ଟ୍ରେନ୍ ପୋଡ଼ି ମାମଲା: ଏନଆଇଏ ଫରେନସିକ୍ ଟିମର ଯାଞ୍ଚ ଜାରି

ପୁରୀ: ପୁରୀ ସିରିଜ ଟ୍ରେନ ପୋଡ଼ି ଘଟଣାର ଖୋଳତାଡ଼ ପାଇଁ ପୁରୀରେ ଏନ୍ଆଇଏର ୧୧ଜଣିଆ ଟିମ୍ ପହଞ୍ଚିଛି। ଏଥିରେ କୋଲକାତାରୁ ଆସିଥିବା ଏକ ୫ଜଣିଆ ଫରେନ୍ସିକ୍ ଟିମ୍ ଅଛନ୍ତି। ଏହି ଟିମ୍ ପୁରୀ ରେଳ ଷ୍ଟେସନକୁ ଯାଇ ଘଟଣାର ଛାନବିନ୍ କରିବେ। ଏଥିରେ ଏନଆଇଏ ଏସପି ମଧ୍ୟ ଅଛନ୍ତି। ଏହି ଟିମରେ ୫ଜଣଆ ଫୋରାନ୍ସିକ ଟିମ୍ ସହ ୬ଜଣ ଏନଆଇଏ ସଦସ୍ୟ ଅଛନ୍ତି। ପୂର୍ବରୁ କୋଲକାତାରୁ ଆସିଥିବା ୫ଜଣିଆ ଟିମ୍ ପୁରୀ ସର୍କିଟ ହାଉସରେ ଏକ ରୁଦ୍ଧଦ୍ୱାର ବୈଠକ […]

puri

puri

Rakesh Mallick
  • Published: Saturday, 12 December 2015
  • Updated: 12 December 2015, 03:25 PM IST

Sports

Latest News

ପୁରୀ: ପୁରୀ ସିରିଜ ଟ୍ରେନ ପୋଡ଼ି ଘଟଣାର ଖୋଳତାଡ଼ ପାଇଁ ପୁରୀରେ ଏନ୍ଆଇଏର ୧୧ଜଣିଆ ଟିମ୍ ପହଞ୍ଚିଛି। ଏଥିରେ କୋଲକାତାରୁ ଆସିଥିବା ଏକ ୫ଜଣିଆ ଫରେନ୍ସିକ୍ ଟିମ୍ ଅଛନ୍ତି। ଏହି ଟିମ୍ ପୁରୀ ରେଳ ଷ୍ଟେସନକୁ ଯାଇ ଘଟଣାର ଛାନବିନ୍ କରିବେ। ଏଥିରେ ଏନଆଇଏ ଏସପି ମଧ୍ୟ ଅଛନ୍ତି। ଏହି ଟିମରେ ୫ଜଣଆ ଫୋରାନ୍ସିକ ଟିମ୍ ସହ ୬ଜଣ ଏନଆଇଏ ସଦସ୍ୟ ଅଛନ୍ତି। ପୂର୍ବରୁ କୋଲକାତାରୁ ଆସିଥିବା ୫ଜଣିଆ ଟିମ୍ ପୁରୀ ସର୍କିଟ ହାଉସରେ ଏକ ରୁଦ୍ଧଦ୍ୱାର ବୈଠକ କରିଥିଲେ। ଏହାପରେ ରେଳ ଷ୍ଟେସନ ଯାଇ ଆରପିଏଫ ଅଧିକାରୀ ଓ ଷ୍ଟେସନ ସୁପରିଟେଣ୍ଡେଣ୍ଟଙ୍କ ସହ ଆଲୋଚନା କରିଥିଲେ। ସେଠାରୁ ସୁବାସକୁ ଗିରଫ କରାଯାଇଥିବା ଯାଇଥିଲେ।

ଅଧା ପୋଡ଼ା ଟ୍ରେନ୍ ବଗିରେ ଯାଞ୍ଚ ଚାଲିଛି। କମ୍ ସମୟ ମଧ୍ୟରେ ୩ଟି ଟ୍ରେନର ୭ଟି ବଗିରେ ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନ୍ କେମିତି ନିଆଁ ଲଗାଇଲା ତାହାର ଯାଞ୍ଚ କରାଯାଉଛି। ଏଥିରେ କେଉଁ କେମିକାଳ ପ୍ରୟୋଗ କରାଯାଇଛି, ତାହାର କ୍ଲୁ ଖୋଜୁଛନ୍ତି ତଦନ୍ତକାରୀ ଟିମ୍। କେନ୍ଦ୍ରୀୟ ଫୋରେନ୍ସିକ ସାଇଣ୍ଟିଫିକ ଟିମର ୫ଜଣ ସଦସ୍ୟ ପୋଡ଼ା ବଗିକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି। ଶନିବାର ଏନ୍ଆଇଏ ଏସପିଙ୍କ ନେତୃତ୍ୱରେ ଏହି ଟିମ୍ ପ୍ରଥମେ ନନ୍ଦନକାନନ ଏକ୍ସପ୍ରେସ୍ ପରେ ପୁରୀ-ତିରୁପତି ଓ ଶେଷରେ ପୁରୀ-ହାୱଡା ଏକ୍ସପ୍ରେସ ବଗିରେ ତଦନ୍ତ କରିଥିଲେ।

ଗତ ସୋମବାର ଷ୍ଟେଟ୍ ଫୋରେନ୍ସିକ୍ ସାଇନ୍ସ ଲାବରେ ଅଭିଯୁକ୍ତ ରାମଚନ୍ଦ୍ରନ୍ ସୁବାସର ପଲିଗ୍ରାଫ୍ ଟେଷ୍ଟ ହୋଇଥିଲା। ସେତେବେଳେ ସୁବାସ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ସହ ଲିଙ୍କ୍ ଥିବା ସ୍ପଷ୍ଟ ହୋଇଥିଲା। ଏହା ଜଣାପଡିବା ପରେ ଜାର୍ତୀ ତଦନ୍ତକାରୀ ସଂସ୍ଥା ଅଧିକ ତତ୍ପର ହୋଇପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story