ବାଚସ୍ପତି ନିର୍ବାଚନ ନେଇ ଆଜି ବସିବ ବୈଠକ

ଭୁବନେଶ୍ୱର: ବିଧାନସଭା ବାଚସ୍ପତି ନିର୍ବାଚନ ଲାଗି ମୋସନ ଅଫ୍ ନୋଟିସ୍ ଆଗତ ହୋଇଛି। ଆଜି ବିଧାନସଭାରେ ବୈଠକ ବସିବ ଏବଂ ପ୍ରଦୀପ ଅମାତଙ୍କୁ ବାଚସ୍ପତି କରିବା ପାଇଁ ମୋସନ ଅଣାଯିବ।  ପ୍ରଦୀପ ଅମାତଙ୍କୁ ବାଚସ୍ପତି କରାଇବା ଲାଗି ଗତକାଲି ବିଜେଡି ପକ୍ଷରୁ ମୋସନ ଅଫ୍ ନୋଟିସ ବିଧାନସଭା ସଚିବ ଅମୀୟ ଷଡ଼ଙ୍ଗୀଙ୍କ ନିକଟରେ ଆଗତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସହିତ ଦଳର ବରିଷ୍ଠ ନେତାମାନେ ବିଧାନସଭା ସଚିବଙ୍କ ନିକଟରେ ଏହି ସଂକଳ୍ପ ଆଗତ କରିଛନ୍ତି । ପ୍ରଦୀପ ଅମାତଙ୍କ […]

assembly

assembly

Rakesh Mallick
  • Published: Tuesday, 16 May 2017
  • Updated: 16 May 2017, 07:56 AM IST

Sports

Latest News

ଭୁବନେଶ୍ୱର: ବିଧାନସଭା ବାଚସ୍ପତି ନିର୍ବାଚନ ଲାଗି ମୋସନ ଅଫ୍ ନୋଟିସ୍ ଆଗତ ହୋଇଛି। ଆଜି ବିଧାନସଭାରେ ବୈଠକ ବସିବ ଏବଂ ପ୍ରଦୀପ ଅମାତଙ୍କୁ ବାଚସ୍ପତି କରିବା ପାଇଁ ମୋସନ ଅଣାଯିବ।  ପ୍ରଦୀପ ଅମାତଙ୍କୁ ବାଚସ୍ପତି କରାଇବା ଲାଗି ଗତକାଲି ବିଜେଡି ପକ୍ଷରୁ ମୋସନ ଅଫ୍ ନୋଟିସ ବିଧାନସଭା ସଚିବ ଅମୀୟ ଷଡ଼ଙ୍ଗୀଙ୍କ ନିକଟରେ ଆଗତ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ସହିତ ଦଳର ବରିଷ୍ଠ ନେତାମାନେ ବିଧାନସଭା ସଚିବଙ୍କ ନିକଟରେ ଏହି ସଂକଳ୍ପ ଆଗତ କରିଛନ୍ତି । ପ୍ରଦୀପ ଅମାତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବକ ଥିବା ବେଳେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସମର୍ଥକ ହୋଇଥିଲେ।  ନିରଞ୍ଜନ ପୂଜାରୀ ମନ୍ତ୍ରୀ ହେବା ପରେ ବିଧାନସଭା ବାଚସ୍ପତି ପଦ ଖାଲି ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story