ଆସନ୍ତାକାଲି ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର: ଆସନ୍ତାକାଲି ଛାତ୍ର ସଂସଦ ନିର୍ବାଚନ। ଆଜି ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ‘ହ୍ୱାଇ ଆଇ ଷ୍ଟାଣ୍ଡ ଫର ମିଟିଂ’ ରହିଛି।  ପ୍ରାର୍ଥୀମାନେ ନିଜ ନିଜର ଆଭିମୁଖ୍ୟ ରଖିବେ। ଗତକାଲି ପ୍ରଚାରର ଶେଷ ଦିନରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଦେଖିବାକୁ ମିଳିଥିଲା ନିଆରା ଦୃଶ୍ୟ। କ୍ୟାମ୍ପସରେ ଭୋଜି ଭାତର ଆୟୋଜନ କରିଥିଲେ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ। କେବଳ ରମାଦେବୀ ନୁହେଁ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଭୋଟରଙ୍କୁ ହାତେଇବାକୁ ସମସ୍ତ କୌଶଳ ଅବଲମ୍ବନ […]

Rakesh Mallick
  • Published: Friday, 22 September 2017
  • Updated: 22 September 2017, 09:19 AM IST

Sports

Latest News

RDଭୁବନେଶ୍ୱର: ଆସନ୍ତାକାଲି ଛାତ୍ର ସଂସଦ ନିର୍ବାଚନ। ଆଜି ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ‘ହ୍ୱାଇ ଆଇ ଷ୍ଟାଣ୍ଡ ଫର ମିଟିଂ’ ରହିଛି।  ପ୍ରାର୍ଥୀମାନେ ନିଜ ନିଜର ଆଭିମୁଖ୍ୟ ରଖିବେ।

ଗତକାଲି ପ୍ରଚାରର ଶେଷ ଦିନରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଦେଖିବାକୁ ମିଳିଥିଲା ନିଆରା ଦୃଶ୍ୟ। କ୍ୟାମ୍ପସରେ ଭୋଜି ଭାତର ଆୟୋଜନ କରିଥିଲେ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ। କେବଳ ରମାଦେବୀ ନୁହେଁ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଭୋଟରଙ୍କୁ ହାତେଇବାକୁ ସମସ୍ତ କୌଶଳ ଅବଲମ୍ବନ କରିଛନ୍ତି ପ୍ରାର୍ଥୀମାନେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story