କିଏ ହେବେ ପିସିସି ସଭାପତି: ଆଜି ହୋଇପାରେ ଘୋଷଣା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ପୁନର୍ଗଠନ ନେଇ ଆଜି ହୋଇପାରେ ଘୋଷଣା।  ରାହୁଲ ଗାନ୍ଧିଙ୍କ ଆମେରିକା ଗସ୍ତ ଥିବାରୁ ଏହି ଘୋଷଣା କରାଯାଇପାରେ ବୋଲି କଳ୍ପନା ଜଳ୍ପନା ଲାଗି ରହିଛି।  ପୂର୍ବରୁ ରାଜ୍ୟ କଂଗ୍ରେସର ନବକଳେବର ପାଇଁ ୩୬ଜଣ ନେତା ନୂଆଦିଲ୍ଲୀରେ ରାହୁଲଙ୍କୁ ସାକ୍ଷାତ କରିଥିଲେ। ପରେ ରାହୁଲ ନିରଞ୍ଜନ, ପ୍ରଦୀପ ମାଝୀଙ୍କ ଭଳି ୫ ନେତାଙ୍କ ସହ ପୃଥକ ଭାବେ ଆଲୋଚନା କରିଥିଲେ।  ମୋଟାମୋଟି ଅଧିକାଂଶ ବରିଷ୍ଠ ନେତାଙ୍କୁ କିଛି ଦାୟିତ୍ୱ ଦେବାକୁ ରାହୁଲ୍ ଫର୍ମୁଲା ପ୍ରସ୍ତୁତ […]

Rakesh Mallick
  • Published: Saturday, 09 September 2017
  • Updated: 09 September 2017, 07:32 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ପୁନର୍ଗଠନ ନେଇ ଆଜି ହୋଇପାରେ ଘୋଷଣା।  ରାହୁଲ ଗାନ୍ଧିଙ୍କ ଆମେରିକା ଗସ୍ତ ଥିବାରୁ ଏହି ଘୋଷଣା କରାଯାଇପାରେ ବୋଲି କଳ୍ପନା ଜଳ୍ପନା ଲାଗି ରହିଛି।  ପୂର୍ବରୁ ରାଜ୍ୟ କଂଗ୍ରେସର ନବକଳେବର ପାଇଁ ୩୬ଜଣ ନେତା ନୂଆଦିଲ୍ଲୀରେ ରାହୁଲଙ୍କୁ ସାକ୍ଷାତ କରିଥିଲେ। ପରେ ରାହୁଲ ନିରଞ୍ଜନ, ପ୍ରଦୀପ ମାଝୀଙ୍କ ଭଳି ୫ ନେତାଙ୍କ ସହ ପୃଥକ ଭାବେ ଆଲୋଚନା କରିଥିଲେ।  ମୋଟାମୋଟି ଅଧିକାଂଶ ବରିଷ୍ଠ ନେତାଙ୍କୁ କିଛି ଦାୟିତ୍ୱ ଦେବାକୁ ରାହୁଲ୍ ଫର୍ମୁଲା ପ୍ରସ୍ତୁତ କରିଥିବା କୁହାଯାଉଥିଲା।

ସୂଚନା ଅନୁସାରେ ପଶ୍ଚିମ ଓଡ଼ିଶା ପାଇଁ ନବ କିଶୋର ଦାସ, ଦକ୍ଷିଣ ପାଇଁ ପ୍ରଦୀପ ମାଝୀ ଓ ଉପକୂଳ ପାଇଁ ଚିରଞ୍ଜୀବ ବିଶ୍ୱାଳଙ୍କୁ ପିସିସିର କାର୍ଯ୍ୟକାରୀ ସଭାପତି କରାଯାଇପାରେ। ନିରଞ୍ଜନଙ୍କୁ ମଙ୍ଗୁଆଳ କରି ଭକ୍ତ ଦାସଙ୍କୁ କ୍ୟାମ୍ପେନ କମିଟିର ଅଧକ୍ଷ୍ୟ କରିପାରନ୍ତି ହାଇକମାଣ୍ଡ। ଏହାସହ କନ୍ଦଳ ଭୁଲି ଏକ ହେବାକୁ ବୈଠକରେ ପରାମର୍ଶ ଦେଇଥିଲେ ରାହୁଲ ଗାନ୍ଧି।

ସୂଚନାଯୋଗ୍ୟ ଯେ, ଗତ ୫ ତାରିଖରେ ରାହୁଲ ଗାନ୍ଧିଙ୍କ ଡାକରା ପାଇ ବିରୋଧୀଦଳ ଉପନେତା ଚିରଞ୍ଜୀବୀ ବିଶ୍ୱାଳ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ଶ୍ରୀକାନ୍ତ ଜେନା, ବରିଷ୍ଠ ନେତା ପ୍ରଦୀପ ମାଝୀ ଓ ମହିଳା କଂଗ୍ରେସ ସଭାନେତ୍ରୀଙ୍କ ସହ କିଛି ପିସିସି ପଦାଧିକାରୀ ମଧ୍ୟ ଦିଲ୍ଲୀ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story