ଆଖି ଆଲୁଅର ଘରୋଇ ଉପଚାର

ଆଖିରେ ଆଲୁଅ ଉଠିବା ସମସ୍ତିଙ୍କ ଠାରେ ଦେଖା ଦେଇଥାଏ। ଆଲୁଅ  ଆଖି ପତା ଧାରରେ ବା ଉପରେ ଲାଲ ରଙ୍ଗର ଦାନା ଭଳି ଉଠିଥାଏ।  ଏହା ସାମାନ୍ୟ ଛୋଟରୁ ଆରମ୍ଭ ହୋଇ ବଢେ ଓ ଶେଷରେ ଫାଟିଯାଏ। ବେଳେ ବଳେ ଏହା ନଫାଟି ବସିଯାଏ ଏବଂ ସେହି ସ୍ଥାନରେ ଟାଣ ହୋଇ ଅନେକ ଦିନ ଧରି ସମସ୍ୟା ସୃଷ୍ଟି କରେ। ଏହି  କାରଣରୁ ଆଖି ଜଳିବା, କୁଣ୍ଡାଇ ହେବା, ପାଣି ବୋହିବା ପରି ସମସ୍ୟା ଦେଖାଦେଇଥାଏ। କିଛି […]

Guheri

Guheri

Rakesh Mallick
  • Published: Tuesday, 16 January 2018
  • Updated: 16 January 2018, 11:45 AM IST

ଆଖିରେ ଆଲୁଅ ଉଠିବା ସମସ୍ତିଙ୍କ ଠାରେ ଦେଖା ଦେଇଥାଏ। ଆଲୁଅ  ଆଖି ପତା ଧାରରେ ବା ଉପରେ ଲାଲ ରଙ୍ଗର ଦାନା ଭଳି ଉଠିଥାଏ।  ଏହା ସାମାନ୍ୟ ଛୋଟରୁ ଆରମ୍ଭ ହୋଇ ବଢେ ଓ ଶେଷରେ ଫାଟିଯାଏ। ବେଳେ ବଳେ ଏହା ନଫାଟି ବସିଯାଏ ଏବଂ ସେହି ସ୍ଥାନରେ ଟାଣ ହୋଇ ଅନେକ ଦିନ ଧରି ସମସ୍ୟା ସୃଷ୍ଟି କରେ। ଏହି  କାରଣରୁ ଆଖି ଜଳିବା, କୁଣ୍ଡାଇ ହେବା, ପାଣି ବୋହିବା ପରି ସମସ୍ୟା ଦେଖାଦେଇଥାଏ। କିଛି ଲୋକ ଏହାକୁ ସାମାନ୍ୟ ଭାବି ଏଡାଇ ଦେଉଥିବା ବେଳେ କେତେ ଜଣ ଘରୋଇ ଉପଚାର କରି ଭଲ କରିଥାନ୍ତି। ଆସନ୍ତୁ ଜାଣିବା ଆଖିରେ ଆଲୁଅ ଉଠିଲେ କିପରି ଘରୋଇ ଉପଚାର କରିବେ।

- ତେନ୍ତୁଳି ମଞ୍ଜିକୁ ଦୁଇ ତିନି ଦିନ ପାଣିରେ ବତୁରାଇ ଦିଅନ୍ତୁ। ସେହି ମଞ୍ଜିକୁ ଚନ୍ଦନ ପରି ଘସି ଆଲୁଅ ଉପରେ ଲଗାନ୍ତୁ। ଆଲୁଅ ସମସ୍ୟା ଦୂର ହୋଇଯିବ।

- ପାଣି ଗରମ କରି ସେଥିରେ ହଳଦୀ ମିଶାଇ ଦିଅନ୍ତୁ। ସପା କପଡାରେ ବାମ୍ଫ ଦଅନ୍ତୁ। ଦିନକୁ ଦୁଇରୁ ତିନିଥର ଏପରି କରିବା ଦ୍ୱାରା ସମସ୍ୟା ଦୂର ହୋଇଯିବ।

- ପିଜୁଳି ପତ୍ରକୁ ପାଣିରେ ପକାଇ ଫୁଟାଇ ଦିଅନ୍ତୁ।  ଆଲୁଅ ଯାଗାରେ କପଡା ସାହାଯ୍ୟରେ ସେକ ଦିଅନ୍ତୁ। ଆରାମ ମିଳିବ।

- ଘି କୁଆଁରୀ ଜେଲ୍‌କୁ ଆଲୁଅ ହୋଇଥିବା ଜାଗାରେ ଲାଗାଇଲେ ଆଖି କୁଣ୍ଡାଇ ହେବା ଓ ଦରଜ ହେବା ପରି ସମସ୍ୟା ଦୂର ହୋଇଯାଏ।

- ୨ ଚାମଚ ତ୍ରିଫଳା ଚୂର୍ଣ୍ଣକୁ ଗରମ କ୍ଷୀର ସହ ମିଶାଇ ପିଇବା ଦ୍ୱାରା ଆଲୁଅ ସମସ୍ୟା ଦୂର ହୋଇଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story