ସକାଳୁ ଶୀଘ୍ର ଉଠିବା ଦ୍ୱାରା ମିଳିଥାଏ ଏସବୁ ଫାଇଦା

ଆଜିକାଲି ଅନେକ ଲୋକ ବିଳମ୍ବ ରାତି ପର୍ଯ୍ୟନ୍ତ ଚେତା ରହନ୍ତି ଓ ସକାଳେ ବିଳମ୍ବରେ ଉଠନ୍ତି। କିନ୍ତୁ ଏହା ଶରୀର ପାଇଁ ଭଲ ନୁହେଁ। ରାତିରେ ଶୀଘ୍ର ଶୋଇ ସକାଳେ ଶୀଘ୍ର ଉଠିବାର ଅନେକ ଫାଇଦା ଅଛି। ସକାଳୁ ଶୀଘ୍ର ଉଠିଲେ ପୂରା ଦିନଟି ଭଲରେ କଟେ। ମନ ସତେଜ ରହେ ଓ କାମରେ ମନ ଲାଗେ। ମନରେ ସକାରାତ୍ମକ ଚିନ୍ତା ବୃଦ୍ଧି ପାଏ। ଏହା ପ୍ରଭାବ ଆପଣଙ୍କ କାର୍ଯ୍ୟ ପ୍ରତିଫଳିତ ହୋଇଥାଏ। ଶରୀରର ଓଜନ କମାଇବାରେ […]

sleep1

sleep1

Rakesh Mallick
  • Published: Friday, 02 February 2018
  • Updated: 02 February 2018, 12:36 PM IST

Sports

Latest News

ଆଜିକାଲି ଅନେକ ଲୋକ ବିଳମ୍ବ ରାତି ପର୍ଯ୍ୟନ୍ତ ଚେତା ରହନ୍ତି ଓ ସକାଳେ ବିଳମ୍ବରେ ଉଠନ୍ତି। କିନ୍ତୁ ଏହା ଶରୀର ପାଇଁ ଭଲ ନୁହେଁ। ରାତିରେ ଶୀଘ୍ର ଶୋଇ ସକାଳେ ଶୀଘ୍ର ଉଠିବାର ଅନେକ ଫାଇଦା ଅଛି। ସକାଳୁ ଶୀଘ୍ର ଉଠିଲେ ପୂରା ଦିନଟି ଭଲରେ କଟେ। ମନ ସତେଜ ରହେ ଓ କାମରେ ମନ ଲାଗେ। ମନରେ ସକାରାତ୍ମକ ଚିନ୍ତା ବୃଦ୍ଧି ପାଏ। ଏହା ପ୍ରଭାବ ଆପଣଙ୍କ କାର୍ଯ୍ୟ ପ୍ରତିଫଳିତ ହୋଇଥାଏ।

ଶରୀରର ଓଜନ କମାଇବାରେ ବି ଏହା ସହାୟକ ହୋଇଥାଏ। ଯେଉଁମାନେ ରାତିରେ ଅଧିକ ସମୟ ପର୍ଯ୍ୟନ୍ତ ଚେତା ରୁହନ୍ତି ସେମାନଙ୍କ ଓଜନ ବଢ଼ିବାର ଆଶଙ୍କା ଅଧିକ ରହିଥାଏ। ଏକ ଗବେଷଣାରୁ ଜଣାପଡ଼ିଛି ଯେ ରାତିରେ ଅଧିକ ସମୟ ଚେତା ରହିଲେ ଦିନରେ ଅଧିକ କ୍ୟାଲୋରୀ ସେବନ କରିବାକୁ ପଡ଼ିଥାଏ। ଏହା ଦ୍ୱାରା ଓଜନ ବଢ଼ିବାର ଆଶଙ୍କା ବଢ଼ିଯାଏ। ଯଦି ଆପଣ ରାତିରେ ଶୀଘ୍ର ଶୋଇ ସକାଳେ ବ୍ୟାୟାମ କରିବେ ତା’ହେଲେ ଓଜନ ନିୟନ୍ତ୍ରଣରେ ରହିବ। ଏମିତି କଲେ ଆପଣଙ୍କ ଫିଟ୍‌ନେସ୍ ଭଲ ରହିବ।

ସକାଳୁ ଶୀଘ୍ର ଉଠିଲେ ଆପଣ ସୁସ୍ଥ ଅନୁଭବ କରିବେ। ଆପଣ ଯଦି ସକାଳ ୯ଟା ୧୦ଟାରେ ଉଠନ୍ତି, ତା’ହେଲେ ନିଶ୍ଚିତ ଅଳସୁଆ ବା ମାନ୍ଦା ଅନୁଭବ କରୁଥିବେ! କିନ୍ତୁ ସକାଳ ୬ଟାରୁ ବା ଭୋରରୁ ଉଠିଲେ ମାନ୍ଦା ଲାଗେ ନାହିଁ। ଆପଣ ଅଧିକ ଆକ୍ଟିଭ୍ ରହିବେ। ସକାଳୁ ଶୀଘ୍ର ଉଠିଲେ ଆପଣ ଡିପ୍ରେସନ୍‌ରେ ରହିବାର ସମ୍ଭାବନା ମଧ୍ୟ କମିଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story