ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ: ୧୨ ଯୋଜନା ସମ୍ପର୍କରେ ହେବ ସମୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସଚିବାଳୟରେ ଜିଲ୍ଲାପାଳମାନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏଥିରେ ରାଜ୍ୟ ସରକାରଙ୍କ ୧୨ଟି ଯୋଜନା ସମ୍ପର୍କରେ ସମୀକ୍ଷା କରାଯିବାର କାର୍ଯ୍ୟକ୍ରମ ରହିଛି। ଯାହା ମଧ୍ୟରେ ରହିଛି ମମତା, ନିରାମୟ, ପିଡିଏସ୍‌ ଓ ଖାଦ୍ୟ ସୁରକ୍ଷା ଆଇନ, ସର୍ବଶିକ୍ଷା ଅଭିଯାନ, ବିଜୁ ପକ୍କା ଘର ଯୋଜନା ପ୍ରମୁଖ। ତା’ସହ ମିଶନ ଶକ୍ତି, ନିର୍ମାଣ ଶ୍ରମିକ ଯୋଜନା, ପାନୀୟ ଜଳ, ନଳକୂପ ଓ ଉଠା ଜଳସେଚନ ଯୋଜନା ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯିବ। ଗତ ୩ ବର୍ଷ […]

Rakesh Mallick
  • Published: Saturday, 28 October 2017
  • Updated: 28 October 2017, 07:37 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସଚିବାଳୟରେ ଜିଲ୍ଲାପାଳମାନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏଥିରେ ରାଜ୍ୟ ସରକାରଙ୍କ ୧୨ଟି ଯୋଜନା ସମ୍ପର୍କରେ ସମୀକ୍ଷା କରାଯିବାର କାର୍ଯ୍ୟକ୍ରମ ରହିଛି। ଯାହା ମଧ୍ୟରେ ରହିଛି ମମତା, ନିରାମୟ, ପିଡିଏସ୍‌ ଓ ଖାଦ୍ୟ ସୁରକ୍ଷା ଆଇନ, ସର୍ବଶିକ୍ଷା ଅଭିଯାନ, ବିଜୁ ପକ୍କା ଘର ଯୋଜନା ପ୍ରମୁଖ। ତା’ସହ ମିଶନ ଶକ୍ତି, ନିର୍ମାଣ ଶ୍ରମିକ ଯୋଜନା, ପାନୀୟ ଜଳ, ନଳକୂପ ଓ ଉଠା ଜଳସେଚନ ଯୋଜନା ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯିବ।

ଗତ ୩ ବର୍ଷ ଭିତରେ ଏହି ସବୁ ଯୋଜନାରେ ରାଜ୍ୟ ସରକାରଙ୍କ ଉପଲବ୍ଧିକୁ ନେଇ ତର୍ଜମା ହେବ। ୩୦ଟି ଜିଲ୍ଲା ପାଇଁ ସଚିବଙ୍କୁ ପୃଥକ ପୃଥକ ଦାୟିତ୍ୱ ଦିଆଯାଇଛି। ଆଜିର ସମୀକ୍ଷା ପରେ ସଚିବମାନେ କ୍ଷେତ୍ର ପରିଦର୍ଶନ କରିବେ ବୋଲି ସ୍ୱତନ୍ତ୍ର ଶାସନ ସଚିବ ଅଶୋକ ମୀନା ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story