ଆଜିଠୁ ଜନ୍ତୁ ପାଇଁ ବସିବ ଯନ୍ତା: ଭରସା ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ନିଆଳିରେ ମେଣ୍ଢା ମାରୁଥିବା ଜନ୍ତୁ ଚିହ୍ନଟ ହୋଇଛି।  ଏହା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ।  ମେଣ୍ଢା ମାରୁଥିବା ଜନ୍ତୁ ଗଧିଆ ବା ଉଲ୍ଫ ବୋଲି ସେ କହିଛନ୍ତି।  ଏଥିସହ ଆଜିଠାରୁ ଯନ୍ତା ବସାଯାଇ ଗଧିଆକୁ ଧରାଯିବ ବୋଲି କହିଛନ୍ତି ମନ୍ତ୍ରୀ। ମେଣ୍ଢା ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବିରେ ଆଜି ପୋଖରୀଗାଁ ନିକଟରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ।  କାଲି ରାତିରେ ପୁଣି ପୋଖରୀଗାଁ ଅଞ୍ଚଳରେ ଆଉ ଏକ ମେଣ୍ଢାର ମୃତ୍ୟୁ ହୋଇଛି।

bijaya

bijaya

Rakesh Mallick
  • Published: Saturday, 01 July 2017
  • Updated: 01 July 2017, 02:36 PM IST

Sports

Latest News

ଭୁବନେଶ୍ୱର: ନିଆଳିରେ ମେଣ୍ଢା ମାରୁଥିବା ଜନ୍ତୁ ଚିହ୍ନଟ ହୋଇଛି।  ଏହା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ।  ମେଣ୍ଢା ମାରୁଥିବା ଜନ୍ତୁ ଗଧିଆ ବା ଉଲ୍ଫ ବୋଲି ସେ କହିଛନ୍ତି।  ଏଥିସହ ଆଜିଠାରୁ ଯନ୍ତା ବସାଯାଇ ଗଧିଆକୁ ଧରାଯିବ ବୋଲି କହିଛନ୍ତି ମନ୍ତ୍ରୀ।

ମେଣ୍ଢା ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବିରେ ଆଜି ପୋଖରୀଗାଁ ନିକଟରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ।  କାଲି ରାତିରେ ପୁଣି ପୋଖରୀଗାଁ ଅଞ୍ଚଳରେ ଆଉ ଏକ ମେଣ୍ଢାର ମୃତ୍ୟୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos