ତାଙ୍କ ପାଇଁ କସାବ ଫାଶି ପାଇଲେ: ପ୍ରତିବଦଳରେ ସେ ପାଇଲେ କ’ଣ , ପଢନ୍ତୁ ସାକ୍ଷୀ ଦେଇଥିବା ସେହି ଝିଅର କରୁଣ କାହାଣୀ

ମୁମ୍ବାଇ:୨୬/୧୧ ମୁମ୍ବାଇ ଆକ୍ରମଣ କଥା ମନେ ପଡ଼ିଲେ ସମସ୍ତଙ୍କ ଛାତି ସିହରି ଉଠେ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କସାବ କଥା ତ’ ଆପଣଙ୍କର ମନେଥିବ। ଯାହାକୁ ଫାଶି ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଆଉ କସାବଙ୍କ ବିରୋଧରେ ଦେଇଥିବା ସାକ୍ଷୀଙ୍କ ମଧ୍ୟରେ ଜଣେ ୯ବର୍ଷର ଝିଅର ପ୍ରତ୍ୟକ୍ଷଦର୍ଶୀ ଥିଲେ। ଯାହାର ବୟାନକୁ ଆଧାର କରି କସାବଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କରାଯାଇଥିଲା।  ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ। ‘ଦେବିକା ରୋଟୱାନୀ’ ହେଉଛି ସେହି ସାହସୀ ଝିଅ ଯିଏ […]

DEVIKA image

DEVIKA image

Rakesh Mallick
  • Published: Monday, 26 February 2018
  • Updated: 26 February 2018, 08:15 PM IST

ମୁମ୍ବାଇ:୨୬/୧୧ ମୁମ୍ବାଇ ଆକ୍ରମଣ କଥା ମନେ ପଡ଼ିଲେ ସମସ୍ତଙ୍କ ଛାତି ସିହରି ଉଠେ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କସାବ କଥା ତ’ ଆପଣଙ୍କର ମନେଥିବ। ଯାହାକୁ ଫାଶି ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଆଉ କସାବଙ୍କ ବିରୋଧରେ ଦେଇଥିବା ସାକ୍ଷୀଙ୍କ ମଧ୍ୟରେ ଜଣେ ୯ବର୍ଷର ଝିଅର ପ୍ରତ୍ୟକ୍ଷଦର୍ଶୀ ଥିଲେ। ଯାହାର ବୟାନକୁ ଆଧାର କରି କସାବଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କରାଯାଇଥିଲା।  ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ। ‘ଦେବିକା ରୋଟୱାନୀ’ ହେଉଛି ସେହି ସାହସୀ ଝିଅ ଯିଏ ମାତ୍ର ୯ ବର୍ଷ ବୟସରେ ଆତଙ୍କବାଦ ବିରୋଧରେ ସ୍ୱର ଉଠାଇ ସମଗ୍ର ଦେଶବାସୀଙ୍କ ପାଇଁ ଉଦାହରଣ ପାଲଟିଯାଇଥିଲେ। କିନ୍ତୁ ଆଜି ତାଙ୍କୁ ସାରା ଦେଶ ଭୁଲିଯାଇଛି। ସେ ଏକ ସଂଘର୍ଷମୟ ଜୀବନ ବିତାଉଛନ୍ତି। ସ୍କୁଲ ଡ୍ରେସ୍‌ ବ୍ୟତୀତ ତାଙ୍କ ପାଖରେ ଖଣ୍ଡେ ଭଲ ଲୁଗା ବି ପିନ୍ଧିବାକୁ ନାହିଁ । ବର୍ଷେ ହେଲା ସେ ଟିଭି ରୋଗ ସହ ସଂଗ୍ରାମ କରୁଛନ୍ତି। ପେଟରେ ଟିକେ ଦାନା ପାଇଁ ସେ  ସଂଘର୍ଷ କରୁଛନ୍ତି।

ଘଟଣାଦିନ ଅର୍ଥାତ ୨୬/୧୧ ଦିନ  ଦେବୀକା ତାଙ୍କ ବାପା ଓ ଭାଇଙ୍କ ସହ ମୁମ୍ବାଇ ଟର୍ମିନାଲରେ ପୁଣେ ଯିବାକୁ ବାହାରିଥିଲେ। ହେଲେ ଆତଙ୍କବାଦୀମାନେ ରେଳ ଷ୍ଟେଶନରେ ଆକ୍ରମଣ କରିଦେଇଥିଲେ। କସାବ ଦେବୀକାଙ୍କ ଗୋଡ଼କୁ ଗୁଳି ମାରିଥିଲେ। ସେ ସେଠାରେ ହିଁ ବେହୋସ ହୋଇଯାଇଥିଲେ। ସେଠାରୁ ତାଙ୍କୁ ଡାକ୍ତରଖାନା ନିଆଯାଥିଲା। ସେଠାରେ ତାଙ୍କର ଅପରେଶନ କରାଯାଇ ଗୋଡ଼ରେ ରଡ଼ ଲଗାଗଲା। ସେ ସମୟରେ ତାଙ୍କୁ ୯ ବର୍ଷ ହୋଇଥିଲା। ଏବେ ତାଙ୍କୁ ୧୮ ବର୍ଷ।

ଦେବୀକା କହିଛନ୍ତି ଯେ, କସାବ ଧରାପଡ଼ିବା ପରେ ସେ ପୋଲିସର ପ୍ରତକ୍ଷ୍ୟଦର୍ଶୀ ସାଜିଥିଲେ। ତେଣୁ ତାଙ୍କ ବାପାଙ୍କ ଫୋନକୁ କେତେବେଳେ ପାକିସ୍ତାନ ତ’ କେତେବେଳେ ହାଇଦ୍ରାବାଦରୁ କଲ ମାଧ୍ୟମରେ ଧମକ ଆସୁଥିଲା। ତାଙ୍କୁ କୋର୍ଟରେ ସାକ୍ଷୀ ନ ଦେବା ପାଇଁ ଧମକ ଦିଆଯାଉଥିଲା। ଦେବୀକା ତାଙ୍କ ଧମକକୁ ଖାତିର ନକରିବାରୁ ସେମାନେ ତାଙ୍କୁ କୋଟିଏ ଟଙ୍କା ଅଫର ମଧ୍ୟ କରିଥିଲେ। ସେ କିନ୍ତୁ ଏ ସମସ୍ତ ବିଷୟରେ ପୋଲିସକୁ ଜଣାଇଥିଲେ।  ଦେବୀକା ଯଦି ଚାହିଁଥାନ୍ତେ କୋଟିଏ ଟଙ୍କା ନେଇ ନିଜ ଦରିଦ୍ରତାରୁ ମୁକ୍ତି ପାଇଯ।ଇଥାନ୍ତେ। କିନ୍ତୁ ସେ ଏପରି କିଛି କରି ନ ଥିଲେ। ତାଙ୍କ ପାଇଁ ଦେଶର ସୁରକ୍ଷା ଥିଲା ବଡ଼ କଥା। ସେ ଭାବିଥିଲେ ଦରିଦ୍ରତା ଆଜି ଅଛି କାଲି ରହିବନି। କିନ୍ତୁ ଥରେ ଯଦି ଦେଶଦ୍ରୋହର କଳଙ୍କ ମଥାରେ ଲାଗିଯାଏ ତେବେ ତାହା ଜୀବନ ସାରା ଲିଭିବ ନାହିଁ।

କୋର୍ଟରେ ଯେତେବେଳେ ଦେବୀକାଙ୍କୁ ବିଚାରପତି ପଚାରିଲେ ଯେ, ଗୁଳିମାରିବା ବ୍ୟକ୍ତିଙ୍କୁ ସେ ଚିହ୍ନିପାରିବେ କି ନାହିଁ, ସେ ନିର୍ଭୟରେ କହିଥିଲେ ହଁ । ତା’ପରେ ଜଣ ଜଣ କରି ତିନିଜଣ ଯୁବଙ୍କଙ୍କୁ ତାଙ୍କ ସାମ୍ନାରେ ଛିଡ଼ାକରାଗଲା। ସେ କସାବଙ୍କୁ ଦେଖିବା ମାତ୍ରେ ହିଁ ଚିହ୍ନିଦେଇଥିଲେ। ଦେବୀକାଙ୍କ ଏହି ବାହାଦୁରି ଓ ସାହସ ପାଇଁ ସାରା ଦେଶ ତାଙ୍କର ପ୍ରଶଂସା କରିଥିଲା। ସମସ୍ତ ପ୍ରକାର ଦୁଃଖ କଷ୍ଟ ଏବଂ ଧମକ ଚେତାବନୀକୁ ଖାତିର ନକରି ଦେଶ ପାଇଁ ଭଲ କାମ କରି ଉଦାହରହଣ ପାଲଟି ଯାଇଥିଲେ ସେ ।

ହେଲେ ଆଜି ସେ ଅବହେଳିତ। ସମସ୍ତେ ତାଙ୍କୁ ଭୁଲି ଯାଇଛନ୍ତି। ଦେବୀକା ରୁତାବନୀ। ଘର ତାଙ୍କର ରାଜସ୍ଥାନର ଶ୍ରଗଙ୍ଗନନଗର ଜିଲ୍ଲାରେ।  କିନ୍ତୁ ମୁମ୍ବାଇର ଏକ ବସ୍ତିରେ ଦେବୀକା ରହୁଥିଲା। ପାଖରେ ତାର ଭାଇ ରହୁଛି। ହେଲେ ସେ ମଧ୍ୟ ଭିନ୍ନକ୍ଷମ ରୋଗରେ ପୀଡ଼ିତ। ଏବେ ସେ ଖୁବ୍‌ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି।

କସାବଙ୍କ ବିରୋଧରେ କୋର୍ଟରେ ସାକ୍ଷୀ ଦେବା ପରଠୁ ତାଙ୍କ ଜୀବନ ପୁରା ବଦଳିଯାଇଥିଲା। ପ୍ରାଣ ଭୟରେ ତାଙ୍କ ସହ କେହି ମିଶୁ ନ ଥିଲେ। କେବଳ ଏତିକି ନୁହେଁ ତାଙ୍କୁ କୌଣସି ସ୍କୁଲରେ ଆଡମିଶନ ମଧ୍ୟ ମିଳିଲା ନାହିଁ। ଗତ ଏକ ବର୍ଷ ହେଲା ସେ ଟିଭି ରୋଗ ସହ ସଂଗ୍ରାମ କରୁଛନ୍ତି। ଚିକିତ୍ସା ପାଇଁ ବି ପାଖରେ ଟଙ୍କା ନାହିଁ।  ତାଙ୍କୁ ପଚାରିଲେ ଆଜି ସେ  ଲୁହ ଗଡ଼ାଉଛନ୍ତି। କହୁଛନ୍ତି କସାବ ବିରୋଧରେ ସାକ୍ଷୀ ଦେବା ଅନେକ ନେତା ଆସି ତାଙ୍କୁ ଭେଟିଥିଲେ। ପ୍ରଶଂସାରେ  ପୋତି ପକାଇବା ସହ  ପ୍ରତିଶ୍ରୁତିରେ ଅଜାଡ଼ିଦେଇଥିଲେ।  ଟଙ୍କା ପଇସା ଘର ଦ୍ୱାର ଏମିତି କେତେ କ’ଣ ମିଳିବ ବୋଲି କହିଥିଲେ। କିନ୍ତୁ ସେସବୁ ଥିଲା ଲୋକଦେଖାଣିଆ। ଆଜି ତାଙ୍କ ଏପରି ଅବସ୍ଥାରେ କେହି ପଚାରୁ ନାହାଁନ୍ତି। ସେ ଆଜି ଦାରିଦ୍ର ସହ ଜୁଝୁଛନ୍ତି। ସେହି ବସ୍ତିରେ ରହୁଛନ୍ତି। ଭାଇ ଭିନ୍ନକ୍ଷମ। ଏମିତି ଶୋଚନୀୟ ଅବସ୍ଥାରେ ସେ ଆଜି ଦିନ କାଟୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story