ଆଜି ଜିଏସ୍‌ଟି ଆଲୋଚନା

ଭୁବନେଶ୍ୱର: ଆଜି ବିଧାନସଭାରେ ଜିଏସଟି ବିଲ୍ ଉପରେ ଆଲୋଚନା ହେବ।  ଗତକାଲି ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ଏନେଇ ସ୍ଥିର ହୋଇଛି। ଗତକାଲି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଓଡ଼ିଶା ଜିଏସଟି ବିଲ୍ ୨୦୧୭ ଓ ଭାଟ୍ ସଂଶୋଧନ ବିଲ୍ ଉପସ୍ଥାପନ କରିଥିଲେ ।  ବିଲର ନକଲ ବୁଧବାର ମିଳିଥିବାରୁ ତାକୁ ପଢ଼ିବା ପାଇଁ ସମୟର ଆବଶ୍ୟକତା ଥିବା ବିରୋଧୀ ଦଳ ନେତା ନରସିଂହ ମିଶ୍ର ଯୁକ୍ତି ଉପସ୍ଥାପନ କରିଥିଲେ। ଏହାପରେ ବାଚସ୍ପତି […]

Odisha-Assembly-5-1

Odisha-Assembly-5-1

Rakesh Mallick
  • Published: Friday, 19 May 2017
  • Updated: 19 May 2017, 07:29 AM IST

Sports

Latest News

ଭୁବନେଶ୍ୱର: ଆଜି ବିଧାନସଭାରେ ଜିଏସଟି ବିଲ୍ ଉପରେ ଆଲୋଚନା ହେବ।  ଗତକାଲି ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ଏନେଇ ସ୍ଥିର ହୋଇଛି।

ଗତକାଲି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଓଡ଼ିଶା ଜିଏସଟି ବିଲ୍ ୨୦୧୭ ଓ ଭାଟ୍ ସଂଶୋଧନ ବିଲ୍ ଉପସ୍ଥାପନ କରିଥିଲେ ।  ବିଲର ନକଲ ବୁଧବାର ମିଳିଥିବାରୁ ତାକୁ ପଢ଼ିବା ପାଇଁ ସମୟର ଆବଶ୍ୟକତା ଥିବା ବିରୋଧୀ ଦଳ ନେତା ନରସିଂହ ମିଶ୍ର ଯୁକ୍ତି ଉପସ୍ଥାପନ କରିଥିଲେ। ଏହାପରେ ବାଚସ୍ପତି କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକ ଡାକିଥିଲେ। ଏହି ବୈଠକରେ ଦୁଇ ବିଲ୍ ସଂପର୍କରେ ଆଲୋଚନା ନେଇ ସମୟ ଧାର୍ଯ୍ୟ କରାଯାଇଛି।  ଆଜି ବିଲ୍ ସଂପର୍କରେ ଆଲୋଚନା ହେବା ସହ ବିଲ୍ ପାରିତ ହେବାର ସମ୍ଭାବନା ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story