ବିଜେପୁର ଉପ-ନିର୍ବାଚନ ରଣନୀତି ପ୍ରସ୍ତୁତ ପାଇଁ ଆଜି ବରଗଡ଼ ଯିବେ କେନ୍ଦ୍ର ମନ୍ତ୍ରୀ ଅନିଲ ଜୈନ

ବରଗଡ଼: ଆଜି ବରଗଡ଼ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅନିଲ ଜୈନ। ବରଗଡ଼ରେ ପହଞ୍ଚିବା ପରେ ସେ ଦଳୀୟ ନେତାଙ୍କ ସହ ବୈଠକ କରି ବିଜେପୁର ଉପ-ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବେ।  ଏନେଇ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପଦ୍ମପୁର ବିଧାୟକ ତଥା ବିଜେପି ନେତା ପ୍ରଦୀପ ପୁରୋହିତ। ଆସନ୍ତା ୨୮ତାରିଖରେ ବିଜେପୁରରେ ଦଳ ପକ୍ଷରୁ ଏକ ଆଦିବାସୀ ସମାବେଶ ମଧ୍ୟ ଅନୁଷ୍ଠିତ ହେବ।  ଏଥିରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ […]

Rakesh Mallick
  • Published: Monday, 23 October 2017
  • Updated: 23 October 2017, 07:41 AM IST

Sports

Latest News

ବରଗଡ଼: ଆଜି ବରଗଡ଼ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅନିଲ ଜୈନ। ବରଗଡ଼ରେ ପହଞ୍ଚିବା ପରେ ସେ ଦଳୀୟ ନେତାଙ୍କ ସହ ବୈଠକ କରି ବିଜେପୁର ଉପ-ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବେ।  ଏନେଇ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପଦ୍ମପୁର ବିଧାୟକ ତଥା ବିଜେପି ନେତା ପ୍ରଦୀପ ପୁରୋହିତ।

ଆସନ୍ତା ୨୮ତାରିଖରେ ବିଜେପୁରରେ ଦଳ ପକ୍ଷରୁ ଏକ ଆଦିବାସୀ ସମାବେଶ ମଧ୍ୟ ଅନୁଷ୍ଠିତ ହେବ।  ଏଥିରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ କେନ୍ଦ୍ରମନ୍ତ୍ରୀ ବିଷ୍ଣୁଦେବ ସାଏ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ନେଇ ସୂଚନା ମିଳିଛି।  ଏଥିସହ ରାଜ୍ୟ ସରକାର ବିଜେପୁରକୁ ଏନଏସିର ମାନ୍ୟତା ଦେବା ଲାଗି ବିଜେପି ଦାବି ଉଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story