ଟ୍ରକ-ବସ୍‌ ମଧ୍ୟରେ ଧକ୍କା, ବସ୍‌ ହେଲ୍‌ପର ମୃତ

ବାଲେଶ୍ୱର: ସୁନାଖଣିଆ ନିକଟରେ ଏକ ଲୁହା ରଡ଼ ବୋଝେଇ ଟ୍ରକର ପଛ ପଟକୁ ଏକ ବସ୍‌ ଧକ୍କା ଦେବା ଫଳରେ ବସ୍‌ ହେଲପରଙ୍କର ମୃତ୍ୟୁ ଘଟିଛି। ହେଲପରଙ୍କ ଛାତିରେ ଲୁହା ରଡ଼ ପଶିଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲର ଓଟିରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ହେଲପରଙ୍କ ନାଁ ରାଜା ସତାର। ତାଙ୍କ ଘର ପଶ୍ଚିମବଙ୍ଗର ଘଟକପୁର ବୋଲି ଜଣାପଡ଼ିଛି। କୋଲକତାର ସୋନାଖାଲରୁ ଚାନ୍ଦିପୁର ଆସୁଥିବା ବେଳେ ବସ୍‌ଟି ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ […]

baleswar

baleswar

Rakesh Mallick
  • Published: Sunday, 13 November 2016
  • Updated: 13 November 2016, 03:51 PM IST

Sports

Latest News

ବାଲେଶ୍ୱର: ସୁନାଖଣିଆ ନିକଟରେ ଏକ ଲୁହା ରଡ଼ ବୋଝେଇ ଟ୍ରକର ପଛ ପଟକୁ ଏକ ବସ୍‌ ଧକ୍କା ଦେବା ଫଳରେ ବସ୍‌ ହେଲପରଙ୍କର ମୃତ୍ୟୁ ଘଟିଛି। ହେଲପରଙ୍କ ଛାତିରେ ଲୁହା ରଡ଼ ପଶିଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲର ଓଟିରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ମୃତ ହେଲପରଙ୍କ ନାଁ ରାଜା ସତାର। ତାଙ୍କ ଘର ପଶ୍ଚିମବଙ୍ଗର ଘଟକପୁର ବୋଲି ଜଣାପଡ଼ିଛି।

କୋଲକତାର ସୋନାଖାଲରୁ ଚାନ୍ଦିପୁର ଆସୁଥିବା ବେଳେ ବସ୍‌ଟି ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ସୁନାଖଣିଆ ନିକଟରେ ଛିଡା ହୋଇଥିବା ଲୁହା ରଡ଼ ବୋଝେଇ ଟ୍ରକକୁ ପଛ ପଟରୁ ଧକ୍କା ଦେଇଥିଲା। ଫଳରେ ଲୁହା ରଡ଼ ହେଲପରଙ୍କ ଛାତିରେ ପଶି ଯାଇଥିଲା। ଗ୍ୟାସ୍‌ କଟରରେ ରଡ଼ କଟାଯାଇ ତାଙ୍କୁ ମେଡିକାଲ ନିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story