ଆଜି ବଡ଼ଦିନ

ଭୁବନେଶ୍ୱର: ଆଜି ବଡ଼ଦିନ। ଖ୍ରୀଷ୍ଟଧର୍ମାବଲମ୍ବୀ ପାଇଁ ଏହା ଏକ ବିଶେଷ ଅବସର। ଏଥିପାଇଁ ଉତ୍ସବମୁଖର ହୋଇଛି ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ଘରଠାରୁ ଆରମ୍ଭ କରି ଚର୍ଚ୍ଚ ଓ ପ୍ରାର୍ଥନା ଗୃହ। ଗତ ରାତିରେ ପ୍ରଭୁ ଯୀଶୁ ଧରାବତରଣ କରିଥିବା ବେଳେ ଭୁବନେଶ୍ୱରର ବିଭିନ୍ନ ଚର୍ଚ୍ଚରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ଗୁହାଳ ଠାରୁ କ୍ରୁଶବିଦ୍ଧ ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ସ୍ଥାନିତ ହୋଇଥିଲା। ସେହିପରି କଟକର କ୍ୟାଣ୍ଟନମେଣ୍ଟ୍ ରୋଡ୍ ସ୍ଥିତ କ୍ୟାଥୋଲିକ୍ ଚର୍ଚ୍ଚରେ ମଧ୍ୟ ପ୍ରଭୁ ଯୀଶୁଙ୍କ ଧରାବତରଣ ପାଇଁ ସ୍ୱତନ୍ତ୍ର […]

aa

aa

Rakesh Mallick
  • Published: Sunday, 25 December 2016
  • Updated: 25 December 2016, 08:27 AM IST

Sports

Latest News

churchଭୁବନେଶ୍ୱର: ଆଜି ବଡ଼ଦିନ। ଖ୍ରୀଷ୍ଟଧର୍ମାବଲମ୍ବୀ ପାଇଁ ଏହା ଏକ ବିଶେଷ ଅବସର। ଏଥିପାଇଁ ଉତ୍ସବମୁଖର ହୋଇଛି ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ଘରଠାରୁ ଆରମ୍ଭ କରି ଚର୍ଚ୍ଚ ଓ ପ୍ରାର୍ଥନା ଗୃହ।

ଗତ ରାତିରେ ପ୍ରଭୁ ଯୀଶୁ ଧରାବତରଣ କରିଥିବା ବେଳେ ଭୁବନେଶ୍ୱରର ବିଭିନ୍ନ ଚର୍ଚ୍ଚରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ଗୁହାଳ ଠାରୁ କ୍ରୁଶବିଦ୍ଧ ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ସ୍ଥାନିତ ହୋଇଥିଲା।

ସେହିପରି କଟକର କ୍ୟାଣ୍ଟନମେଣ୍ଟ୍ ରୋଡ୍ ସ୍ଥିତ କ୍ୟାଥୋଲିକ୍ ଚର୍ଚ୍ଚରେ ମଧ୍ୟ ପ୍ରଭୁ ଯୀଶୁଙ୍କ ଧରାବତରଣ ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା। ପ୍ରଥମେ ସମୂହ କ୍ୟାରୋଳ ସଂଗୀତ ଗାନ କରାଯାଇଥିଲା। ପରେ ବିଳମ୍ବିତ ରାତିରେ କେକ୍ କାଟି ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ପାଳନ କରିଥିଲେ ଖ୍ରୀଷ୍ଟଧର୍ମାବଲମ୍ବୀ।

ରାଉରକେଲା ସହରରେ ମଧ୍ୟ ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ମଧ୍ୟରାତ୍ରରେ ବେଶ ଧୂମ୍‌ଧାମରେ ସହ ପାଳନ କରିଥିଲେ ଶ୍ରଦ୍ଧାଳୁ।

ବଲାଙ୍ଗିର ସହରର ଆଦର୍ଶପଡ଼ା ସମାଜ ପକ୍ଷରୁ ମଧ୍ୟ ମହାଆଡ଼ମ୍ବରରେ ପରମପିତା ଯୀଶୁଙ୍କ ଜନ୍ମଦିନକୁ ପାଳନ କରାଯାଇଥିଲା।

ବାଲେଶ୍ୱରର ବିଭିନ୍ନ ଚର୍ଚ୍ଚରେ ମଧ୍ୟ ଧୂମ୍‌ଧାମରେ ଯୀଶଙ୍କୁ ଜନ୍ମଦିନ ପାଳନ କରାଯାଇଛି। କନ୍ଧମାଳ ଜିଲ୍ଲା ଫୁଲବାଣୀର ଚର୍ଚ୍ଚଗୁଡ଼ିକରେ କ୍ୟାଣ୍ଡେଲ୍ ଜାଳି ପ୍ରଭୁ ଯୀଶୁଙ୍କୁ ପ୍ରାର୍ଥନା କରିବା ସହ ତାଙ୍କ ଜନ୍ମଦିନ ପାଳନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story