ଥମୁ ନାହିଁ ଅଜଣା ଜନ୍ତୁ ଆତଙ୍କ: କାଲି ରାତିରେ ଆଉ ୨ ମେଣ୍ଢାକୁ ମାରିଦେଲା

କଟକ: ନିଆଳି ଅଞ୍ଚଳରେ ମେଣ୍ଢା ମୃତ୍ୟୁକୁ ନେଇ ଯେତିକି ସସ୍‌ପେନ୍ସ ଲାଗି ରହିଛି ସେତିକି ଆତଙ୍କ ବି ଜାରି ରହିଛି। ଗତରାତିରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିବା ସହ ପୁଣି ମେଣ୍ଢାଙ୍କୁ ହତ୍ୟା କରିଛି ଅଜଣା ଜନ୍ତୁ। ବାହାରଣା ଗାଁରେ ପଶି ୪ଟି ମେଣ୍ଢାକୁ ଆକ୍ରମଣ କରିଥିବାବେଳେ ୨ଟି ମେଣ୍ଢାଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୨ଟି ମେଣ୍ଢାଙ୍କ ତଣ୍ଟିକୁ କଣା କରି ଦେଇଛି। ସ୍ଥାନୀୟ ଲୋକେ କହିଛନ୍ତି,“ଗତ ରାତିରେ ଏକାସଙ୍ଗେ ୪ଟି ଅଜଣା ଜନ୍ତୁ ଗାଁକୁ ପଶି […]

sheep-

sheep-

Rakesh Mallick
  • Published: Friday, 30 June 2017
  • Updated: 30 June 2017, 07:59 AM IST

Sports

Latest News

କଟକ: ନିଆଳି ଅଞ୍ଚଳରେ ମେଣ୍ଢା ମୃତ୍ୟୁକୁ ନେଇ ଯେତିକି ସସ୍‌ପେନ୍ସ ଲାଗି ରହିଛି ସେତିକି ଆତଙ୍କ ବି ଜାରି ରହିଛି। ଗତରାତିରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିବା ସହ ପୁଣି ମେଣ୍ଢାଙ୍କୁ ହତ୍ୟା କରିଛି ଅଜଣା ଜନ୍ତୁ। ବାହାରଣା ଗାଁରେ ପଶି ୪ଟି ମେଣ୍ଢାକୁ ଆକ୍ରମଣ କରିଥିବାବେଳେ ୨ଟି ମେଣ୍ଢାଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୨ଟି ମେଣ୍ଢାଙ୍କ ତଣ୍ଟିକୁ କଣା କରି ଦେଇଛି। ସ୍ଥାନୀୟ ଲୋକେ କହିଛନ୍ତି,“ଗତ ରାତିରେ ଏକାସଙ୍ଗେ ୪ଟି ଅଜଣା ଜନ୍ତୁ ଗାଁକୁ ପଶି ଆସିଥିଲେ। ଯାହାର ପାଦଚିହ୍ନ ବି ରହିଛି।”

ସେହିପରି ନିଆଳି ଛକ ନିକଟ ମଝିଖଣ୍ଡ ଗାଁର ତସଲିମ୍ ଉଦ୍ଦିନ ନାମକ ଜଣେ ଯୁବକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତେବେ ସେ ଅଳ୍ପକେ ବର୍ତ୍ତିଯାଇଥିବା କହିଛନ୍ତି। ଆଜି ନିଆଳି ଅଞ୍ଚଳର ୨ଟି ସ୍ଥାନକୁ ଚିହ୍ନଟ କରି ଜନ୍ତା ବସାଇବ ବନବିଭାଗ।

ଗତ ଗୁରୁବାର ରାତିରେ ଅଜଣା ଜନ୍ତୁ ଆକ୍ରମଣରେ ପୁଣି ଏକ ମେଣ୍ଢାର ଜୀବନ ଯାଇଥିବାବେଳେ ୩ଟି ମେଣ୍ଢା ଆହତ ହୋଇଥିଲେ।

ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ଗୁରୁବାର ରାସ୍ତା ଅବରୋଧ କରିଥିଲେ। ସେପଟେ ବନବିଭାଗ ପକ୍ଷରୁ ବାଣ ଫୁଟାଇ ଅଜଣା ଜନ୍ତୁକୁ ଘଉଡ଼ାଇବା ଲାଗି ପ୍ରୟାସ କରାଯାଇଥିଲେ ହେଁ କିଛି ସୁଫଳ ମିଳୁନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story