୪୫.୪ ଡିଗ୍ରୀ ସହ ତୃତୀୟ ଦିନରେ ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ୩ ଦିନ ହେବ ସୋନପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ରହିଆସିଛି। ଆଜି ସୋନପୁର ସହ ତାଳଚେରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୫.୪ ଡିଗ୍ରୀ ରେକର୍ଡ କରାଯାଇଛି। ଗତ ଦୁଇଦିନ ମଧ୍ୟ ସୋନପୁରର ତାପମାତ୍ରା ରାଜ୍ୟରେ ସର୍ବାଧିକ ଥିଲା। ଏହାସହ ରାଜ୍ୟର ୧୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। କିଛିଦିନର ବ୍ୟବଧାନ ପରେ ଉପକୂଳ ଓଡ଼ିଶାରେ ପୁଣି ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି। ଆଜି ରାଜଧାନୀର ତାପମାତ୍ରା ୪୫.୩ ଡିଗ୍ରୀ ସେଲସିୟସ ରହିଥିଲା। […]

temperature

temperature

Rakesh Mallick
  • Published: Thursday, 28 April 2016
  • Updated: 29 April 2016, 04:05 AM IST

Sports

Latest News

ଭୁବନେଶ୍ୱର: ୩ ଦିନ ହେବ ସୋନପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ରହିଆସିଛି। ଆଜି ସୋନପୁର ସହ ତାଳଚେରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୫.୪ ଡିଗ୍ରୀ ରେକର୍ଡ କରାଯାଇଛି। ଗତ ଦୁଇଦିନ ମଧ୍ୟ ସୋନପୁରର ତାପମାତ୍ରା ରାଜ୍ୟରେ ସର୍ବାଧିକ ଥିଲା। ଏହାସହ ରାଜ୍ୟର ୧୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। କିଛିଦିନର ବ୍ୟବଧାନ ପରେ ଉପକୂଳ ଓଡ଼ିଶାରେ ପୁଣି ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି। ଆଜି ରାଜଧାନୀର ତାପମାତ୍ରା ୪୫.୩ ଡିଗ୍ରୀ ସେଲସିୟସ ରହିଥିଲା। ପଶ୍ଚିମ ଓଡ଼ିଶାରେ ତାପମାତ୍ରା ସାମାନ୍ୟ କମିଛି।

ଚାନ୍ଦବାଲି ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଅନୁଗୋଳ ୪୩.୭, ମାଲକାନଗିରି ୪୩.୬, ଭବାନୀପାଟଣା ଓ ଢେଙ୍କାନାଳ ୪୩.୨, କଟକ ଓ ବଲାଙ୍ଗିର ୪୩, ଟିଟିଲାଗଡ଼ ୪୨.୫, ସୁନ୍ଦରଗଡ଼ ୪୨, ବାଲେଶ୍ୱର ୪୧.୨, ହୀରାକୁଦ ଓ ଫୁଲବାଣୀ ୪୧,  ସମ୍ବଲପୁର ୪୦.୭, ଝାରସୁଗୁଡା ଓ କେନ୍ଦୁଝରଗଡ଼ ୪୦.୪ ଡିଗ୍ରୀ ରହିଥିଲା।

ପାରାଦୀପ, ଗୋପାଳପୁର, ପୁରୀ, କୋରାପୁଟ, ଦାରିଙ୍ଗବାଡିର ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି, “ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଆଜି ଉପକୂଳ ଜିଲ୍ଲାଗୁଡିକ ପାଇଁ ସିଭିୟର ହିଟ୍‌ ୱେଭ ୱାର୍ଣ୍ଣିଂ ଜାରି କରାଯାଇଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଯେପରି ୪୬ ଡିଗ୍ରୀ ଅତିକ୍ରମ କରିଯାଉଥିଲା ସେପରି ବଢିବ ନାହିଁ। ୫ ତାରିଖ ପରଠାରୁ ତାପମାତ୍ରା ପୁଣି କମିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story