ଯୁକ୍ତ ଦୁଇ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ୍

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ୍ । ସାରା ରାଜ୍ୟରେ ସମସ୍ତ ଷ୍ଟ୍ରିମ୍ ପାଇଁ  ଦିନ ୧୧ଟାରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି କଟ୍ ଅଫ୍ ମାର୍କ ପ୍ରକାଶ କରାଯିବ।  ମେ ୨୨ ରୁ ଜୁନ ୭ ପର୍ଯ୍ୟନ୍ତ  ଛାତ୍ରଛାତ୍ରୀମାନେ ଯୁକ୍ତ ୨ରେ ନାମ ଲେଖା ପାଇଁ ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନରେ ଆବେଦନ କରିଥିଲେ। ଆଜି ପ୍ରଥମ ପର୍ଯ୍ୟାୟ କଟ୍ଅଫ୍ ମାର୍କ ପ୍ରକାଶ ପାଇବା […]

student

student

Rakesh Mallick
  • Published: Tuesday, 13 June 2017
  • Updated: 13 June 2017, 07:38 AM IST

Sports

Latest News

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ୍ । ସାରା ରାଜ୍ୟରେ ସମସ୍ତ ଷ୍ଟ୍ରିମ୍ ପାଇଁ  ଦିନ ୧୧ଟାରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି କଟ୍ ଅଫ୍ ମାର୍କ ପ୍ରକାଶ କରାଯିବ।  ମେ ୨୨ ରୁ ଜୁନ ୭ ପର୍ଯ୍ୟନ୍ତ  ଛାତ୍ରଛାତ୍ରୀମାନେ ଯୁକ୍ତ ୨ରେ ନାମ ଲେଖା ପାଇଁ ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନରେ ଆବେଦନ କରିଥିଲେ।

ଆଜି ପ୍ରଥମ ପର୍ଯ୍ୟାୟ କଟ୍ଅଫ୍ ମାର୍କ ପ୍ରକାଶ ପାଇବା ପରେ ଜୁନ ୨୨ରେ ଦ୍ୱିତୀୟ ପର୍ଯ୍ୟାୟ ଓ ଜୁଲାଇ ୩ରେ ତୃତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇବ।  ଜୁଲାଇ ୬ରୁ ଯୁକ୍ତ ୨ ପାଠପଢ଼ା ଆରମ୍ଭ ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos