ପୁରୀରେ ମମତା; ବୁଧବାର ଶ୍ରୀଜିଉଙ୍କୁ ଦର୍ଶନ କରିବେ

ଭୁବନେଶ୍ୱର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜିଠାରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସେ ବିମାନବନ୍ଦରରୁ ସିଧା ଆପୋଲୋ ହସ୍ପିଟାଲ ଯାଇଥିଲେ। ସେଠାରୁ ଚିକିତ୍ସିତ ହେଉଥିବା ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ଭେଟି ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ କହିଥିଲେ,“ସୁଦୀପଙ୍କ ସ୍ୱାସ୍ଥ୍ୟ ଓ ମାନସିକ ଅବସ୍ଥା ଭଲ ନାହିଁ। ଓଜନ କମୁଛି।” ଆପୋଲୋ ହସ୍ପିଟାଲରୁ ବାହାରି ମମତା ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି। ଆଜି ସେ ପୁରୀ ସର୍କିଟ୍‌ […]

Mamata_Banerjee

Mamata_Banerjee

Rakesh Mallick
  • Published: Tuesday, 18 April 2017
  • Updated: 19 April 2017, 07:02 AM IST

Sports

Latest News

ଭୁବନେଶ୍ୱର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜିଠାରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସେ ବିମାନବନ୍ଦରରୁ ସିଧା ଆପୋଲୋ ହସ୍ପିଟାଲ ଯାଇଥିଲେ। ସେଠାରୁ ଚିକିତ୍ସିତ ହେଉଥିବା ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ଭେଟି ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ କହିଥିଲେ,“ସୁଦୀପଙ୍କ ସ୍ୱାସ୍ଥ୍ୟ ଓ ମାନସିକ ଅବସ୍ଥା ଭଲ ନାହିଁ। ଓଜନ କମୁଛି।”

ଆପୋଲୋ ହସ୍ପିଟାଲରୁ ବାହାରି ମମତା ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି। ଆଜି ସେ ପୁରୀ ସର୍କିଟ୍‌ ହାଉସ୍‌ରେ ରାତ୍ର ଜାପନ କରିଛନ୍ତି। ଆସନ୍ତାକାଲି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ।

ଆଜି ରାତିରେ ମମତା ବିମାନବନ୍ଦରରେ ପହଞ୍ଚି ଓଡ଼ିଆରେ କମିତି ଅଛନ୍ତି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ। ପରେ ଓଡ଼ିଶା ଗସ୍ତ ସମ୍ପର୍କରେ ସେ କହିଥିଲେ,“ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ଅସୁସ୍ଥ ଅଛନ୍ତି। ତାଙ୍କୁ ଭେଟିବା ପାଇଁ ଭୁବନେଶ୍ୱର ଆସିଛି। ସମୟ ମିଳିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବି। ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବି।”

ମମତାଙ୍କ ଗସ୍ତକୁ ନେଇ ରାଜଧାନୀ ଭୁବେନଶ୍ୱର ଓ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହାକୁ ଯାଞ୍ଚ କରିବାକୁ ପଶ୍ଚିମବଙ୍ଗ ପୋଲିସ୍‌ ଗତକାଲିଠାରୁ ଓଡ଼ିଶା ଆସିଛନ୍ତି। ସୁରକ୍ଷା ଦାୟିତ୍ୱରେ ଥିବା ପଶ୍ଚିମବଙ୍ଗ ପୋଲିସର ଅତିରିକ୍ତ ମହାନିର୍ଦ୍ଦେଶକ ସଞ୍ଜୟ ମୁଖାର୍ଜୀ କମିଶନରେଟ୍‌ ପୋଲିସର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story