ତେଲଗାଁରେ ଗୋଷ୍ଠୀ ସଂଘର୍ଷ; ଦୁଇ ମୃତ, ଜଣେ ଆହତ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ ତେଲଗାଁରେ ଗତକାଲି ଜଙ୍ଗଲ ଜମିରେ ଗଛ ଲଗାଇବାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି। ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଫଗନୁ ଭତ୍ରା ଓ ବଳିରାମ ହରିଜନ। ଅନ୍ୟ ଜଣେ ଆହତ ହୋଇ ଉମରକୋଟ ଚିକିତ୍ସାଳୟରେ  ଭର୍ତ୍ତି ହୋଇଛନ୍ତି। ଜଙ୍ଗଲ ବିଭାଗ ପକ୍ଷରୁ ଗାଁରେ ସ୍ଥାନୀୟ ଲୋକଙ୍କ  ସାହାଯ୍ୟରେ ଜଙ୍ଗଲ ଜମିରେ ଗଛ ଲଗାଯାଇଥିଲା। ଗାଁର ବଳିରାମ ହରିଜନ ନାମକ ବ୍ୟକ୍ତି ଲଗା ଯାଇଥିବା ଗଛ […]

attack

attack

Rakesh Mallick
  • Published: Sunday, 17 July 2016
  • Updated: 17 July 2016, 01:45 PM IST

Sports

Latest News

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ ତେଲଗାଁରେ ଗତକାଲି ଜଙ୍ଗଲ ଜମିରେ ଗଛ ଲଗାଇବାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି। ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଫଗନୁ ଭତ୍ରା ଓ ବଳିରାମ ହରିଜନ। ଅନ୍ୟ ଜଣେ ଆହତ ହୋଇ ଉମରକୋଟ ଚିକିତ୍ସାଳୟରେ  ଭର୍ତ୍ତି ହୋଇଛନ୍ତି।

ଜଙ୍ଗଲ ବିଭାଗ ପକ୍ଷରୁ ଗାଁରେ ସ୍ଥାନୀୟ ଲୋକଙ୍କ  ସାହାଯ୍ୟରେ ଜଙ୍ଗଲ ଜମିରେ ଗଛ ଲଗାଯାଇଥିଲା। ଗାଁର ବଳିରାମ ହରିଜନ ନାମକ ବ୍ୟକ୍ତି ଲଗା ଯାଇଥିବା ଗଛ ଉପାଡ଼ି ଦେଇଥିଲେ। ଏ ସମ୍ପର୍କରେ ଗାଁ ଲୋକେ ଏକାଠି ହୋଇ ବଳିରାମଙ୍କ ଘରକୁ ପଚାରିବାକୁ ଯାଇଥିଲେ। ଏହି ସମୟରେ  ବଳିରାମ ଏକ ଛୁରୀରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ଫଗନୁ ଭତ୍ରା ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ବଳିରାମଙ୍କୁ ପିଟି ପିଟି ମାରିବା ସହ ତାଙ୍କ ଘରେ  ନିଆଁ ଲଗାଇ ଦେଇଥିଲେ।

ଉମରକୋଟ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଦମକଳ ବାହିନୀ ସାହାଯ୍ୟରେ ନିଆଁକୁ ଆୟତ୍ତ କରିଥିଲା। ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ୪ ପ୍ଲାଟୁନ୍‌ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିବା ନବରଙ୍ଗପୁର ଏସ୍‌ପି ହିମାଂଶୁ କୁମାର ମିଶ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story