ଆଜି ହୀରାକୁଦରୁ ଛଡାଯିବ ଚଳିତବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ଆଜି ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ାଯିବ। ସକାଳ ୧୦ଟାରୁ ୧୨ଟା ମଧ୍ୟରେ ସ୍ଲୁଇସ ଗେଟ୍ ଦେଇ ଜଳ ନିଷ୍କାସନ ହେବ ବୋଲି ଡ୍ୟାମର ମୁଖ୍ୟଯନ୍ତ୍ରୀ ହରମୋହନ ପ୍ରଧାନ ସୂଚନା ଦେଇଛନ୍ତି। ଏଥିପାଇଁ ଡ୍ୟାମର ତଳମୁଣ୍ଡର ଥିବା ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ସୂଚନା ଦିଆଯାଇଛି। ଏହି ସମୟ ମଧ୍ୟରେ ମହାନଦୀ ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ତଳ ମୁଣ୍ଡରେ ଥିବା ବିଭିନ୍ନ ଅଞ୍ଚଳ ସମେତ ସମ୍ବଲପୁର, ବୁର୍ଲା ଓ ହୀରାକୁଦରେ […]

Hirakud-Dam

Hirakud-Dam

Rakesh Mallick
  • Published: Sunday, 23 July 2017
  • Updated: 23 July 2017, 07:47 AM IST

Sports

Latest News

ସମ୍ବଲପୁର: ଆଜି ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ାଯିବ। ସକାଳ ୧୦ଟାରୁ ୧୨ଟା ମଧ୍ୟରେ ସ୍ଲୁଇସ ଗେଟ୍ ଦେଇ ଜଳ ନିଷ୍କାସନ ହେବ ବୋଲି ଡ୍ୟାମର ମୁଖ୍ୟଯନ୍ତ୍ରୀ ହରମୋହନ ପ୍ରଧାନ ସୂଚନା ଦେଇଛନ୍ତି। ଏଥିପାଇଁ ଡ୍ୟାମର ତଳମୁଣ୍ଡର ଥିବା ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ସୂଚନା ଦିଆଯାଇଛି। ଏହି ସମୟ ମଧ୍ୟରେ ମହାନଦୀ ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

ତଳ ମୁଣ୍ଡରେ ଥିବା ବିଭିନ୍ନ ଅଞ୍ଚଳ ସମେତ ସମ୍ବଲପୁର, ବୁର୍ଲା ଓ ହୀରାକୁଦରେ ଗାଡିରେ ବୁଲି ବୁଲି ପ୍ରଚାର କରାଯାଉଛି। ଡ୍ୟାମ୍‌ ଉପର ମୁଣ୍ଡରେ ଛତିଶଗଡ଼ ପଟୁ ଅଧିକ ବନ୍ୟା ଜଳ ପ୍ରବେଶ କରୁଥିବାରୁ ହୀରାକୁଦରୁ ବନ୍ୟାଜଳ ଛାଡ଼ିବା ଲାଗି ନିଷ୍ପତ୍ତି ନିଆଯାଇଛି। ତେବେ କେତୋଟି ଗେଟ୍ ଖୋଲାଯିବ, ସେ ନେଇ ଆଜି ନିଷ୍ପତ୍ତି ନିଆଯିବ ବୋଲି ଯନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story