ସୁବଳ ସାହୁଙ୍କ ଶେଷକୃତ୍ୟ ଆଜି

ଭୁବନେଶ୍ୱର: କଂଗ୍ରେସ ବିଧାୟକ ସୁବଳ ସାହୁଙ୍କର ଆଜି ଶେଷକୃତ୍ୟ କରାଯିବ। ତାଙ୍କ ପୈତୃକ ଗାଁ ବରପାଲିରେ ଶେଷକୃତ୍ୟ ସଂପନ୍ନ ହେବ। ଭୁବନେଶ୍ୱରରୁ ବରପାଲିରେ ସୁବଳଙ୍କ ମୃତଦେହ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଏକ ବିରାଟ ଶୋଭାଯାତ୍ରାରେ ତାଙ୍କ ମର ଶରୀରକୁ ଘରକୁ ନିଆଯାଇଥିଲା। ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ସାଂସଦ ପ୍ରଭାସ ସିଂ, ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ସହ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀମାନେ ତାଙ୍କ ଶେଷ ଦର୍ଶନ କରିଥିଲେ। ଆଜି […]

subala

subala

Rakesh Mallick
  • Published: Wednesday, 23 August 2017
  • Updated: 23 August 2017, 12:18 PM IST

Sports

Latest News

ଭୁବନେଶ୍ୱର: କଂଗ୍ରେସ ବିଧାୟକ ସୁବଳ ସାହୁଙ୍କର ଆଜି ଶେଷକୃତ୍ୟ କରାଯିବ। ତାଙ୍କ ପୈତୃକ ଗାଁ ବରପାଲିରେ ଶେଷକୃତ୍ୟ ସଂପନ୍ନ ହେବ। ଭୁବନେଶ୍ୱରରୁ ବରପାଲିରେ ସୁବଳଙ୍କ ମୃତଦେହ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଏକ ବିରାଟ ଶୋଭାଯାତ୍ରାରେ ତାଙ୍କ ମର ଶରୀରକୁ ଘରକୁ ନିଆଯାଇଥିଲା। ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ସାଂସଦ ପ୍ରଭାସ ସିଂ, ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ସହ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀମାନେ ତାଙ୍କ ଶେଷ ଦର୍ଶନ କରିଥିଲେ।

ଆଜି ସକାଳେ ପୁଣି ତାଙ୍କ ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଅନ୍ତିମ ସଂସ୍କାର କରାଯିବ। ନିଜର ପ୍ରିୟନେତାଙ୍କୁ ହରାଇବା ଖବର ପାଇବା ପରେ ବରପାଲିର ସମସ୍ତ ଦୋକାନ ବଜାର ବନ୍ଦ ରଖାଯାଇଛି।

ଗତକାଲି ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସୁବଳ ସାହୁଙ୍କ ଦେହାନ୍ତ ହୋଇଥିଲା। ତାଙ୍କୁ ୫୬ ବର୍ଷ ହୋଇଥିଲା। କିଛି ମାସ ଧରି ସେ କ୍ୟାନସରରେ ପୀଡ଼ିତ ଥିଲେ।  କଂଗ୍ରେସର ଏହି ଟାଣୁଆ ନେତା ବିଜେପୁର ନିର୍ବାଚନ ମଣ୍ଡଳୀରୁ ତିନି ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ରାଜନୀତି ବ୍ୟତୀତ ସେ ଜଣେ ଭଲ ଭଲିବଲ୍ ଖେଳାଳି ଭାବେ ସୁପରିଚିତ ଥିଲେ। ସୁବଳଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସମେତ ବହୁ ବରିଷ୍ଠ ନେତା ତାଙ୍କ ଶେଷ ଦର୍ଶନ କରିଥିଲେ। ଡାକ୍ତରଖାନାରୁ ତାଙ୍କ ସରକାରୀ ବାସଭବନକୁ ମରଶରୀର ଯିବା ପରେ ସେଠାରୁ ବିଧାନସଭା ପରିସରକୁ ନିଆଯାଇ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ପରେ ଶେଷ ଦର୍ଶନ ପାଇଁ ପାର୍ଥିବ ଶରୀରକୁ କଂଗ୍ରେସ ଭବନ ନିଆଯିବା ପରେ ସେଠାରୁ ତାଙ୍କ ପୈତୃକ ଗାଁ ବରଗଡ଼ର ବରପାଲିକୁ ନିଆଯାଇଥିଲା।

ଆହୁରି ପଢ଼ନ୍ତୁ- ପରଲୋକରେ ବରିଷ୍ଠ କଂଗ୍ରେସ ବିଧାୟକ ସୁବଳ ସାହୁ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story