଁ ୧୦୮.୯୯ କୋଟି ଟଙ୍କା ନିବେଶ ହେବ। ଏଠାରେ ୬୬୭ ଜଣ ନିଯୁକ୍ତି ପାଇବେ। ଯାହାଦ୍ୱାରା ବେକାରୀ ସମସ୍ୟା କିଛି ମାତ୍ରାରେ ଦୂର ହେବ ବୋଲି ଇପିକଲ ଡିଜିଏମ୍ ରାଜୀବ ଧଳ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story