ଆସନ୍ତାକାଲି ମହାଶିବରାତ୍ରି; ଚଳଚଞ୍ଚଳ ରାଜ୍ୟର ଶୈବପୀଠ  

ଭୁବନେଶ୍ୱର: ଆସନ୍ତାକାଲି ମହାଶିବରାତ୍ରି। ଏଥିପାଇଁ ରାଜ୍ୟର ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି। ଏହି ସବୁ ସ୍ଥାନରେ ଜାଗର ପାଇଁ ପ୍ରସ୍ତୁତ ଶେଷ ହୋଇଯାଇଛି। ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ ଭୁବନେଶ୍ୱର। ଏଠାରେ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଉତ୍ସବକୁ ଶୃଙ୍ଖଳିତ ଭାବେ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ବ୍ୟାରିକେଡ୍ ବ୍ୟବସ୍ଥା ସହ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ମନ୍ଦିର ପରିସରରେ ବିଛା ଯିବ ମ୍ୟାଟ୍‌। ସୁରକ୍ଷା ଦୃଷ୍ଟିରୁ ୨୨ଟି ସିସିଟିଭି ଲଗାଯାଇଛି। ମହାପ୍ରଭୁଙ୍କ ନୀତି […]

siva

siva

Rakesh Mallick
  • Published: Thursday, 23 February 2017
  • Updated: 23 February 2017, 08:22 PM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲି ମହାଶିବରାତ୍ରି। ଏଥିପାଇଁ ରାଜ୍ୟର ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି। ଏହି ସବୁ ସ୍ଥାନରେ ଜାଗର ପାଇଁ ପ୍ରସ୍ତୁତ ଶେଷ ହୋଇଯାଇଛି।

ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ ଭୁବନେଶ୍ୱର। ଏଠାରେ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଉତ୍ସବକୁ ଶୃଙ୍ଖଳିତ ଭାବେ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ବ୍ୟାରିକେଡ୍ ବ୍ୟବସ୍ଥା ସହ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ମନ୍ଦିର ପରିସରରେ ବିଛା ଯିବ ମ୍ୟାଟ୍‌। ସୁରକ୍ଷା ଦୃଷ୍ଟିରୁ ୨୨ଟି ସିସିଟିଭି ଲଗାଯାଇଛି। ମହାପ୍ରଭୁଙ୍କ ନୀତି ଭୋର୍ ତିନିଟାରୁ ଆରମ୍ଭ ହେବ। ରାତି ୧୦ଟାରେ ମହାଦୀପ ଉଠିବ। ତେବେ ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗର ଅସହଯୋଗ ଚେତାବନୀ ଯୋଗୁ ନୀତିରେ ବିଳମ୍ବ ହୋଇପାରେ ବୋଲି ଆଶଙ୍କା ରହିଛି। ଆଜି ଜିଲ୍ଲାପାଳ ନିଜେ ଜାଗର ପାଇଁ ସମୀକ୍ଷା କରିଛନ୍ତି।

ଢେଙ୍କାନାଳର ପ୍ରସିଦ୍ଧ କପିଳାସ ପୀଠରେ ବି ଜାଗର ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଜାଗର ଦିନ ଏଠାରେ ମହାପ୍ରଭୁ ଚନ୍ଦ୍ରଶେଖର ଜୀଉଙ୍କର ଭିନ୍ନ ଢଙ୍ଗରେ ପୂଜାର୍ଚ୍ଚନା ହୁଏ। ସନ୍ଧ୍ୟାରେ ଆଳତୀ ପରେ ମହାସ୍ନାନ ଓ ଅଭିଷେକ କରାଯାଇ ସୁନାବେଶ କରାଯାଏ। ରାତି ପହଡ଼ ପୂର୍ବରୁ ହୁଏ ହରିହର ଭେଟ। ଜାଗର ଯୋଗୁଁ ଆସନ୍ତାକାଲି ଏଠାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବା ଯୋଗୁଁ ପୋଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ଆସନ୍ତାକାଲି ଭୋର୍ ୪ଟାରୁ ଖୋଲାଯିବ ପହଡ଼। ଏଠାରେ ରାତି ସାଢ଼େ ଗୋଟାଏ ବେଳେ ମହାଦୀପ ଉଠିବା ସହ ଧବଳେଶ୍ୱରଙ୍କ ପ୍ରସିଦ୍ଧ ମାଣ୍ଡୁଅ ଭୋଗ ଲାଗି କରାଯିବ।

ପୁରୀର ବାବା ଲୋକନାଥଙ୍କ ପୀଠରେ ଜାଗର ପାଇଁ ସରିଯାଇଛି ପ୍ରସ୍ତୁତି। ଏଠାରେ ମହାଶିବରାତ୍ରିରେ ଏକ ବିଶେଷ ନୀତି କରାଯାଇଥାଏ। ଶ୍ରୀମନ୍ଦିରର ଶ୍ରୀଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ଶ୍ରୀ ଲୋକନାଥ ଦେବଙ୍କ ବିଜେ ପ୍ରତିମା ରାତି ପ୍ରାୟ ୧୧ଟା ବେଳେ ଶ୍ରୀଲୋକନାଥଙ୍କ ଦେବଙ୍କ ମନ୍ଦିରକୁ ବିମାନରେ ଆସିଥାଆନ୍ତି। ବିଳମ୍ବିତ ରାତିରେ ହରିହର ପୂଜା ସହ ଚତୁର୍ଦ୍ଦଶୀ ଭୋଗ ଓ ବଡ଼ ସିଂହାର ଭୋଗ କରାଯାଏ।

କୋରାପୁଟର ପ୍ରସିଦ୍ଧ ଗୁପ୍ତେଶ୍ୱରରେ ମଧ୍ୟ ଜାଗର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story