ଖରିଫ୍‌ ଧାନ ସଂଗ୍ରହ ଆରମ୍ଭ: ୬୩ ବୁଥ୍‌ରେ ଲାଗିଛି ସିସିଟିଭି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଖରିଫ୍ ଧାନ ସଂଗ୍ରହ ଆରମ୍ଭ ହେବ। ପ୍ରଥମେ କଳାହାଣ୍ଡି ଜିଲ୍ଲାରୁ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ସରିଛି। ଦଲାଲ ବ୍ୟବସ୍ଥାକୁ ଉଚ୍ଛେଦ ପାଇଁ ପ୍ରତ୍ୟେକ ବ୍ଲକରେ ରହିବେ ୭ ଜଣିଆ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ। ଏଥିପାଇଁ କଳାହାଣ୍ଡି ଜିଲ୍ଲାରେ ଧର୍ମଗଡ ଉପଖଣ୍ଡରେ ଇନ୍ଦ୍ରାବତୀ ଜଳସେଚିତ ଅଞ୍ଚଳରେ ୯୧ଟି ମଣ୍ଡି ଖୋଲାଯାଇଛି। ସେଥିମଧ୍ୟରୁ ସମ୍ବେଦନଶୀଳ ୬୩ଟି ମଣ୍ଡିରେ ସିସିଟିଭି ବ୍ୟବସ୍ଥା ରହିଛି। ଏଥର ଏଫଏକ୍ୱୁ […]

paddy-in-mandi

paddy-in-mandi

Rakesh Mallick
  • Published: Wednesday, 01 November 2017
  • Updated: 01 November 2017, 06:09 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଖରିଫ୍ ଧାନ ସଂଗ୍ରହ ଆରମ୍ଭ ହେବ। ପ୍ରଥମେ କଳାହାଣ୍ଡି ଜିଲ୍ଲାରୁ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ସରିଛି। ଦଲାଲ ବ୍ୟବସ୍ଥାକୁ ଉଚ୍ଛେଦ ପାଇଁ ପ୍ରତ୍ୟେକ ବ୍ଲକରେ ରହିବେ ୭ ଜଣିଆ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ। ଏଥିପାଇଁ କଳାହାଣ୍ଡି ଜିଲ୍ଲାରେ ଧର୍ମଗଡ ଉପଖଣ୍ଡରେ ଇନ୍ଦ୍ରାବତୀ ଜଳସେଚିତ ଅଞ୍ଚଳରେ ୯୧ଟି ମଣ୍ଡି ଖୋଲାଯାଇଛି। ସେଥିମଧ୍ୟରୁ ସମ୍ବେଦନଶୀଳ ୬୩ଟି ମଣ୍ଡିରେ ସିସିଟିଭି ବ୍ୟବସ୍ଥା ରହିଛି। ଏଥର ଏଫଏକ୍ୱୁ ମାନର ଧାନ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୧୫୫୦ଟଙ୍କା ଧାର୍ଯ୍ୟ କରାଯାଇଥି ବେଳେ ଗ୍ରେଡ୍‌ ଏ ଧାନର ମୂଲ୍ୟ ରହିଛି ୧୫୯୦ଟଙ୍କା। ମଣ୍ଡିରେ ଧାନ ବିକ୍ରିର ୪୮ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯିବାର ବ୍ୟାବସ୍ଥା କରାଯାଇଛି।

ଗତବର୍ଷ ଭଳି ଚଳିତବର୍ଷ ରାଜ୍ୟରେ ଉଭୟ ଖରିଫ୍ ଓ ରବି ଋତୁରେ ମୋଟ ୫୩ ଲକ୍ଷ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ଗତକାଲି ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ଆରଡିସିଙ୍କ ଅଫିସ୍‌ ବସିଥିବର ବୈଠକ ପରେ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର। ଅନ୍ୟ ଜିଲ୍ଲାଗୁଡ଼ିକରେ ଦିନେ ଦୁଇ ଦିନ ଭିତରେ ବୈଠକ ଡକାଯାଇ ଧାନ ସଂଗ୍ରହ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story