ସମ୍ପର୍କୀୟ ନଥିବାରୁ ନେଉନି ଆମ୍ୱୁଲାନ୍ସ! ଟ୍ରେନ୍‌ରେ ଦୁଇ ଗୋଡ ହରାଇ ପଡ଼ିଛନ୍ତି ଯୁବକ

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ା ମେଡ଼ିକାଲରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଟ୍ରେନ୍‌ରେ ଦୁଇ ଗୋଡ଼ କଟିଯାଇଥିବା ଜଣେ ଯୁବକଙ୍କୁ ଏଠାରେ ଭର୍ତ୍ତି କରାଯାଇଛି। ଯୁବକ ଜଣକ ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ହେଲେ ଯୁବକ ଜଣଙ୍କର ପରିଚୟ ମିଳିନଥିବା ବେଳେ ତାଙ୍କ ପାଖରେ କେହ ସମ୍ପର୍କୀୟ ନଥିବାରୁ ଆମ୍ୱୁଲାନ୍ସ କର୍ମଚାରୀ ବୁର୍ଲା ନେଇ ନାହାନ୍ତି। ଏପରି ସ୍ଥିତିରେ ଚିକିତ୍ସା ଅଭାବରୁ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଯୁବକ ଜଣକ। […]

Rakesh Mallick
  • Published: Sunday, 08 October 2017
  • Updated: 08 October 2017, 06:20 PM IST

Sports

Latest News

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ା ମେଡ଼ିକାଲରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଟ୍ରେନ୍‌ରେ ଦୁଇ ଗୋଡ଼ କଟିଯାଇଥିବା ଜଣେ ଯୁବକଙ୍କୁ ଏଠାରେ ଭର୍ତ୍ତି କରାଯାଇଛି। ଯୁବକ ଜଣକ ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ହେଲେ ଯୁବକ ଜଣଙ୍କର ପରିଚୟ ମିଳିନଥିବା ବେଳେ ତାଙ୍କ ପାଖରେ କେହ ସମ୍ପର୍କୀୟ ନଥିବାରୁ ଆମ୍ୱୁଲାନ୍ସ କର୍ମଚାରୀ ବୁର୍ଲା ନେଇ ନାହାନ୍ତି। ଏପରି ସ୍ଥିତିରେ ଚିକିତ୍ସା ଅଭାବରୁ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଯୁବକ ଜଣକ।

ଅଭିଯୋଗରୁ ପ୍ରକାଶ, ଯୁବକ ଜଣକ ଝାରସୁଗୁଡ଼ା ଷ୍ଟେସନ୍‌ ପୂର୍ବରୁ ଟ୍ରେନ୍‌ ସ୍ଲୋ ହେବାରୁ ଓହ୍ଲାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେ ଭାରସାମ୍ୟ ହରାଇ ଟ୍ରାକ୍‌ରେ ପଡ଼ିଯାଇଥିଲେ। ଟ୍ରେନ୍‌ ତାଙ୍କ ଦୁଇ ଗୋଡ ଉପରେ ଚଢ଼ିଯାଇଥିଲା। ଫଳରେ ତାଙ୍କର ଦୁଇ ଗୋଡ଼ କଟି ଯାଇଛି। ସ୍ଥାନୀୟ ଲୋକେ ଏନେଇ ଆମ୍ୱୁଲାନ୍ସକୁ ଖବର ଦେଇଥିଲେ। ଆମ୍ୱୁଲାନ୍ସ ପହଞ୍ଚି ଗୁରୁତର ଆହତ ଯୁବକଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ମେଡ଼ିକାଲକୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ହେଲେ ଆହତ ଯୁବକଙ୍କର କେହି ସମ୍ପର୍କୀୟ ନଥିବାରୁ ଆମ୍ୱୁଲାନ୍ସ ଛାଡ଼ି ପଳାଇ ଯାଇଥିଲା। ଏବେ ଯୁବକ ଜଣକ ଜୀବନ ଓ ମୃତ୍ୟୁ ସହ ଯୁଝୁଛନ୍ତି। ମାତ୍ର ତାଙ୍କ ପରିଚୟ ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story