ମହାନଦୀ ପ୍ରସଙ୍ଗ; ଆସନ୍ତାକାଲି ୪ ଜିଲ୍ଲାରେ ବିଜେଡି କରିବ ଆନ୍ଦୋଳନ

ଭୁବନେଶ୍ୱର: ମହାନଦୀ ବିବାଦରେ ଉଭୟ ଛତିଶଗଡ ଓ କେନ୍ଦ୍ରକୁ ଦାୟୀ କରି ପୁଣି ରାସ୍ତାକୁ ଓହ୍ଲାଇବ ବିଜେଡି। କଲମା ବ୍ୟାରେଜର ଗେଟ ବନ୍ଦ ଯୋଗୁଁ ଅଧିକ ପ୍ରଭାବିତ ୪ ଟି ଜିଲ୍ଲାରେ ଆସନ୍ତା କାଲି ଦଳ ୪ ଘଣ୍ଟା ଧରି ହରତାଳ କରିବ। ଆଜି ଏହି ୪ ଜିଲ୍ଲାରେ ପ୍ରଥପ୍ରାନ୍ତ ସଭା, ବାଇକ ରାଲି ଓ ଶୋଭାଯାତ୍ରା କରିଛି ବିଜେଡି। ରାସ୍ତାରେ ପୁଣି ମହାନଦୀ କଳି। ଛତିଶଗଡ ଓ କେନ୍ଦ୍ର ବିରୋଧରେ ପ୍ରତିବାଦସଭା ଓ ଶୋଭାଯାତ୍ରା କରୁଛି […]

bjd

bjd

Rakesh Mallick
  • Published: Friday, 09 June 2017
  • Updated: 09 June 2017, 09:45 PM IST

Sports

Latest News

ଭୁବନେଶ୍ୱର: ମହାନଦୀ ବିବାଦରେ ଉଭୟ ଛତିଶଗଡ ଓ କେନ୍ଦ୍ରକୁ ଦାୟୀ କରି ପୁଣି ରାସ୍ତାକୁ ଓହ୍ଲାଇବ ବିଜେଡି। କଲମା ବ୍ୟାରେଜର ଗେଟ ବନ୍ଦ ଯୋଗୁଁ ଅଧିକ ପ୍ରଭାବିତ ୪ ଟି ଜିଲ୍ଲାରେ ଆସନ୍ତା କାଲି ଦଳ ୪ ଘଣ୍ଟା ଧରି ହରତାଳ କରିବ। ଆଜି ଏହି ୪ ଜିଲ୍ଲାରେ ପ୍ରଥପ୍ରାନ୍ତ ସଭା, ବାଇକ ରାଲି ଓ ଶୋଭାଯାତ୍ରା କରିଛି ବିଜେଡି।

ରାସ୍ତାରେ ପୁଣି ମହାନଦୀ କଳି। ଛତିଶଗଡ ଓ କେନ୍ଦ୍ର ବିରୋଧରେ ପ୍ରତିବାଦସଭା ଓ ଶୋଭାଯାତ୍ରା କରୁଛି ବିଜେଡି। ଏହି ଅବସରରେ ଆଜି ସମ୍ବଲପୁରର ମୋଟର ସାଇକେଲ ଶୋଭାଯାତ୍ରା କରିଛନ୍ତି କର୍ମୀ ଓ ନେତା। ଛତିଶଗଡ ଦାଦାଗିରି ବିରୋଧରେ ମଧ୍ୟ ବିଷ ଓଗାଳିଛନ୍ତି। ବରଗଡ଼, ଝାରସୁଗୁଡ଼ା ଓ ସୋନପୁରରେ ବି ବିଜେଡି କରିଛି ଶୋଭାଯତ୍ରା ଏବଂ ପ୍ରଥପ୍ରାନ୍ତ ସଭା। ଆସନ୍ତା କାଲି ଏହି ୪ ଜିଲ୍ଲାରେ ସକାଳ ୬ରୁ ଦିନ ୧୦ ପର୍ଯ୍ୟନ୍ତ ହରତାଳ କରିବ ଦଳ। ଏନେଇ ସୂଚନା ଦେଇଛନ୍ତି ଦଳର ଦୁଇ ବରିଷ୍ଠ ଉପସଭାପତି ଓ ସାଂସଦ।

ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି,“ଛତିଶଗଡ଼ ସରକାର କଲ୍‌ମା ଗେଟ୍‌ ବନ୍ଦ କରି ଶିଳ୍ପପତିଙ୍କୁ ପାଣି ଦେଉଛନ୍ତି। ମାତ୍ର ଓଡ଼ିଶାର ଚାଷୀ ପାଣି ପାହାଉ ନାହାନ୍ତି। ଏହାର ପ୍ରତିବାଦରେ ବିଜେଡି ହଡତାଳ ହେଉଛି।”

“କଲମା ଗେଟ ବନ୍ଦ କରି ଛତିଶଗଡ ସରକାର ଭୁଲ କରିଛି। ନ୍ୟାୟିକ ବ୍ୟବସ୍ଥାରେ ତାକୁ ଦଣ୍ଡ ମିଳିବା କଥା। ତେବେ ବିଜେଡି ପୁଣି ମହାନଦୀଙ୍କୁ ନେଇ ଆନ୍ଦୋଳନ କରିବା ନିଷ୍ପତ୍ତିକୁ ଡ୍ରାମା” ବୋଲି କହିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି।

କଂଗ୍ରେସ ଉଭୟ ରାଜ୍ୟ ଓ ବିଜେପି ନେତୃତ୍ୱଧୀନ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି। ବିରୋଧୀଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ମହାନଦୀ ଉପରେ କୌଣସି ବ୍ୟାରେଜ ବା ଡ୍ୟାମ କରାଇ ଦିଆଯିବ ନାହିଁ ୨୦୦୧ରେ ବିଧାନସଭାରେ ନବୀନ ପଟ୍ଟନାୟକ କହିଥିଲେ। କୁଆଡେ ଗଲା ସେହି ଦୃଢ଼କ୍ତି ? ଲୋକଙ୍କୁ ମୁର୍ଖ ବନାଇବା ପାଇଁ ଏହି ବନ୍ଦ ଡାକରା ଦିଆଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story