ପୁରୀ ରଥଯାତ୍ରା ପାଇଁ ଆଜି ଶେଷ ସମନ୍ୱୟ କମିଟି ବୈଠକ; ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ପୁରୀ: ରଥଯାତ୍ରାକୁ ଆଉ ସପ୍ତାହେ ବାକି ଥିବା ବେଳେ ସମସ୍ତ ବିଭାଗ ପକ୍ଷରୁ ଠିକ୍ ଭାବେ ପ୍ରସ୍ତୁତି ଚାଲିଛି କି ନାହିଁ, ଆଜି ଏହାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରଥଯାତ୍ରାକୁ ଶଙ୍ଖୃଳିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ସମୀକ୍ଷା ବୈଠକ।  ଦିନ ୧୧ଟା ସମୟରେ ବୈଠକ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ ଯୋଗାଣ, ଗମନାଗମନ, ରାସ୍ତାଘାଟ ନିର୍ମାଣ, ବିଦ୍ୟୁତ […]

puri

puri

Rakesh Mallick
  • Published: Saturday, 17 June 2017
  • Updated: 19 June 2017, 02:51 PM IST

Sports

Latest News

ପୁରୀ: ରଥଯାତ୍ରାକୁ ଆଉ ସପ୍ତାହେ ବାକି ଥିବା ବେଳେ ସମସ୍ତ ବିଭାଗ ପକ୍ଷରୁ ଠିକ୍ ଭାବେ ପ୍ରସ୍ତୁତି ଚାଲିଛି କି ନାହିଁ, ଆଜି ଏହାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରଥଯାତ୍ରାକୁ ଶଙ୍ଖୃଳିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ସମୀକ୍ଷା ବୈଠକ।  ଦିନ ୧୧ଟା ସମୟରେ ବୈଠକ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ ଯୋଗାଣ, ଗମନାଗମନ, ରାସ୍ତାଘାଟ ନିର୍ମାଣ, ବିଦ୍ୟୁତ ଯୋଗାଣ ଓ ସୁରକ୍ଷା ବ୍ୟବସ୍ଥା ଆଦି ସମ୍ପର୍କରେ ବିଭାଗୀୟ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ। ବିଶେଷ କରି ରଥର୍ନିମାଣର ଅଗ୍ରଗତି,  ନେତ୍ର ଉତ୍ସବ ପୂର୍ବରୁ ଏହାକୁ ଶେଷ କରିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଉତ୍ତର ରଖିବେ।

ନୀତିକାନ୍ତି ପାଇଁ ବିଭିନ୍ନ ଦବ୍ର୍ୟ ଯୋଗାଣ ନେଇ ମଧ୍ୟ ଆଲୋଚନା କରାଯିବ। ବୈଠକରେ ଆଇନ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ପଞ୍ଚାୟତରାଜ ମନ୍ତ୍ରୀ, ପରିବହନ ମନ୍ତ୍ରୀ, ଶକ୍ତି, ଗୃହ ଓ ନଗର ଉନ୍ନୟନ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।  ଏଥିରେ ପୋଲିସ ମହାନିର୍ଦ୍ଦେଶକଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା, କେନ୍ଦ୍ରାଞ୍ଚଳ ଆଇଜି, ଜିଲ୍ଲାପାଳ,ଏସପି ଓ ସମସ୍ତ ବିଭାଗୀୟ ଅଧକାରୀମାନେ ଯୋଗଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story