ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦକୁ ବିଜେପିର ସମାଲୋଚନା

ଭୁବନେଶ୍ୱର: ବିମୁଦ୍ରାକରଣ ପ୍ରତିବାଦରେ ଆଜି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସାରା ଦେଶରେ ଜନ ଆକ୍ରୋଶ ଦିବସ ପାଳନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଆଜି ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଏ ନେଇ ଗତକାଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ତେବେ ରାଜ୍ୟ ସରକାର ଏପରି ଘୋଷଣାକୁ ବିଜେପି ସମାଲୋଚନା କରିଛି। ବନ୍ଦ ପାଳନ ବେଳେ ଆଇନ ଶୃଙ୍ଖଳା ସ୍ଥିତି ଉପରେ ନଜର ରଖିବା ପାଇଁ ଗୃହ ବିଭାଗ […]

school

school

Rakesh Mallick
  • Published: Monday, 28 November 2016
  • Updated: 28 November 2016, 12:59 PM IST

Sports

Latest News

ଭୁବନେଶ୍ୱର: ବିମୁଦ୍ରାକରଣ ପ୍ରତିବାଦରେ ଆଜି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସାରା ଦେଶରେ ଜନ ଆକ୍ରୋଶ ଦିବସ ପାଳନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଆଜି ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଏ ନେଇ ଗତକାଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ତେବେ ରାଜ୍ୟ ସରକାର ଏପରି ଘୋଷଣାକୁ ବିଜେପି ସମାଲୋଚନା କରିଛି।

ବନ୍ଦ ପାଳନ ବେଳେ ଆଇନ ଶୃଙ୍ଖଳା ସ୍ଥିତି ଉପରେ ନଜର ରଖିବା ପାଇଁ ଗୃହ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସାଢ଼େ ୯ଟା ସୁଦ୍ଧା ଅଫିସ୍‌ରେ ହାଜର ହେବାକୁ ସମସ୍ତ ସରକାରୀ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ଏଥିରେ ବିଜେଡି ସାମିଲ ହୋଇନାହିଁ।

ତେବେ ବନ୍ଦକୁ ଦୃଷ୍ଟିରେ ରଖି ଆଜି ଆରମ୍ଭ ହେବାକୁ ଥିବା ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଷାଣ୍ମାସିକ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଡିସେମ୍ବର ୧ ତାରିଖରୁ ଏହି ପରୀକ୍ଷା ଆମ୍ଭ ହେବ।

ରାଜ୍ୟ ସରକାର ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିବାକୁ ବିଜେପ ନିନ୍ଦା କରିଛି। ବନ୍ଦ ପାଳନ ହେଉ ନ ଥିବା ବେଳେ ସରକାର କାହିଁକି ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କଲେ ବୋଲି ଦଳ ପକ୍ଷରୁ ପ୍ରଶ୍ନ କରାଯାଇଛି। ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି,“ରାଜ୍ୟ ସରକାର ଦୋମୁହାଁ ନୀତି ଅବଲମ୍ବନ କରୁଛନ୍ତି। ବିମୁଦ୍ରାକରଣକୁ ସମର୍ଥନ କରିବା ପରେ ନିଜର ବିଭିନ୍ନ ଦାବି ରଖିଲେ ଓ ଏବେ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଛନ୍ତି। ରାଜ୍ୟ ସରକାର କ’ଣ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ କଲେ ? ଶିକ୍ଷାନୁଷ୍ଠାନ ପୂର୍ବପରି ଚାଲିବା ପାଇଁ ସୁରକ୍ଷା ଯୋଗାଇ ଦିଆଯିବାର ଥିଲା। ହେଲେ ରାଜ୍ୟ ସରକାର ସେପରି କିଛି କଲେ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story