ଟକ୍ର ଧର୍ମଘଟ ପ୍ରତ୍ୟାହୃତ: ଡିସେମ୍ବର ୧୫ ସୁଦ୍ଧା ଦାବି ଉପରେ ନିଆଯିବ ପଦକ୍ଷେପ

ଭୁବନେଶ୍ୱର: ପ୍ରତ୍ୟାହୃତ ହୋଇଛି ପଞ୍ଚମ ଦିନରେ ପହଞ୍ଚିଥିବା ସର୍ବଭାରତୀୟ ଟ୍ରକ୍ ଧର୍ମଘଟ। ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକି ଥିବା ଟ୍ରକ ଗୁଡିକର ଚଳାଚଳ ସ୍ୱାଭାବିକ ହୋଇଛି। ସୋମବାର ରାତିରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଟ୍ରକ ମାଲିକ ସଂଘ ସଭାପତି ରବି ଶତପଥୀ। ତାଙ୍କ କହିବା କଥା, ଆଜି ଦିଲ୍ଲୀରେ ଏନେଇ କେନ୍ଦ୍ର ସରକାର ଓ ଟ୍ରକ ମାଲିକ ସଂଘଙ୍କ ମଧ୍ୟରେ ଅଲୋଚନା ହୋଇଥିଲା। କେନ୍ଦ୍ର ସରକାର ପ୍ରଚଳିତ ଟୋଲ୍ ବ୍ୟବସ୍ଥା ଉଚ୍ଛେଦ ଓ ଟିଡିଏସ୍ କାଟ୍ […]

truck

truck

Rakesh Mallick
  • Published: Monday, 05 October 2015
  • Updated: 05 October 2015, 04:20 PM IST

Sports

Latest News

truck

ଭୁବନେଶ୍ୱର: ପ୍ରତ୍ୟାହୃତ ହୋଇଛି ପଞ୍ଚମ ଦିନରେ ପହଞ୍ଚିଥିବା ସର୍ବଭାରତୀୟ ଟ୍ରକ୍ ଧର୍ମଘଟ। ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକି ଥିବା ଟ୍ରକ ଗୁଡିକର ଚଳାଚଳ ସ୍ୱାଭାବିକ ହୋଇଛି। ସୋମବାର ରାତିରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଟ୍ରକ ମାଲିକ ସଂଘ ସଭାପତି ରବି ଶତପଥୀ। ତାଙ୍କ କହିବା କଥା, ଆଜି ଦିଲ୍ଲୀରେ ଏନେଇ କେନ୍ଦ୍ର ସରକାର ଓ ଟ୍ରକ ମାଲିକ ସଂଘଙ୍କ ମଧ୍ୟରେ ଅଲୋଚନା ହୋଇଥିଲା। କେନ୍ଦ୍ର ସରକାର ପ୍ରଚଳିତ ଟୋଲ୍ ବ୍ୟବସ୍ଥା ଉଚ୍ଛେଦ ଓ ଟିଡିଏସ୍ କାଟ୍ ବନ୍ଦ ଦାବି ଉପରେ ବିଚାର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଅଖିଳ ଭାରତ ଟ୍ରାନ୍ସପୋର୍ଟ ଆସୋସିଏସନ ଦାବି ଉପରେ ଆସନ୍ତା ଡିସେମ୍ବର ୧୫ ସୁଦ୍ଧା ଏକ କମିଟି ଗଠନ କରାଯିବ। ରିପୋର୍ଟ ଆସିବା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ନତୀନ ଗଡକାରୀ।

ବାଲେଶ୍ୱର,କଟକ,ବ୍ରହ୍ମପୁର ଓ ସମ୍ବଲପୁର ସୀମା ଦେଇ ଓଡ଼ିଶାକୁ ପ୍ରବେଶ କରୁଥିବା ଟ୍ରକ ଗୁଡ଼ିକ ବିଭିନ୍ନ ସ୍ଥାନରେ ଅଟକି ରହିଥିଲେ। ଏଣେ ଟ୍ରକରେ ବୋଝେଇ ହୋଇ ରହିଥିବା ମାଲ୍ ନଷ୍ଟ ହୋଇଯିବା ନେଇ ଚିନ୍ତାରେ ଥିଲେ ବ୍ୟବସାୟୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story