ଆଜି ବନ୍ଧୁତ୍ୱ ଦିବସ

ଭୁବନେଶ୍ୱର: ଆଜି ଫ୍ରେଣ୍ଡସିପ୍‌ ଡେ’ ବା ବନ୍ଧୁତ୍ୱ ଦିବସ। ଅଗଷ୍ଟ ମାସ ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବେ ସାରା ଦେଶରେ ପାଳନ କରାଯାଉଛି। ଦେଶ ବାହାରେ ମଧ୍ୟ ଏହି ଦିବସକୁ ବେଶ୍‌ ଜାକଜମକରେ ପାଳନ କରାଯାଉଛି। ଲୋକେ ଫ୍ରେଣ୍ଡସିପ୍ ବ୍ୟାଣ୍ଡ, କାର୍ଡ, ଫୁଲ, ଓ ବିଭିନ୍ନ ପ୍ରକାର ଗିଫ୍ଟ ଦେଇ ବନ୍ଧୁକୁ ଫ୍ରେଣ୍ଡସିପ୍ ଡେ’ର ଶୁଭେଚ୍ଛା ଜଣାଉଛନ୍ତି। ୧୯୫୮ ମସିହାରୁ ପ୍ରଥମେ ଆରମ୍ଭ ହୋଇଥିଲା ଏହି ବନ୍ଧୁତ୍ୱ ଦିବସ।  କ୍ରମାଗତ ଭାବେ ଅନ୍ୟ ଦେଶ ମାନଙ୍କରେ […]

Friendship

Friendship

Rakesh Mallick
  • Published: Sunday, 06 August 2017
  • Updated: 06 August 2017, 07:23 AM IST

Sports

Latest News

ଭୁବନେଶ୍ୱର: ଆଜି ଫ୍ରେଣ୍ଡସିପ୍‌ ଡେ’ ବା ବନ୍ଧୁତ୍ୱ ଦିବସ। ଅଗଷ୍ଟ ମାସ ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବେ ସାରା ଦେଶରେ ପାଳନ କରାଯାଉଛି। ଦେଶ ବାହାରେ ମଧ୍ୟ ଏହି ଦିବସକୁ ବେଶ୍‌ ଜାକଜମକରେ ପାଳନ କରାଯାଉଛି। ଲୋକେ ଫ୍ରେଣ୍ଡସିପ୍ ବ୍ୟାଣ୍ଡ, କାର୍ଡ, ଫୁଲ, ଓ ବିଭିନ୍ନ ପ୍ରକାର ଗିଫ୍ଟ ଦେଇ ବନ୍ଧୁକୁ ଫ୍ରେଣ୍ଡସିପ୍ ଡେ’ର ଶୁଭେଚ୍ଛା ଜଣାଉଛନ୍ତି।

୧୯୫୮ ମସିହାରୁ ପ୍ରଥମେ ଆରମ୍ଭ ହୋଇଥିଲା ଏହି ବନ୍ଧୁତ୍ୱ ଦିବସ।  କ୍ରମାଗତ ଭାବେ ଅନ୍ୟ ଦେଶ ମାନଙ୍କରେ ମଧ୍ୟ ଫ୍ରେଣ୍ଡସିପ୍‌ ଡେ’କୁ ପାଳନ କରାଗଲାଣି।

ବନ୍ଧୁତ୍ୱ ଦିବସକୁ ସ୍ପେଶାଲ କରିବା ପାଇଁ ଯୁବପୀଢ଼ିଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି।  କେବଳ ଯୁବପୀଢ଼ି ନୁହଁନ୍ତି ବୟସ୍କ ଓ ମହିଳାମାନେ ମଧ୍ୟ ବେଶ୍ ଉତ୍ସାହର ସହ ପାଳନ କରୁଛନ୍ତି। ଫ୍ରେଣ୍ଡସିପ୍ ଡେ’  ମେସେଜ ଓ ସୋସିଆଲ୍‌ ସାଇଟ୍‌ ଫ୍ରେଣ୍ଡସିପ୍‌ ଡେ’ର ଶୁଭେଚ୍ଛା ଜଣାଇବା ଏକ ପ୍ରମୁଖ ମାଧ୍ୟମ ପାଲଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos