ଏଇ ସବୁ ଲକ୍ଷଣ ଥିଲେ ଆପଣଙ୍କୁ ବି ହୋଇପାରେ ...

ଥାଇରଏଡ୍‌ ସମସ୍ୟା ଆଜିକାଲି ସାଧାରଣ ହୋଇଯାଇଛି। ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଥାଏରଏଡ୍‌ ସମସ୍ୟା ୮୦ ପ୍ରତିଶତ  ଅଧିକ ଦେଖାଯାଏ। ଯେଉଁ କାରଣରୁ ଶରୀର ଶକ୍ତି ଦାୟକ ପ୍ରକ୍ରିୟା ପାଇଁ ଦରକାରୀ ହେଉଥିବା ଉତ୍ପାଦିତ ପଦାର୍ଥ ଧିର ହୋଇଯାଇଥାଏ। ଫଳରେ ଶରୀରରେ ଅଧିକ ଚର୍ବି ଜମିଥାଏ। ଏହା ହାଡ ଓ ମାସଂପେଶୀ ଉପରେ ଖରାପ ପ୍ରଭାବ ପକାଇବା ସହ ଅନ୍ୟ ଶାରୀରିକ ସମସ୍ୟା ସୃଷ୍ଟି କରିଥାଏ। ଆସନ୍ତୁ ଜାଣିବା ଥାଏରଏଡ୍ ରୋଗର ଲକ୍ଷଣ, କାରଣ ଓ ଏହାର ନିରାକରଣ […]

health

health

Rakesh Mallick
  • Published: Friday, 05 January 2018
  • Updated: 05 January 2018, 05:19 PM IST

Sports

Latest News

ଥାଇରଏଡ୍‌ ସମସ୍ୟା ଆଜିକାଲି ସାଧାରଣ ହୋଇଯାଇଛି। ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଥାଏରଏଡ୍‌ ସମସ୍ୟା ୮୦ ପ୍ରତିଶତ  ଅଧିକ ଦେଖାଯାଏ। ଯେଉଁ କାରଣରୁ ଶରୀର ଶକ୍ତି ଦାୟକ ପ୍ରକ୍ରିୟା ପାଇଁ ଦରକାରୀ ହେଉଥିବା ଉତ୍ପାଦିତ ପଦାର୍ଥ ଧିର ହୋଇଯାଇଥାଏ। ଫଳରେ ଶରୀରରେ ଅଧିକ ଚର୍ବି ଜମିଥାଏ। ଏହା ହାଡ ଓ ମାସଂପେଶୀ ଉପରେ ଖରାପ ପ୍ରଭାବ ପକାଇବା ସହ ଅନ୍ୟ ଶାରୀରିକ ସମସ୍ୟା ସୃଷ୍ଟି କରିଥାଏ। ଆସନ୍ତୁ ଜାଣିବା ଥାଏରଏଡ୍ ରୋଗର ଲକ୍ଷଣ, କାରଣ ଓ ଏହାର ନିରାକରଣ ଉପାୟ।

ଲକ୍ଷଣ

ଥାଇରଏଡ୍‌ ରୋଗର ଆରମ୍ଭ ସମୟରେ କିଛି ଲକ୍ଷଣ ଜଣାପଡି ନଥାଏ। ସମୟ ବିତିବା ସହ ଧୀରେ ଧୀରେ ରୋଗ ବଢିଥାଏ। ଦୁର୍ବଳ ଅନୁଭବ କରିବା, ଓଜନ ବଢିବା, ବ୍ୟସ୍ତତା ଅନୁଭବ କରିବା, ଚୁଟି ଝଡିବା, ମାସଂପେଶୀର କ୍ଷମତା କମିବା, ଯୌନ ଇଚ୍ଛା କମିବା, ହାତଗୋଡ ଥଣ୍ଡା ହୋଇଯିବା, ମାନସିକ ଚାପ ବୃଦ୍ଧି ପାଇବା ପରି ଲକ୍ଷଣ ଦେଖାଦେଇଥାଏ।

କ’ଣ ପାଇଁ ହୁଏ ଥାଏରଏଡ୍‌

୧. ମାନସିକ ଚାପ ଅଧିକ କାରଣରୁ ଥାଇରଏଡ୍‌ ଗ୍ରନ୍ଥି ଉପରେ ଖରାପ ପ୍ରଭାବ ପଡେ।

୨. ଗର୍ଭଧାରଣ ସମୟରେ ଶରୀରରେ ହର୍‌ମୋନ ବଦଳିବା ଯୋଗୁଁ ଏହି ସମସ୍ୟା ହେବାର ଆଶଙ୍କା ଥାଏ।

୩. ପ୍ରୋଟିନ୍‌ ପାଉଡର୍‌, ସପ୍ଲିମେଣ୍ଟ୍‌ ଓ କ୍ୟାପ୍‌ସୁଲ୍‌ ଆକାରରେ ସୋୟା ପ୍ରଡକ୍ଟର ଅଧିକ ସେବନ ମଧ୍ୟ ଏହାର କାରଣ ହୋଇପାରେ।

୪. ପ୍ରଦୂଷଣ କାରଣରୁ ବାୟୁମଣ୍ଡଳରେ ଥିବା ବିଷାକ୍ତ କଣିକା ଥାଇଏରଏଡ୍‌ ଗ୍ରନ୍ଥିକୁ କ୍ଷତି ପହଞ୍ଚାଇଥାଏ।

୫. କୌଣସି ଔଷଧ ଅଧିକ ବ୍ୟବହାର ମଧ୍ୟ କାରଣ ହୋଇପାରେ।

୬. ଖାଦ୍ୟରେ ଆୟୋଡିନ୍‌ର ଅଧିକ ଅବା କମ୍‌ ବ୍ୟବହାର।

୭. ପରିବାର ସଦସ୍ୟଙ୍କ ମଧ୍ୟରେ କାହାକୁ ଏହି ସମସ୍ୟା ଥିଲେ, ଆପଣଙ୍କୁ ହେବାର ସମ୍ଭାବନା ଅଧିକ ରହିଥାଏ।

ରକ୍ଷା ପାଇବାର ଉପାୟ

୧. ଚିନ୍ତାମୁକ୍ତ ରହିବାକୁ ଚେଷ୍ଟା କରନ୍ତୁ।

୨. ଅଧିକ ତୈଳଯୁକ୍ତ ଜାତୀୟ ଖାଦ୍ୟଠାରୁ ନିଜକୁ ଦୂରେଇ ରଖନ୍ତୁ।

୩. ଅଧିକ ମିଠା ଖାଆନ୍ତୁ ନାହିଁ।

୪. ଅଧିକ କଫି ପିଅନ୍ତୁ ନାହିଁ। କାରଣ ଏଥିରେ ଥିବା ଏପିନୋଫ୍ରିନ୍‌ ଓ ନେରୋପନଫ୍ରିନ ଭଳି ତତ୍ତ୍ୱ ଥାଇରଏଡ୍‌ ବଢାଏ।

୫. ବ୍ୟାୟାମ ଅଧିକ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story