ତୃଣମୂଳ ନେତାଙ୍କ ଗିରଫକୁ ନେଇ ଓଡ଼ିଶା ରାଜନୀତିରେ ହଇଚଇ

ଭୁବନେଶ୍ୱର: ରୋଜଭ୍ୟାଲି ଚିଟ୍‌ଫଣ୍ଡ ଲିଙ୍କ ମାମଲାରେ ଦୁଇ ତୃଣମୂଳ ସାଂସଦ ଗିରଫ ହେବା ପରେ ସିବିଆଇ ଟାର୍ଗେଟରେ ଓଡ଼ିଶା ରହିଛି ବୋଲି ଚର୍ଚ୍ଚା ଜୋର ଧରିଛି। ଏଥିପାଇଁ ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ବେଶ୍‌ ଉତ୍ସାହିତ ଅଛନ୍ତି। ଗିରଫ ହୋଇଥିବା ସାଂସଦଙ୍କ ଲିଙ୍କରେ ବିଜେଡି ନେତା ଓ ମନ୍ତ୍ରୀ ଅଛନ୍ତି ବୋଲି ବିଜେପି ଅଭିଯୋଗ କରିଥିବା ବେଳେ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି। ସିବିଆଇ କୋଲକାତାରୁ ତୃଣମୂଳ କଂଗ୍ରେସ୍‌ର ସାଂସଦ ସୁଦୀପ […]

cbi

cbi

Rakesh Mallick
  • Published: Wednesday, 04 January 2017
  • Updated: 04 January 2017, 11:10 PM IST

Sports

Latest News

ଭୁବନେଶ୍ୱର: ରୋଜଭ୍ୟାଲି ଚିଟ୍‌ଫଣ୍ଡ ଲିଙ୍କ ମାମଲାରେ ଦୁଇ ତୃଣମୂଳ ସାଂସଦ ଗିରଫ ହେବା ପରେ ସିବିଆଇ ଟାର୍ଗେଟରେ ଓଡ଼ିଶା ରହିଛି ବୋଲି ଚର୍ଚ୍ଚା ଜୋର ଧରିଛି। ଏଥିପାଇଁ ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ବେଶ୍‌ ଉତ୍ସାହିତ ଅଛନ୍ତି। ଗିରଫ ହୋଇଥିବା ସାଂସଦଙ୍କ ଲିଙ୍କରେ ବିଜେଡି ନେତା ଓ ମନ୍ତ୍ରୀ ଅଛନ୍ତି ବୋଲି ବିଜେପି ଅଭିଯୋଗ କରିଥିବା ବେଳେ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି।

ସିବିଆଇ କୋଲକାତାରୁ ତୃଣମୂଳ କଂଗ୍ରେସ୍‌ର ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ଓ ତାପସ ପାଲଙ୍କୁ ଗିରଫ କରିଥିଲା। ଓଡ଼ିଶାରେ ରୋଜଭ୍ୟାଲି ୪୫୦ କୋଟି ଟଙ୍କା ଠକେଇରେ ଦୁଇ ସାଂସଦଙ୍କ ସମ୍ପୃକ୍ତି ନେଇ ସିବିଆଇ ଭୁବନେଶ୍ୱର ଆଣି ପଚରାଉଚରା କରୁଛି। ଗିରଫ ଏହି ଦୁଇ ସାଂସଦଙ୍କ ସହ ଓଡ଼ିଶାର କିଛି ମନ୍ତ୍ରୀ ଓ ନେତାଙ୍କର ନିବିଡ଼ ସମ୍ପର୍କ ରହିଥିଲା। ସେମାନେ ଚିଟ୍‌ଫଣ୍ଡ ଠକେଇ ସମ୍ପୃକ୍ତ ଅଛନ୍ତି ବୋଲି ବିଜେପି ଅଭିଯୋଗ କରୁଛି।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି,“ଓଡ଼ିଶାର ଯେଉଁ ନେତାଙ୍କର ଘନିଷ୍ଟ ସମ୍ପର୍କ ଟିଏମ୍‌ସି ନେତାଙ୍କ ସହ ଅଛି ସେମାନେ ଏହି ଚିଟ୍‌ଫଣ୍ଡ କେଲେଙ୍କାରିରେ ସମ୍ପୃକ୍ତ ଅଛନ୍ତି। ସିବିଆଇ ଗମ୍ଭିରତାର ସହ ଏହି ମାମଲାକୁ ତଦନ୍ତ କରୁଛି ଓ ସେହି ଦିଗକୁ ଅଗ୍ରସର ହେଉଛି।”

ପିସିସି ସଭାପଦି ପ୍ରସାଦ ହରିଚନ୍ଦନ କରିଛନ୍ତି, ତାପସ ପାଲଙ୍କ ଅଭିଯୋଗ ଆଧାରରେ ସୁଦୀପଙ୍କୁ ସିବିଆଇ ଗିରଫ କଲା। ଠିକ୍‌ ସେହିପରି ସିସୋର ମାଲିକଙ୍କ ବୟାନ ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗିରଫ କରାଯିବ କଥା। ମାତ୍ର ସିବିଆଇ ତାହା କରୁନି। ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନଙ୍କ ସହିତ ବୁଝାମଣା ହୋଇଥିବାରୁ ସିବିଆଇ ହାତବାନ୍ଧି ବସିଛି।”

କଂଗ୍ରେସ ଓ ବିଜେପିର ଅଭିଯୋଗକୁ ବିଜେଡି ଖଣ୍ଡନ କରିଛି। ବିଜେଡି ମୁଖପାତ୍ର ରବିନାରାୟଣ ନନ୍ଦ କହିଛନ୍ତି,“ରୋଜଭ୍ୟାଲିରେ କାହାର କେତେ ସମ୍ପତ୍ତି ରହିଲା ଓ ତୃଣମୁଳ କଂଗ୍ରେସରେ କିଏ ଗିରଫ ହେଲେ ସେଥିରେ ବିଜେଡିର କଣ ସମ୍ପର୍କ? ଯଦି କିଛି ପ୍ରମାଣ ନଥାଇ ବିରୋଧୀ ଦଳ ଏପରି କଥା କହୁଛନ୍ତି ତାହା ଦୁର୍ଭାଗ୍ୟଜନକ। ଯଦି ସେମାନଙ୍କର ସତସାହାସ ଅଛି ନାଁ କୁହନ୍ତୁ, ଆମେ ଅଦାଲତକୁ ଯିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story