ନୀଳାଦ୍ରିବିଜେ ବିଶୃଙ୍ଖଳା: ଆଉ ୨ ସେବାୟତ ଗିରଫ, ୮ ପଳାତକ ଘୋଷଣା

ପୁରୀ: ନୀଳାଦ୍ରିବିଜେ ବେଳେ ପୁରୀ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ମାମଲାରେ ଆଜି ଆଉ ୨ ଜଣ ସେବାୟତଙ୍କୁ ଗିରଫ କରାଯାଇଥିବା ବେଳେ ୮ଜଣଙ୍କୁ ପଳାତକ ଘୋଷଣା କରାଯାଇଛି ବୋଲି ପୁରୀ ଏସପି ସାର୍ଥକ ଷଡଙ୍ଗୀ ସୂଚନା ଦେଇଛନ୍ତି। ଗିରଫ ସେବାୟତମାନେ ହେଲେ ବୃନ୍ଦାବନ ପୂଜାପଣ୍ଡା ଓ ସୂର୍ଯ୍ୟନାରାୟଣ ପୂଜାପଣ୍ଡା। ସେହିପରି ପଳାତକ ସେବାୟତମାନେ  ହେଲେ  ଦାମୋଦର ମହାସୁଆର, ଜୟକୃଷ୍ଣ ମହାସୁଆର, ସାଇନା ଖୁଣ୍ଟିଆ, ଇପସିତ୍ ପ୍ରତିହାରୀ, ରବି ଦାସ, ଭୀମସେନ ପଲଙ୍କଧାରୀ, କାଶିନାଥ  ଖୁଣ୍ଟିଆ ଓ ଭାଗିରଥୀ ଖୁଣ୍ଟିଆ।ଏଥିସହ […]

puri

puri

Rakesh Mallick
  • Published: Wednesday, 27 July 2016
  • Updated: 27 July 2016, 03:44 PM IST

ପୁରୀ: ନୀଳାଦ୍ରିବିଜେ ବେଳେ ପୁରୀ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ମାମଲାରେ ଆଜି ଆଉ ୨ ଜଣ ସେବାୟତଙ୍କୁ ଗିରଫ କରାଯାଇଥିବା ବେଳେ ୮ଜଣଙ୍କୁ ପଳାତକ ଘୋଷଣା କରାଯାଇଛି ବୋଲି ପୁରୀ ଏସପି ସାର୍ଥକ ଷଡଙ୍ଗୀ ସୂଚନା ଦେଇଛନ୍ତି। ଗିରଫ ସେବାୟତମାନେ ହେଲେ ବୃନ୍ଦାବନ ପୂଜାପଣ୍ଡା ଓ ସୂର୍ଯ୍ୟନାରାୟଣ ପୂଜାପଣ୍ଡା। ସେହିପରି ପଳାତକ ସେବାୟତମାନେ  ହେଲେ  ଦାମୋଦର ମହାସୁଆର, ଜୟକୃଷ୍ଣ ମହାସୁଆର, ସାଇନା ଖୁଣ୍ଟିଆ, ଇପସିତ୍ ପ୍ରତିହାରୀ, ରବି ଦାସ, ଭୀମସେନ ପଲଙ୍କଧାରୀ, କାଶିନାଥ  ଖୁଣ୍ଟିଆ ଓ ଭାଗିରଥୀ ଖୁଣ୍ଟିଆ।ଏଥିସହ ୮ଜଣ ସେବାୟତଙ୍କ ଫଟୋ ସମ୍ବଳିତ ପୋଷ୍ଟର ଜାରି କରାଯାଇଛି। ଏମାନଙ୍କ ବିରୋଧରେ  ଜାମିନ ବିହୀନ ଗିରଫ ପରୱାନା ଜାରି କରାଯିବା ପରେ ପଳାତକ ଘୋଷଣା କରିଛି ପୋଲିସ୍‌।ଏମାନଙ୍କୁ ପଳାତକ ଘୋଷଣା କରିବା ପରେ  ଅନ୍ୟ ଥାନାକୁ ମଧ୍ୟ ପୁରୀ ପୋଲିସ୍ ଅବଗତ କରିବା ନେଇ  ସୂଚନା ମିଳିଛି।

ଗିରଫଦାରୀ ଭୟରେ ଆଜି ଆଉ ଜଣେ ସେବାୟତ ଭୀମସେନ ପଲଙ୍କଧାରୀ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି।

ନୀଳାଦ୍ରିବିଜେ ବିଶୃଙ୍ଖଳା ନେଇ ପୋଲିସ୍ ଏବେ ସୁଦ୍ଧା ମୋଟ ୧୨ଜଣ ସେବାୟତଙ୍କୁ ଗିରଫ କରି ସାରିଲାଣି।

ନୀଳାଦ୍ରିବିଜେ ବେଳେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଜଣେ ଯୁବତୀ ଚଢିଥିଲେ। ଏହାକୁ ନେଇ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ସେବାୟତମାନେ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର କରିବା ସହ  ଏହି ଘଟଣାରେ ଖବର ସଂଗ୍ରହ କରୁଥିବା କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଠେଲାପେଲା ମଧ୍ୟ କରିଥିଲେ। ଏହାକୁ ନେଇ କିଛି ସମୟ   ଧରି ସେଠାରେ ଉତ୍ତେଜନା ଦେଖା ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story