ଆଜି ବିଶ୍ୱକର୍ମା ପୂଜା: ଗାଁଠୁ ସହର ସବୁଠି ଉତ୍ସବ ମୁଖର

ଭୁବନେଶ୍ୱର: ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା। ରାଜ୍ୟର ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ବିଶ୍ୱକର୍ମା।  ବିଶେଷ କରି ପାରାଦୀପ ଓ ଅନୁଗୋଳର ନାଲକୋ ନଗରରେ ବିଶ୍ୱକର୍ମା ପୂଜା ପାଇଁ ଜୋରଦାର ପ୍ରସ୍ତୁତି ହୋଇଛି।  ଝଲସୁଛି ଆକର୍ଷଣୀୟ ସୁଉଚ୍ଚ ତୋରଣ।  ତା’ ସାଙ୍ଗକୁ ସହରରେ ଛାଇ ହୋଇଯାଇଛି ଝିଲିମିଲି ଆଲୋକ ମାଳା। ପାରାଦୀପରେ ୭ଦିନ ଧରି ଚାଲିବ ବିଶ୍ୱକର୍ମା ପୂଜା।  ଏଠାରେ ବିଭିନ୍ନ ଶ୍ରମିକ ସଙ୍ଗଠନ, ଶିଳ୍ପାନୁଷ୍ଠାନ ଓ ବନ୍ଦରର ବିଭିନ୍ନ ବିଭାଗ ପକ୍ଷରୁ ବିଶ୍ୱକର୍ମା ପୂଜା କରାଯାଉଛି।  […]

Rakesh Mallick
  • Published: Sunday, 17 September 2017
  • Updated: 17 September 2017, 08:37 AM IST

Sports

Latest News

ଭୁବନେଶ୍ୱର: ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା। ରାଜ୍ୟର ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ବିଶ୍ୱକର୍ମା।  ବିଶେଷ କରି ପାରାଦୀପ ଓ ଅନୁଗୋଳର ନାଲକୋ ନଗରରେ ବିଶ୍ୱକର୍ମା ପୂଜା ପାଇଁ ଜୋରଦାର ପ୍ରସ୍ତୁତି ହୋଇଛି।  ଝଲସୁଛି ଆକର୍ଷଣୀୟ ସୁଉଚ୍ଚ ତୋରଣ।  ତା’ ସାଙ୍ଗକୁ ସହରରେ ଛାଇ ହୋଇଯାଇଛି ଝିଲିମିଲି ଆଲୋକ ମାଳା।

ପାରାଦୀପରେ ୭ଦିନ ଧରି ଚାଲିବ ବିଶ୍ୱକର୍ମା ପୂଜା।  ଏଠାରେ ବିଭିନ୍ନ ଶ୍ରମିକ ସଙ୍ଗଠନ, ଶିଳ୍ପାନୁଷ୍ଠାନ ଓ ବନ୍ଦରର ବିଭିନ୍ନ ବିଭାଗ ପକ୍ଷରୁ ବିଶ୍ୱକର୍ମା ପୂଜା କରାଯାଉଛି।  ସେହିପରି ଦେବଶିଳ୍ପୀଙ୍କ ଆରାଧନା ପାଇଁ ଅନୁଗୋଳର ନାଲକୋ ନଗରରେ ମଧ୍ୟ ଆକର୍ଷଣୀୟ ତୋରଣ ନିର୍ମାଣ ହୋଇଛି।  କେଉଁଠି ପାହାଡ଼ ଉପରେ ମନ୍ଦିର ତ, ଆଉ କେଉଁଠି ନିର୍ମାଣ ହୋଇଛି ମହଲ।  ଏଥର ୨୦ରୁ ଅଧିକ ପୂଜାମଣ୍ଡପରେ ପୂଜା ପାଉଛନ୍ତି ବିଶ୍ୱକର୍ମା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story