ତ୍ରାହି ଅଚ୍ୟୁତ ଆଶ୍ରମ ଜମି ଜବର ଦଖଲ ମାମଲା: ଜବରଦଖଲ ଜମିକୁ ପ୍ରଶାସନ ଅକ୍ତିଆର ନେବା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ତ୍ରାହି ଅଚ୍ୟୁତ ଆଶ୍ରମର ଜବରଦଖଲ ଜମିକୁ ପ୍ରଶାସନ ଅକ୍ତିଆର କରିବାର ପ୍ରକ୍ରିୟା ମଙ୍ଗଳବାର ଆରମ୍ଭ କରିଛି। ୮୨ଡେସିମିଲି ଜମିକୁ ନିଜ ଅକ୍ତିଆରକୁ ପ୍ରଶାସନ ନେବ। ଏହି ଜମି ଉପରେ ଦାତବ୍ୟ ଚିକିତ୍ସାଳୟ, ପୋଷ୍ଟ ଅଫିସ୍, ବ୍ୟାଙ୍କ ପ୍ରଭୃତି ରହିଛି। ଆଜି ଏହାକୁ ପ୍ରଶାସନ ଅକ୍ତିଆରକୁ ନେବା ପରେ ଆରଆଇ ଅଫିସ୍ କରିବାକୁ ଯୋଜନା କରିଛି। ଘଟଣାସ୍ଥଳରେ ଏଡିଏମ୍, ଉପଜିଲ୍ଲାପାଳ, ବାଲିଅନ୍ତା ତହସିଲଦାର ଉପସ୍ଥିତ ଅଛନ୍ତି।

bbsr

bbsr

Rakesh Mallick
  • Published: Tuesday, 22 September 2015
  • Updated: 22 September 2015, 06:20 PM IST

Sports

Latest News

ଭୁବନେଶ୍ୱର: ତ୍ରାହି ଅଚ୍ୟୁତ ଆଶ୍ରମର ଜବରଦଖଲ ଜମିକୁ ପ୍ରଶାସନ ଅକ୍ତିଆର କରିବାର ପ୍ରକ୍ରିୟା ମଙ୍ଗଳବାର ଆରମ୍ଭ କରିଛି। ୮୨ଡେସିମିଲି ଜମିକୁ ନିଜ ଅକ୍ତିଆରକୁ ପ୍ରଶାସନ ନେବ। ଏହି ଜମି ଉପରେ ଦାତବ୍ୟ ଚିକିତ୍ସାଳୟ, ପୋଷ୍ଟ ଅଫିସ୍, ବ୍ୟାଙ୍କ ପ୍ରଭୃତି ରହିଛି।

ଆଜି ଏହାକୁ ପ୍ରଶାସନ ଅକ୍ତିଆରକୁ ନେବା ପରେ ଆରଆଇ ଅଫିସ୍ କରିବାକୁ ଯୋଜନା କରିଛି। ଘଟଣାସ୍ଥଳରେ ଏଡିଏମ୍, ଉପଜିଲ୍ଲାପାଳ, ବାଲିଅନ୍ତା ତହସିଲଦାର ଉପସ୍ଥିତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos