ଅାଜି ଅକ୍ଷୟ ତୃତୀୟା: ଅକ୍ଷିମୁଠି ଅନୁକୂଳ କରିବ ଚଷା ପୁଅ

ଭୁବନେଶ୍ୱର: ଅାଜି ପବିତ୍ର ଅକ୍ଷୟ ତୃତୀୟା।  ପରମ୍ପରା ଅନୁସାରରେ ଅାଜି ଅକ୍ଷିମୁଠି ଅନୁକୂଳ ସହ ଭଲ ଅମଳ ପାଇଁ ଭୂମିପୂଜା କରିବ ଚଷା ପୁଅ। ସବୁ ବର୍ଷ ଭଳି ଏ ବର୍ଷ ବି ଅକ୍ଷୟ ତୃତୀୟାରେ ଅଖି ଅନୁକୂଳ ସହ ଭୂମିପୂଜା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଅାଜି ପିପିଲି ନିକଟ ଲକ୍ଷ୍ଣୀନାରାୟଣପୁରରେ ଅାୟୋଜିତ ରାଜ୍ୟସ୍ତରୀୟ କୃଷକ ସମାବେଶରେ ଯୋଗ ଦେବେ ଓ ଅକ୍ଷିମୁଠି ଅନୁକୂଳ କରିବା ସହ ଭୂମିପୂଜା କରିବେ। ରାଜ୍ୟ କୃଷି ବିଭାଗ ଦ୍ୱାରା […]

akshaytritiya

akshaytritiya

Rakesh Mallick
  • Published: Saturday, 29 April 2017
  • Updated: 29 April 2017, 07:58 AM IST

Sports

Latest News

ଭୁବନେଶ୍ୱର: ଅାଜି ପବିତ୍ର ଅକ୍ଷୟ ତୃତୀୟା।  ପରମ୍ପରା ଅନୁସାରରେ ଅାଜି ଅକ୍ଷିମୁଠି ଅନୁକୂଳ ସହ ଭଲ ଅମଳ ପାଇଁ ଭୂମିପୂଜା କରିବ ଚଷା ପୁଅ। ସବୁ ବର୍ଷ ଭଳି ଏ ବର୍ଷ ବି ଅକ୍ଷୟ ତୃତୀୟାରେ ଅଖି ଅନୁକୂଳ ସହ ଭୂମିପୂଜା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଅାଜି ପିପିଲି ନିକଟ ଲକ୍ଷ୍ଣୀନାରାୟଣପୁରରେ ଅାୟୋଜିତ ରାଜ୍ୟସ୍ତରୀୟ କୃଷକ ସମାବେଶରେ ଯୋଗ ଦେବେ ଓ ଅକ୍ଷିମୁଠି ଅନୁକୂଳ କରିବା ସହ ଭୂମିପୂଜା କରିବେ। ରାଜ୍ୟ କୃଷି ବିଭାଗ ଦ୍ୱାରା ଅାୟୋଜିତ ଏହି ସମାବେଶ  ପ୍ରାୟ ୧୦ ହଜାର ଚାଷୀ ସାମିଲ ହେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ କିମ୍ବା ବୀମା ଘୋଷଣା କରିବା ସମ୍ଭାବନା ରହିଛି।  ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ଭଳି ଓଡ଼ିଶା ସରକାର ଋଣ ଛାଡ଼ କରନ୍ତୁ ବୋଲି ଚାଷୀ ଦାବି କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos