କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଲେ ନବୀନ

ନୂଆଦିଲ୍ଲୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତରେ ଯାଇଥିଲେ। ଆଜି ସେ ପରିବହନରେ କେନ୍ଦ୍ର ପରିବହନମନ୍ତ୍ରୀ ନୀତିନ ଗଡକାରୀଙ୍କୁ ଭେଟି ଅସମ୍ପୂର୍ଣ୍ଣ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଦାବି କରିଥିଲେ। ସନ୍ଧ୍ୟାରେ ରେଳ ଭବନରେ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟି ଜୟପୁର-ନବରଙ୍ଗପୁର ଓ ଜୟପୁର-ମାଲକାନଗିରି ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ। ଏପରିକି ରାଜ୍ୟ ପାଇଁ ନୂଆ ଟ୍ରେନ୍‌ ଚଳାଚଳ କରିବାକୁ ମଧ୍ୟ ଦାବି ଜଣାଇଥିଲେ। ପୁରୀ-କୋଣାର୍କ ନୂଆ ରେଳ ଲାଇନ, ରାଜ୍ୟର ୧୧ଟି […]

Rakesh Mallick
  • Published: Wednesday, 27 September 2017
  • Updated: 27 September 2017, 03:10 PM IST

Sports

Latest News

ନୂଆଦିଲ୍ଲୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତରେ ଯାଇଥିଲେ। ଆଜି ସେ ପରିବହନରେ କେନ୍ଦ୍ର ପରିବହନମନ୍ତ୍ରୀ ନୀତିନ ଗଡକାରୀଙ୍କୁ ଭେଟି ଅସମ୍ପୂର୍ଣ୍ଣ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଦାବି କରିଥିଲେ। ସନ୍ଧ୍ୟାରେ ରେଳ ଭବନରେ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟି ଜୟପୁର-ନବରଙ୍ଗପୁର ଓ ଜୟପୁର-ମାଲକାନଗିରି ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ। ଏପରିକି ରାଜ୍ୟ ପାଇଁ ନୂଆ ଟ୍ରେନ୍‌ ଚଳାଚଳ କରିବାକୁ ମଧ୍ୟ ଦାବି ଜଣାଇଥିଲେ।

ପୁରୀ-କୋଣାର୍କ ନୂଆ ରେଳ ଲାଇନ, ରାଜ୍ୟର ୧୧ଟି ଷ୍ଟେସନର ଆଧୁନିକୀକରଣ, ରାଜଧାନୀ ଏକ୍ସପ୍ରେସକୁ ଭାୟା ସମ୍ବଲପୁର ଦେଇ ଚଳାଚଳ, ବକ୍ସି ଜଗବନ୍ଧୁଙ୍କ ନାଁରେ ମୁମ୍ବାଇକୁ ନୂଆ ଟ୍ରେନ ଚଳାଚଳ ଓ ନୟାଗଡ଼ ଟାଉନରୁ ଏକ ଜନଶତାବ୍ଦୀ ଏକ୍ସପ୍ରେସ ଚଳାଚଳ ପାଇଁ କେନ୍ଦ୍ରରେଳ ମନ୍ତ୍ରୀଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି।

ଜାତୀୟ ରାଜପଥର (ଏନ୍‌ଏଚ୍‌) ଅଧୁରା କାମ ସାରିବାକୁ ନୀତିନ ଗଡକାରୀଙ୍କଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି। ସେହିପରି ୧୬ ନମ୍ୱର ଜାତୀୟ ରାଜପଥରେ ଖଣ୍ଡଗିରିରେ ଫ୍ଲାଏଓଭ, ଖୋର୍ଦ୍ଧା ଗୋହିରା-ଇନ୍‌ଫୋ ଭ୍ୟାଲି ଯାଏଁ ଫ୍ଲାଏଓଭର ନିର୍ମାଣ ଓ କଟକ-ଅନୁଗୋଳ ଜାତୀୟ ରାଜପଥ -୪୨କୁ ୪ ଲେନ୍‌ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ଏହାଛଡ଼ା ପୁରୀ-ଭୁବନେଶ୍ୱର ଏନ୍‌ଏଚ୍‌ -୨୦୩ର କାମ ତ୍ୱରାନ୍ୱିତ କରିବା ଓ ୩୦ ଜିଲ୍ଲାର ରାଜ୍ୟ ରାଜପଥକୁ ଜାତୀୟ ରାଜପଥରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରସ୍ତାବ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story