ଚଳନ୍ତା ଟ୍ରେନରେ ଯାତ୍ରୀଙ୍କୁ ଗଳାକାଟି ହତ୍ୟା

ବାରିପଦା: ଭୁବନେଶ୍ୱର-ବାଙ୍ଗିରିପୋଷି ସୁପରଫାଷ୍ଟ ଟ୍ରେନରେ ଗତକାଲି ରାତିରେ ଜଣେ ଯାତ୍ରୀଙ୍କୁ ଗଳାକାଟି ହତ୍ୟା କରିଯାଇଥିବା ଅଭିଯୋଗ ହୋଇଛି। ମୃତକ ବ୍ୟାକ୍ତି ଜଣଙ୍କ ହେଲେ ବାଙ୍ଗିରିପୋଷି ଅଁଳାଗୁଞ୍ଜା ଗାଁର ରାଜେନ୍ଦ୍ର ବେହେରା। ମୃତ ବ୍ୟକ୍ତିଙ୍କ ପୁଅ ପହଞ୍ଚି ମୃତଦେହ ଚିହ୍ନଟ କରିଛି। ମୟୂରଭଞ୍ଜ ଜିଲ୍ଲାର ଠାକୁରତୋଟା–ଯୁଗୁପୁରା ଷ୍ଟେସନ ମଧ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ୍‌ ସନ୍ଦେହ କରୁଛି। ପ୍ରତ୍ୟେକ୍ଷଦର୍ଶୀ କହିବା ଅନୁଯାୟୀ ଯାତ୍ରୀ ଜଣଙ୍କ ଟ୍ରେନରେ ବସି ଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ହଠାତ୍‌ ସଂପୃକ୍ତ ଯାତ୍ରୀଙ୍କୁ […]

train

train

Rakesh Mallick
  • Published: Monday, 19 September 2016
  • Updated: 19 September 2016, 12:15 PM IST

Sports

Latest News

trainବାରିପଦା: ଭୁବନେଶ୍ୱର-ବାଙ୍ଗିରିପୋଷି ସୁପରଫାଷ୍ଟ ଟ୍ରେନରେ ଗତକାଲି ରାତିରେ ଜଣେ ଯାତ୍ରୀଙ୍କୁ ଗଳାକାଟି ହତ୍ୟା କରିଯାଇଥିବା ଅଭିଯୋଗ ହୋଇଛି। ମୃତକ ବ୍ୟାକ୍ତି ଜଣଙ୍କ ହେଲେ ବାଙ୍ଗିରିପୋଷି ଅଁଳାଗୁଞ୍ଜା ଗାଁର ରାଜେନ୍ଦ୍ର ବେହେରା। ମୃତ ବ୍ୟକ୍ତିଙ୍କ ପୁଅ ପହଞ୍ଚି ମୃତଦେହ ଚିହ୍ନଟ କରିଛି। ମୟୂରଭଞ୍ଜ ଜିଲ୍ଲାର ଠାକୁରତୋଟା–ଯୁଗୁପୁରା ଷ୍ଟେସନ ମଧ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ୍‌ ସନ୍ଦେହ କରୁଛି। ପ୍ରତ୍ୟେକ୍ଷଦର୍ଶୀ କହିବା ଅନୁଯାୟୀ ଯାତ୍ରୀ ଜଣଙ୍କ ଟ୍ରେନରେ ବସି ଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ହଠାତ୍‌ ସଂପୃକ୍ତ ଯାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାପରେ ଯୁଗୁପୁରା ଷ୍ଟେସନ ପୂର୍ବରୁ ଚେନ୍‌ ଟାଣି ଟ୍ରେନରୁ ଓହ୍ଲାଇ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ହିଁ ଯାତ୍ରୀଜଣଙ୍କର ମୃତ୍ୟୁ ହୋଇଥିଲା। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ରାଜେନ୍ଦ୍ର ତାଙ୍କ ଶଳାକୁ ଦେଖା କରିବା ପାଇଁ ଭୁବନେଶ୍ୱର ଯାଇଥିଲେ।  ଭୁବନେଶ୍ୱରରୁ ଫେରିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ଜିଆରପି ଓ ବେତନଟୀ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ଟ୍ରେନଟି ବହୁ ସମୟ ଧରି ବେତନଟୀ ଷ୍ଟେସନରେ ଅଟକି ରହିଥିଲା। ପରେ ଆରପିଏଫ ପୋଲିସର ତନାଘନା ପରେ ହତ୍ୟାକାଣ୍ଡ ଘଟିଥିବା ବଗିଟିକୁ ଛାଡ଼ି ଟ୍ରେନ ଯାଇଥିଲା।

ରେଳ କର୍ମଚାରୀ ଆର. କେ ପଣ୍ଡା କହିଛନ୍ତି,“ଯୁଗୁପୁରା ଷ୍ଟେସନ ପୂର୍ବରୁ ଏହି ହତ୍ୟାକାଣ୍ଡ ଘଟିଛି। ମୁଁ ବଗିକୁ ଚେକ୍‌ କରିବାକୁ ଗଲାବେଳେ ଜଣେ ବ୍ୟକ୍ତି ଚଟାଣରେ ମୁହଁ ମାଡ଼ି ତଳେ ପଡ଼ିଥିଲା। ତାହା ଦେହରୁ ରକ୍ତ ବାହାରୁଥିଲା। ତା’ ବେକକୁ ଧାରୁଆ ଅସ୍ତ୍ରରେ କେହି ଜଣେ କାଟିଦେଲା ବୋଲି ସେ ମୋତେ କହିଥିଲା।  କେହି ଜଣେ ଦୁର୍ବୃତ୍ତ ତାଙ୍କୁ ମାରି ପଳାଇଥିବା ବଗିରେ ଥିବା ଯାତ୍ରୀମାନେ ମୋତେ କହିଥିଲେ।”

ରାଜେନ୍ଦ୍ରଙ୍କ ଜ୍ୱାଇଁ କହିଛନ୍ତି,“ସାନ ଜ୍ୱାଇଁ ବାପାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। କିଛି ଦିନ ପୂର୍ବରୁ ସାନ ଜ୍ୱାଇଁ ଝିଅକୁ ଘରୁ ବାହାର କରିଦେଇଥିଲା। ତା’ପାଖରେ ରଖିବା ପାଇଁ ମନା କରିଦେଇଥିଲା। ବାପା କାଳେ ତା’ ନାଁରେ କୋର୍ଟରେ କେସ କରିବେ ସେ ନେଇ ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରୁଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story