ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା: ସନ୍ଧ୍ୟା ୭ଟାରୁ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ ସର୍ବସାଧାରଣ

ପୁରୀ: ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା। ଏଥପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ବ ଶେଷ ହୋଇଛି। ସମସ୍ତ ସେବାୟତଙ୍କ ସହ ଆଲୋଚନା କରାଯାଇ ନୀତିକାନ୍ତି ସଠିକ୍ ସମୟରେ କରାଯିବା ପାଇଁ ପଦକ୍ଷେପ ନେଇଛି ପ୍ରଶାସନ। ପହଣ୍ଡି ସମୟରେ କୌଣସି ଭକ୍ତ ଯେପରି ଶ୍ରୀଜୀଉଙ୍କୁ ସ୍ପର୍ଶ କରିବେ ନାହିଁ ସେଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟ କରାଯିବ। ସ୍ନାନ ପୂର୍ଣ୍ଣିମାରେ ଭକ୍ତମାନେ ଶୃଙ୍ଖଳିତ ଦର୍ଶନ କରିବା ଲାଗି ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଆଇ.ଜି. ଓ […]

puri

puri

Rakesh Mallick
  • Published: Thursday, 08 June 2017
  • Updated: 08 June 2017, 08:02 AM IST

Sports

Latest News

ପୁରୀ: ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା। ଏଥପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ବ ଶେଷ ହୋଇଛି। ସମସ୍ତ ସେବାୟତଙ୍କ ସହ ଆଲୋଚନା କରାଯାଇ ନୀତିକାନ୍ତି ସଠିକ୍ ସମୟରେ କରାଯିବା ପାଇଁ ପଦକ୍ଷେପ ନେଇଛି ପ୍ରଶାସନ। ପହଣ୍ଡି ସମୟରେ କୌଣସି ଭକ୍ତ ଯେପରି ଶ୍ରୀଜୀଉଙ୍କୁ ସ୍ପର୍ଶ କରିବେ ନାହିଁ ସେଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟ କରାଯିବ। ସ୍ନାନ ପୂର୍ଣ୍ଣିମାରେ ଭକ୍ତମାନେ ଶୃଙ୍ଖଳିତ ଦର୍ଶନ କରିବା ଲାଗି ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଆଇ.ଜି. ଓ ଜିଲ୍ଲାପାଳ ଟିକିନିଖି ଅନୁଧ୍ୟାନ କରିଛନ୍ତି। ଗତବର୍ଷ ସ୍ନାନ ବେଦୀରେ କିଛି ଭକ୍ତ ଶ୍ରୀଜୀଉଙ୍କୁ ସ୍ପର୍ଶ କରିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଚଳିତ ବର୍ଷ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବାକୁ ଶ୍ରୀମନ୍ଦିରକୁ ସିସିଟିଭି ସରଭିଲାନ୍ସରେ ରଖାଯାଇଛି। ରତ୍ନବେଦୀ ପହଣ୍ଡିଠାରୁ ଅଣସର ପିଣ୍ଡି ପର୍ଯ୍ୟନ୍ତ ଯିବା ଆସିବା ସମୟରେ କୌଣସି ଭକ୍ତ ସ୍ପର୍ଶ କରିପାରିବେ ନାହିଁ। ଏଥିପାଇଁ ସୂଚନା ଦେବାକୁ ୪ଟି ଭାଷାରେ ପୋଷ୍ଟର ଲଗାଯାଇଛି। ସ୍ନାନ ପୂର୍ଣ୍ଣିମାରେ ସର୍ବସାଧାରଣ ଦର୍ଶନ ସନ୍ଧ୍ୟା ୭ଟାରୁ ଆରମ୍ଭ ହୋଇ ୯ଟା ୩୦ମିନିଟ ଭିତରେ ଶେଷ ହେବ ପରେ ୧୦ଟା ୩୦ରୁ ରାତ୍ର ୧ଟା ୩୦ ମଧ୍ୟରେ ବାହୁଡ଼ା ପହଣ୍ଡି କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story