ଆଜି ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣିମା: ଉତ୍ସବମୁଖର ଗାଁଠୁ ସହର

ଭୁବନେଶ୍ୱର: ଆଜି ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣିମା। ସକାଳୁ ସକାଳୁ କୁଆଁରୀମାନେ ଆଞ୍ଜୁଳା ଟେକି ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି। ସଂଧ୍ୟାରେ ନୂଆ ବସ୍ତ୍ର ପରିଧାନ କରି ଚଉରାମୁଳେ ପୂଜାର୍ଚ୍ଚନା କରିବା ସହ ଚନ୍ଦ୍ରଙ୍କୁ ଅର୍ଘ୍ୟ ପ୍ରଦାନ କରିବେ। ଏହି ଅବସରରେ ଦକ୍ଷିଣ ଓଡ଼ିଶା ବିଶେଷ କରି ଗଞ୍ଜାମରେ ଘରେ ଘରେ ଝିଅ ବୋହୂମାନେ ପିଠାପଣା ସହ ତାସ୍ ଖେଳର ମଜା ନେଇଥାନ୍ତି। ସେହିପରି ଆଜି ଧନର ଦେବୀ ମା’ ଗଜଲକ୍ଷ୍ମୀଙ୍କ ପୂଜା। ମା’ଙ୍କୁ […]

Lakshmi

Lakshmi

Rakesh Mallick
  • Published: Thursday, 05 October 2017
  • Updated: 05 October 2017, 03:14 AM IST

Sports

Latest News

ଭୁବନେଶ୍ୱର: ଆଜି ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣିମା। ସକାଳୁ ସକାଳୁ କୁଆଁରୀମାନେ ଆଞ୍ଜୁଳା ଟେକି ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି। ସଂଧ୍ୟାରେ ନୂଆ ବସ୍ତ୍ର ପରିଧାନ କରି ଚଉରାମୁଳେ ପୂଜାର୍ଚ୍ଚନା କରିବା ସହ ଚନ୍ଦ୍ରଙ୍କୁ ଅର୍ଘ୍ୟ ପ୍ରଦାନ କରିବେ। ଏହି ଅବସରରେ ଦକ୍ଷିଣ ଓଡ଼ିଶା ବିଶେଷ କରି ଗଞ୍ଜାମରେ ଘରେ ଘରେ ଝିଅ ବୋହୂମାନେ ପିଠାପଣା ସହ ତାସ୍ ଖେଳର ମଜା ନେଇଥାନ୍ତି।

ସେହିପରି ଆଜି ଧନର ଦେବୀ ମା’ ଗଜଲକ୍ଷ୍ମୀଙ୍କ ପୂଜା। ମା’ଙ୍କୁ ଆବାହନ ପାଇଁ ଗାଁଠୁ ସହର ସବୁଠି ଉତ୍ସବ ମୁଖର। ପୂଜା ଲାଗି ସଜେଇ ହେଲାଣି କେନ୍ଦ୍ରାପଡ଼ା ସହର। ଏଥର ସହରରେ ମୋଟ ୬୭ଟି ମଣ୍ଡପରେ ପୂଜା ପାଇବେ ମା’। ପୂଜାକୁ ଶାନ୍ତିଶୃଙ୍ଖଳାର ସହ ଶେଷ ଲାଗି ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜରୁରୀ ବୈଠକ ବସିଥିଲା। ସହରକୁ ୨ଟି ଜୋନରେ ବିଭକ୍ତ କରାଯାଇଛି ୫ଟି ଆଉଟପୋଷ୍ଟ ମଧ୍ୟ କରାଯାଇଛି। ସେହିପରି ଢେଙ୍କାନାଳ ଓ ଅନୁଗୋଳ ସହର ମଧ୍ୟ ଗଜଲକ୍ଷ୍ମୀ ପୂଜା ଲାଗି  ପୂରା ସଜେଇ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story