ମଙ୍ଗଳ କାମନା ପାଇଁ ମଙ୍ଗଳବାର ଆପଣାନ୍ତୁ ଏହି ସବୁ ଉପାୟ

ମଙ୍ଗଳବାର ହେଉଛି ବଜରଙ୍ଗବାଲୀ ହନୁମାନଙ୍କ ଦିନ।ଶାସ୍ତ୍ର ଅନୁସାରେ କୌଣସି କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ଏହି ଦିନ ଅତ୍ୟନ୍ତ ଶୁଭ ହୋଇଥାଏ। ଏହିଦିନ ଭଗବାନ ହନୁମାନଙ୍କୁ ପୂଜା କଲେ  ମନୋକାମନା ପୂରଣ ହୋଇଥାଏ। ଯଦି ଆପଣ ସର୍ବଦା ଚିନ୍ତିତ କିମ୍ୱା ଦୁଃଖରେ ରହୁଛନ୍ତି ତେବେ ଏହି  ଉପାୟଗୁଡିକୁ ଅବଲମ୍ବନ କଲେ ହନୁମାନ ସନ୍ତୁଷ୍ଟ ହୋଇଥାନ୍ତି ଓ ଭାଗ୍ୟ ବଦଳିଯାଇଥାଏ ବୋଲି ବିଶ୍ୱାସ ରହିଛି। ୧. ଶନିବାର ଅଥବା ମଙ୍ଗଳବାର ଦିନ ଲେମ୍ବୁ- ଲଙ୍କାକୁ ସୂତାରେ ବାନ୍ଧି ନିଜ […]

C5wvKTHXEAA2ows

C5wvKTHXEAA2ows

Rakesh Mallick
  • Published: Tuesday, 05 December 2017
  • Updated: 05 December 2017, 09:58 AM IST

ମଙ୍ଗଳବାର ହେଉଛି ବଜରଙ୍ଗବାଲୀ ହନୁମାନଙ୍କ ଦିନ।ଶାସ୍ତ୍ର ଅନୁସାରେ କୌଣସି କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ଏହି ଦିନ ଅତ୍ୟନ୍ତ ଶୁଭ ହୋଇଥାଏ। ଏହିଦିନ ଭଗବାନ ହନୁମାନଙ୍କୁ ପୂଜା କଲେ  ମନୋକାମନା ପୂରଣ ହୋଇଥାଏ। ଯଦି ଆପଣ ସର୍ବଦା ଚିନ୍ତିତ କିମ୍ୱା ଦୁଃଖରେ ରହୁଛନ୍ତି ତେବେ ଏହି  ଉପାୟଗୁଡିକୁ ଅବଲମ୍ବନ କଲେ ହନୁମାନ ସନ୍ତୁଷ୍ଟ ହୋଇଥାନ୍ତି ଓ ଭାଗ୍ୟ ବଦଳିଯାଇଥାଏ ବୋଲି ବିଶ୍ୱାସ ରହିଛି।

୧. ଶନିବାର ଅଥବା ମଙ୍ଗଳବାର ଦିନ ଲେମ୍ବୁ- ଲଙ୍କାକୁ ସୂତାରେ ବାନ୍ଧି ନିଜ ଘରେ ଓ ଦୋକାନ ବାହାରେ ଟଙ୍ଗାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଜୀବନରୁ ନକାରାତ୍ମକଶକ୍ତି ଦୂର ହୋଇଥାଏ।

୨. କୌଣସି ମଙ୍ଗଳବାର ଓ ଶନିବାର ଦିନ ଅଟାରେ କଳା ରାଶି  ଓ ତେଲ ମିଶାଇ ରୁଟି ପ୍ରସ୍ତୁତ କରନ୍ତୁ । ଏହି ରୁଟିରେ ତେଲ ଓ ଗୁଡ ଲଗାଇ ନଜର ଲାଗିଥିବା ବ୍ୟକ୍ତି ଉପରେ ସାତ ଥର ବୁଲାଇ ଗାଈକୁ ଖାଇବାକୁ ଦେଇଦିଅନ୍ତୁ।

୩. ଭୂତପ୍ରେତ ବାଧାରୁ ମୁକ୍ତି ପାଇବା ପାଇଁ କୌଣସି ମଙ୍ଗଳବାର ଓ ଶନିବାର ଦିନ ସନ୍ଧ୍ୟା ସମୟରେ ସିନ୍ଦୁର, ତମ୍ୱା କଏନ୍ ଓ କଳା ରାଶିକୁ ଲାଲ କପଡାରେ ଭଲ ଭାବେ ବାନ୍ଧି ଦିଅନ୍ତୁ। ଏହି ପୁଟଳୀକୁ ଭୁତପ୍ରେତ ଗ୍ରସ୍ତ ହୋଇଥିବା ବ୍ୟକ୍ତି ଉପରେ ସାତଥର ଘୁରାଇ ରାସ୍ତା ଅବା ରେଳଲାଇନ୍‌ରେ ଫିଙ୍ଗି ଦେଇ ଆସିଯାଆନ୍ତୁ। ଆସିବା ସମୟରେ ପଛକୁ ଚାହାନ୍ତୁ ନାହିଁ କିମ୍ୱା କାହାସହ କଥା ହୁଅନ୍ତ ନାହିଁ।

୪. ଛୋଟ ଛୁଆ ଶୋଇବା ସମୟରେ ଡରୁ ଥିଲେ ଅଥବା ଚମକୁଥିଲେ  ମଙ୍ଗଳବାର ଓ ରବିବାର ଦିନ  ଫିଟିକିରିର ଛୋଟ ଖଣ୍ଡକୁ ନେଇ ଛୁଆର ମୁଣ୍ଡ ପାଖରେ ରଖିଦିଅନ୍ତୁ।

୫. ଜୀବନର ସମସ୍ତ ସମସ୍ୟା ଦୂର କରିବା ପାଇଁ ମଙ୍ଗଳବାର ଦିନ ହନୁମାନଙ୍କ ସମ୍ମୁଖରେ ରାମ ରକ୍ଷା ସ୍ତୁତି ପାଠ କରନ୍ତୁ।

୬. ମଙ୍ଗଳବାର ସନ୍ଧ୍ୟା ସମୟରେ ହନୁମାନଙ୍କ ଆଗରେ ହନୁମାନ ଚାଲିସା ପାଠ କରିବା ଦ୍ୱାରା କୃପା ଲାଭ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story