ଆଜି ଓଜେଇଇ ; ୫୨,୫୬୦ ଦେଲେ ପରୀକ୍ଷା

ଭୁବନେଶ୍ୱର: ଆଜି  ଓଡ଼ିଶା ଯୁଗ୍ମ ପ୍ରବେଶିକା  ପରୀକ୍ଷା (ଓଜେଇଇ)। ୨୧ଟି ସହରରେ ୮୮ଟି କେନ୍ଦ୍ରରେ ଏହି ପରୀକ୍ଷା ହେଉଛି।  ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇଛି।  ମୋଟ ୩ଟି ସିଟିଂରେ ପରୀକ୍ଷା ହେଉଛି। ପ୍ରଥମ ସିଟିଂ ସକାଳୁ ୯ଟାରୁ ୧୧ଟା ମଧ୍ୟରେ ଶେଷ ହୋଇଛି। ୧୨ଟାରୁ ଗୋଟାଏ ଦ୍ୱିତୀୟ ସିଟିଂ ଓ  ଅପରାହ୍ନ ୨ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ ତୃତୀୟ ସିଟିଂ ପରୀକ୍ଷା ହୋଇଛି।  ଚଳିତବର୍ଷ ମୋଟ ୫୨,୫୬୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଛାତ୍ରଛାତ୍ରୀ ପରୀକ୍ଷା […]

Madical-entrance-,,,

Madical-entrance-,,,

Rakesh Mallick
  • Published: Sunday, 14 May 2017
  • Updated: 15 May 2017, 08:11 AM IST

Sports

Latest News

ଭୁବନେଶ୍ୱର: ଆଜି  ଓଡ଼ିଶା ଯୁଗ୍ମ ପ୍ରବେଶିକା  ପରୀକ୍ଷା (ଓଜେଇଇ)। ୨୧ଟି ସହରରେ ୮୮ଟି କେନ୍ଦ୍ରରେ ଏହି ପରୀକ୍ଷା ହେଉଛି।  ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇଛି।  ମୋଟ ୩ଟି ସିଟିଂରେ ପରୀକ୍ଷା ହେଉଛି। ପ୍ରଥମ ସିଟିଂ ସକାଳୁ ୯ଟାରୁ ୧୧ଟା ମଧ୍ୟରେ ଶେଷ ହୋଇଛି। ୧୨ଟାରୁ ଗୋଟାଏ ଦ୍ୱିତୀୟ ସିଟିଂ ଓ  ଅପରାହ୍ନ ୨ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ ତୃତୀୟ ସିଟିଂ ପରୀକ୍ଷା ହୋଇଛି।  ଚଳିତବର୍ଷ ମୋଟ ୫୨,୫୬୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।

ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ କୌଣସି ଇଲେଟ୍ରୋନିକ୍ସ ସାମଗ୍ରୀ ନେଇ ପାରିବେନି ବୋଲି କଡ଼ା ନିର୍ଦ୍ଦେଶ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos