ତାତିର ଥାର୍ଡ ଡିଗ୍ରୀ: ଆଜି କିଛି ସ୍ଥାନରେ ପାରଦ ଛୁଇଁବ ୪୭ ଡିଗ୍ରୀ

ଭୁବନେଶ୍ୱର: ତତଲା ତାଓ୍ୱାରେ ଭାଜି ହେଉଛି ସାରା ଓଡ଼ିଶା। ଆଜି କେତେକ ସ୍ଥାନରେ ପାରଦ ୪୭ ଡିଗ୍ରୀ ଛୁଇଁବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସେହିପରି ଓଡ଼ିଶାରେ ଅରେଞ୍ଜ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହିଟ୍ ୱେଭ ଓ୍ୱାର୍ଣ୍ଣିଂ ଜାରି ହୋଇଥିବାରୁ ଲୋକମାନେ ଦିନ ୧୧ଟା ପରେ ଅତ୍ୟନ୍ତ ଆବଶ୍ୟକ ନଥିଲେ ପଦାକୁ ନ ବାହାରିବାକୁ ପରାମର୍ଶ […]

Heat-wave

Heat-wave

Rakesh Mallick
  • Published: Tuesday, 16 May 2017
  • Updated: 16 May 2017, 09:50 AM IST

Sports

Latest News

ଭୁବନେଶ୍ୱର: ତତଲା ତାଓ୍ୱାରେ ଭାଜି ହେଉଛି ସାରା ଓଡ଼ିଶା। ଆଜି କେତେକ ସ୍ଥାନରେ ପାରଦ ୪୭ ଡିଗ୍ରୀ ଛୁଇଁବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସେହିପରି ଓଡ଼ିଶାରେ ଅରେଞ୍ଜ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହିଟ୍ ୱେଭ ଓ୍ୱାର୍ଣ୍ଣିଂ ଜାରି ହୋଇଥିବାରୁ ଲୋକମାନେ ଦିନ ୧୧ଟା ପରେ ଅତ୍ୟନ୍ତ ଆବଶ୍ୟକ ନଥିଲେ ପଦାକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।

ଗତକାଲି ୪୬.୨ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା ବଲାଙ୍ଗିର। ୨ଟି ସ୍ଥାନରେ ପାରଦ ୪୬ ଡିଗ୍ରୀ ପାର କରିଥିବା ବେଳେ ୬ଟି ସ୍ଥାନରେ ୪୫ ଡିଗ୍ରୀ ଉପରେ ରହିଥିଲା ତାପମାତ୍ରା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story