ପୁରୀ-ହରିଦ୍ୱାର ଟ୍ରେନ୍ ଦୁର୍ଘଟଣା ପରେ ଦୁଇଟି ଏକ୍ସପ୍ରେସ ବାତିଲ, ଗୋଟିଏର ଗତିପଥ ବଦଳିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁରୀରୁ ହରିଦ୍ୱାର ଯାଉଥିବା କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ ଗତକାଲି ସନ୍ଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ଦୁଇଟି ଏକ୍ସପ୍ରେସ୍‌ର ଯାତ୍ରା ବାତିଲ କରି ଦିଆଯାଇଛି। ଆଜି ଛାଡ଼ିବାକୁ ଥିବା ହରିଦ୍ୱାର-ପୁରୀ ଉତ୍କଳ ଏକ୍ସପ୍ରେସ୍‌କୁ ବାତିଲ କରାଯାଇଛି। ସେହିପରି ୨୨ରେ ଛାଡ଼ିବାକୁ ଥିବା ପୁରୀ-ହରିଦ୍ୱାର ଉତ୍କଳ ଏକ୍ସପ୍ରେସ୍‌କୁ ବାତିଲ କରାଯାଇଛି। ୧୮ରେ ଛାଡ଼ି ଥିବା ପୁରୀ-ହରିଦ୍ୱାରା ଏକ୍ସପ୍ରେସର ଗତପଥ ବଦଳା ଯାଇଛି। ଏହା ଭାୟା ହଜରତ-ନିଜାମୁଦ୍ଦିନ-ମାସ୍‌ଲୀ-ତାପ୍ରି ଦେଇ ହରିଦ୍ୱାର ପହଞ୍ଚିବ। ଗତକାଲି ଉତ୍ତର ପ୍ରଦେଶର ଖତୌଲିରେ […]

train

train

Rakesh Mallick
  • Published: Sunday, 20 August 2017
  • Updated: 20 August 2017, 12:31 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁରୀରୁ ହରିଦ୍ୱାର ଯାଉଥିବା କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ ଗତକାଲି ସନ୍ଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ଦୁଇଟି ଏକ୍ସପ୍ରେସ୍‌ର ଯାତ୍ରା ବାତିଲ କରି ଦିଆଯାଇଛି।

ଆଜି ଛାଡ଼ିବାକୁ ଥିବା ହରିଦ୍ୱାର-ପୁରୀ ଉତ୍କଳ ଏକ୍ସପ୍ରେସ୍‌କୁ ବାତିଲ କରାଯାଇଛି। ସେହିପରି ୨୨ରେ ଛାଡ଼ିବାକୁ ଥିବା ପୁରୀ-ହରିଦ୍ୱାର ଉତ୍କଳ ଏକ୍ସପ୍ରେସ୍‌କୁ ବାତିଲ କରାଯାଇଛି।

୧୮ରେ ଛାଡ଼ି ଥିବା ପୁରୀ-ହରିଦ୍ୱାରା ଏକ୍ସପ୍ରେସର ଗତପଥ ବଦଳା ଯାଇଛି। ଏହା ଭାୟା ହଜରତ-ନିଜାମୁଦ୍ଦିନ-ମାସ୍‌ଲୀ-ତାପ୍ରି ଦେଇ ହରିଦ୍ୱାର ପହଞ୍ଚିବ।

ଗତକାଲି ଉତ୍ତର ପ୍ରଦେଶର ଖତୌଲିରେ ଦୁର୍ଘଟଣାର ଶିକାର ହୋଇଥିବା କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ ୧୭ ତାରିଖ ରାତିରେ ପୁରୀରୁ ହରିଦ୍ୱାର ଅଭିମୁଖେ ଯାତ୍ରା କରିଥିଲେ। ଗତକାଲି ହରିଦ୍ୱାରରେ ପହଞ୍ଚିବାର ପ୍ରାୟ ୩ ଘଣ୍ଟା ପୂର୍ବରୁ ଏହା ଦୁର୍ଘଟଣାର ଶିକାର ହୋଇଥିଲା। ଏଥିରେ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୦ ଜଣ ଆହତ ହୋଇଛନ୍ତି ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଅୱନିଶ କୁମାର ଅଗସ୍ତି କହିଛନ୍ତି ଯେ ୧୫୬ ଜଣ ଆହତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story