ଉପାନ୍ତ ଅଞ୍ଚଳର ବିକାଶ ପାଇଁ ୧୨୦୦ କୋଟି ଟଙ୍କା ଦାବି କଲେ ନବୀନ

ଭୁବନେଶ୍ୱର: ସାତଦିନିଆ ଦିଲ୍ଲୀ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଚୌଧୁରୀ ବୀରେନ୍ଦ୍ର ସିଂହଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ଉପାନ୍ତ ଅଞ୍ଚଳର ବିକାଶ ପାଇଁ ପ୍ରାୟ ୧୨୦୦ କୋଟି ଟଙ୍କା ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି ରଖିଛନ୍ତି। ମାଓ ଅଧ୍ୟୁଷିତ ମାଲକାନଗିରି ଓ କୋରାପୁଟରେ ୩୭୫ କିଲୋମିଟର ରାସ୍ତା କାମ ଶେଷ କରିବା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସଂଯୋଗ ହୋଇପାରି ନ ଥିବା ୪,୦୩୫ଟି […]

chifminister

chifminister

Rakesh Mallick
  • Published: Tuesday, 08 March 2016
  • Updated: 08 March 2016, 11:14 AM IST

Sports

Latest News

ଭୁବନେଶ୍ୱର: ସାତଦିନିଆ ଦିଲ୍ଲୀ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଚୌଧୁରୀ ବୀରେନ୍ଦ୍ର ସିଂହଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ଉପାନ୍ତ ଅଞ୍ଚଳର ବିକାଶ ପାଇଁ ପ୍ରାୟ ୧୨୦୦ କୋଟି ଟଙ୍କା ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି ରଖିଛନ୍ତି। ମାଓ ଅଧ୍ୟୁଷିତ ମାଲକାନଗିରି ଓ କୋରାପୁଟରେ ୩୭୫ କିଲୋମିଟର ରାସ୍ତା କାମ ଶେଷ କରିବା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସଂଯୋଗ ହୋଇପାରି ନ ଥିବା ୪,୦୩୫ଟି ସ୍ଥାନକୁ ସଂଯୋଗୀକରଣ କରିବାକୁ ଦାବି କରିଛନ୍ତି।

ସେହିପରି ଫାଇଲିନ୍ ବାତ୍ୟାରେ ପ୍ରଭାବିତ ଅଞ୍ଚଳରେ ୩ ହଜାର କିଲୋମିଟର ରାସ୍ତା ନିର୍ମାଣ ପାଇଁ ଅନୁମତି ଓ ଜାତୀୟ ଗ୍ରାମୀଣ ପାନୀୟଜଳ ଯୋଗାଣ ଯୋଜନା କାର୍ଯ୍ୟକ୍ରମରେ ୨୫୦ କୋଟି ଟଙ୍କା ମଞ୍ଜୁରୀ ଓ ଜାତୀୟ ଗ୍ରାମ୍ୟ ଜୀବିକା ଯୋଜନାରେ ମଞ୍ଜୁରୀ ହୋଇଥିବା ୨୯ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଶୀଘ୍ର ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story