ନୋଟ୍‌ବନ୍ଦୀ ରାଜନୀତି: ୮ରେ କଳାଧନ ବିରୋଧୀ ଦିବସ ପାଳିବ ବିଜେପି; ବିଜେଡି କହିଲା- ଅନାବଶ୍ୟକ ଉତ୍ସବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନଭେମ୍ବର ୮କୁ କଳାଧନ ବିରୋଧୀ ଦିବସ ଭାବେ ପାଳନ କରିବ ବିଜେପି। ଦେଶବ୍ୟାପୀ ଏହାକୁ ପାଳନ କରାଯିବ। ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି-“ଦୈନନ୍ଦିନ ଜୀବନରୁ ଦୁର୍ନୀତି ମୂଳୋତ୍ପାଟନ ନେଇ ଗତବର୍ଷ ନଭେମ୍ବର ୮ ତାରିଖରେ ବିମୁଦ୍ରାକରଣ ଭଳି ସାହସିକ ପଦକ୍ଷେପ ନେଇଥିଲେ ପ୍ରଧାନମନ୍ତ୍ରୀ। ତା’ସହ ଗତ ସାଢେ ୩ବର୍ଷ ଭିତରେ ଦେଶକୁ ଏକ ଦୁର୍ନୀତିମୁକ୍ତ ଓ ଉତ୍ତରଦାୟୀ ସରକାର ମିଳିଛି। […]

dharmendra-pradhan-governmentpolicy12

dharmendra-pradhan-governmentpolicy12

Rakesh Mallick
  • Published: Monday, 06 November 2017
  • Updated: 06 November 2017, 07:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନଭେମ୍ବର ୮କୁ କଳାଧନ ବିରୋଧୀ ଦିବସ ଭାବେ ପାଳନ କରିବ ବିଜେପି। ଦେଶବ୍ୟାପୀ ଏହାକୁ ପାଳନ କରାଯିବ। ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ କହିଛନ୍ତି-“ଦୈନନ୍ଦିନ ଜୀବନରୁ ଦୁର୍ନୀତି ମୂଳୋତ୍ପାଟନ ନେଇ ଗତବର୍ଷ ନଭେମ୍ବର ୮ ତାରିଖରେ ବିମୁଦ୍ରାକରଣ ଭଳି ସାହସିକ ପଦକ୍ଷେପ ନେଇଥିଲେ ପ୍ରଧାନମନ୍ତ୍ରୀ। ତା’ସହ ଗତ ସାଢେ ୩ବର୍ଷ ଭିତରେ ଦେଶକୁ ଏକ ଦୁର୍ନୀତିମୁକ୍ତ ଓ ଉତ୍ତରଦାୟୀ ସରକାର ମିଳିଛି। ସ୍ଲୋଗାନ ଦେଲେ ଦୁର୍ନୀତି ହଟିବ ନାହିଁ। ଏଥିପାଇଁ ପଦକ୍ଷେପ ନେଲେ ହିଁ ଦୁର୍ନୀତି ରୋକାଯାଇ ପାରିବ।”

ଏହାର ଜବାବରେ ବିଜେଡି ମୁଖପାତ୍ର ପ୍ରତାପ ଦେବ। ସେ କହିଛନ୍ତି-“ଆରବିଆଇର କହିବା ଅନୁସାରେ ବିମୁଦ୍ରାକରଣ ଦ୍ୱାରା କ୍ଷତି ହୋଇଛି। ତେଣୁ ବିମୁଦ୍ରାକରଣକୁ ନେଇ ଏତେ ଉଲ୍ଲସିତ ହେବାର କଣ ଅଛି? ଦୁର୍ନୀତି କମିନାହିଁ କି ଦେଶକୁ କଳାଧନ ଫେରିନାହିଁ, ଯାହା ଆଶା କରାଯାଉଥିଲା କିଛି ମିଳିଲାନାହିଁ। ତେଣୁ ବିଜେଡି କଳାଧନ ବିରୋଧୀ ଦିବସରେ ସାମିଲ ନେବାର ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story