ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଉତ୍ସବ, ରାତିରେ ନୌବିହାର

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ପବିତ୍ର ଭଉଁରୀ ଉତ୍ସବ ଅନୁଷ୍ଠିତ ହେବ। ବାହାର ଚନ୍ଦନଯାତ୍ରାର ଆଜି ହେଉଛି ଶେଷ ଦିନ।  ଦିନ ଚାପ ପରେ ଚନ୍ଦନ ପୁଷ୍କରିଣୀରେ ମଦନମୋହନ, ଭୂଦେବୀ, ଶ୍ରୀଦେବୀ, ରାମକୃଷ୍ଣ ଓ ପଞ୍ଚୁ ପାଣ୍ଡବ ରୀତିନୀତି ଅନୁଯାୟୀ ରାତି ଚାପରେ ୨୧ ଘେରା ନୌବିହାର କରିବେ। ପରମ୍ପରା ଅନୁଯାୟୀ ଆଜି ତିନି ରଥର ଚକଡ଼େରା ନୀତି ସଂପନ୍ନ ହେବ।  ଘଣ୍ଟଘଣ୍ଟା ସହ ପାଟପଟୁଆରରେ ତିନି ପୂଜାପଣ୍ଡା ସେବାୟତ ମହାପ୍ରଭୁଙ୍କ ଆଜ୍ଞାମାଳ ଧରି ଶ୍ରୀନଅର ସମ୍ମୁଖ […]

sri-jagannatha-temple

sri-jagannatha-temple

Rakesh Mallick
  • Published: Thursday, 18 May 2017
  • Updated: 18 May 2017, 10:57 AM IST

Sports

Latest News

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ପବିତ୍ର ଭଉଁରୀ ଉତ୍ସବ ଅନୁଷ୍ଠିତ ହେବ। ବାହାର ଚନ୍ଦନଯାତ୍ରାର ଆଜି ହେଉଛି ଶେଷ ଦିନ।  ଦିନ ଚାପ ପରେ ଚନ୍ଦନ ପୁଷ୍କରିଣୀରେ ମଦନମୋହନ, ଭୂଦେବୀ, ଶ୍ରୀଦେବୀ, ରାମକୃଷ୍ଣ ଓ ପଞ୍ଚୁ ପାଣ୍ଡବ ରୀତିନୀତି ଅନୁଯାୟୀ ରାତି ଚାପରେ ୨୧ ଘେରା ନୌବିହାର କରିବେ।

ପରମ୍ପରା ଅନୁଯାୟୀ ଆଜି ତିନି ରଥର ଚକଡ଼େରା ନୀତି ସଂପନ୍ନ ହେବ।  ଘଣ୍ଟଘଣ୍ଟା ସହ ପାଟପଟୁଆରରେ ତିନି ପୂଜାପଣ୍ଡା ସେବାୟତ ମହାପ୍ରଭୁଙ୍କ ଆଜ୍ଞାମାଳ ଧରି ଶ୍ରୀନଅର ସମ୍ମୁଖ ରଥଖଳାରେପହଞ୍ଚିବେ।

ରଥଖଳାରେ ରଥ ଦଣ୍ଡାୟମାନ ସ୍ଥାନରେ ୩ଟି ଅଖରେ ୨ଟି ଲେଖାଁଏ ଚକ ସଂଯୋଗ କରାଯିବା ସହ ରଥ ନିର୍ମାଣର ପ୍ରଥମ ହରିବୋଲ ପଡ଼ିବ।  ଏଥିପାଇଁ ରଥଖଳାରେ ନାହାକ ଚକ ପ୍ରସ୍ତୁତି ହୋଇ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story