ଆଜି ସୁନ୍ଦରଗଡ଼ ଯିବେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯିବେ। ଦିନ ୧୧ଟା ୩୫ ମିନିଟରେ ରାଉରକେଲା ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ସୁନ୍ଦରଗଡ଼ର କୁତ୍ରା ବ୍ଲକକୁ ହେଲିକପ୍ଟରରେ ଯାଇ ସେଠାରେ ସଂଖ୍ୟାଲଘୁ ମାନଙ୍କର ଏକ ସମ୍ବର୍ଦ୍ଧନା ସଭାରେ ଯୋଗଦେବେ। ସେଠାରୁ ସେ ରାଉରକେଲା ଫେରି ସାଢେ୩ କୋଟି ଟଙ୍କାରେ ନିର୍ମିତ ଲାଇବ୍ରେରୀ ହଲ ଏବଂ ସାଂସ୍କୃତିକ କେନ୍ଦ୍ରକୁ ଉଦଘାଟନ କରିବା ସହ ଆମ୍ବେଦକର ଛକରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ରାଉରକେଲାରେ ଚାରିଟି ସ୍ଥାନରେ […]

Rakesh Mallick
  • Published: Sunday, 22 October 2017
  • Updated: 22 October 2017, 07:56 AM IST

Sports

Latest News

ସୁନ୍ଦରଗଡ଼: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯିବେ। ଦିନ ୧୧ଟା ୩୫ ମିନିଟରେ ରାଉରକେଲା ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ସୁନ୍ଦରଗଡ଼ର କୁତ୍ରା ବ୍ଲକକୁ ହେଲିକପ୍ଟରରେ ଯାଇ ସେଠାରେ ସଂଖ୍ୟାଲଘୁ ମାନଙ୍କର ଏକ ସମ୍ବର୍ଦ୍ଧନା ସଭାରେ ଯୋଗଦେବେ। ସେଠାରୁ ସେ ରାଉରକେଲା ଫେରି ସାଢେ୩ କୋଟି ଟଙ୍କାରେ ନିର୍ମିତ ଲାଇବ୍ରେରୀ ହଲ ଏବଂ ସାଂସ୍କୃତିକ କେନ୍ଦ୍ରକୁ ଉଦଘାଟନ କରିବା ସହ ଆମ୍ବେଦକର ଛକରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ରାଉରକେଲାରେ ଚାରିଟି ସ୍ଥାନରେ କାର୍ଯ୍ୟକ୍ରମ ବ୍ୟତୀତ ମୁଖ୍ୟମନ୍ତ୍ରୀ ୧୦୦ ଶଯ୍ୟା ବିଶିଷ୍ଟ ମାତୃ ଏବଂ ଶିଶୁ କେୟାର କେନ୍ଦ୍ରର ଉଦଘାଟନ ଏବଂ ୯୦ କୋଟି ଟଙ୍କା ବ୍ୟୟରେ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ କଂଗ୍ରେସ ପକ୍ଷରୁ ବିରୋଧ କରିବାର ନିଷ୍ପତ୍ତି ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story