ଦକ୍ଷିଣ ଚାଇନା ସମୁଦ୍ରରେ ଚୀନ୍‌ର ଆଧିପତ୍ୟ: କୁତ୍ରିମ ଦ୍ୱୀପ ନିର୍ମାଣକୁ ୩ ରାଷ୍ଟ୍ରର ବିରୋଧ

ନୂଆଦିଲ୍ଲୀ:ଦକ୍ଷିଣ ଚାଇନା ସମୁଦ୍ରରେ ଚୀନ୍‌ର ଆଧିପତ୍ୟ । ଦାଦାଗିରି କରି ଦକ୍ଷିଣ ଚାଇନା ସମୁଦ୍ରରେ ଜବରଦସ୍ତ କୁତ୍ରିମ  ଦ୍ୱୀପ ନିର୍ମାଣ କରୁଛି ଚୀନ୍‌। ଯାହାକୁ ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ତୀବ୍ର ବିରୋଧ କରିଛନ୍ତି। ସାମରିକ ଘାଟି ତିଆରି ଉଦ୍ଦେଶ୍ୟରେ ଚୀନ ଏଭଳି କୃତ୍ରମି ଦ୍ୱୀପ ନିର୍ମାଣ କରୁଥିବା ଜଣାପଡ଼ିଛି।  ସେହିପରି ଚୀନର ଏଭଳି କାରନାମାକୁ ନେଇ  ଏସିଆର ଦକ୍ଷିଣପୂର୍ବ ଦେଶ ଗୁଡ଼ିକ ତିବ୍ର ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି। ଦକ୍ଷିଣ ଚାଇନା ସମୁଦ୍ରର ଅଧିକାଂଶ ଇଲାକାକୁ ନିଜର […]

china

china

Rakesh Mallick
  • Published: Monday, 07 August 2017
  • Updated: 07 August 2017, 05:23 PM IST

Sports

Latest News

ନୂଆଦିଲ୍ଲୀ:ଦକ୍ଷିଣ ଚାଇନା ସମୁଦ୍ରରେ ଚୀନ୍‌ର ଆଧିପତ୍ୟ । ଦାଦାଗିରି କରି ଦକ୍ଷିଣ ଚାଇନା ସମୁଦ୍ରରେ ଜବରଦସ୍ତ କୁତ୍ରିମ  ଦ୍ୱୀପ ନିର୍ମାଣ କରୁଛି ଚୀନ୍‌। ଯାହାକୁ ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ତୀବ୍ର ବିରୋଧ କରିଛନ୍ତି। ସାମରିକ ଘାଟି ତିଆରି ଉଦ୍ଦେଶ୍ୟରେ ଚୀନ ଏଭଳି କୃତ୍ରମି ଦ୍ୱୀପ ନିର୍ମାଣ କରୁଥିବା ଜଣାପଡ଼ିଛି।  ସେହିପରି ଚୀନର ଏଭଳି କାରନାମାକୁ ନେଇ  ଏସିଆର ଦକ୍ଷିଣପୂର୍ବ ଦେଶ ଗୁଡ଼ିକ ତିବ୍ର ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି। ଦକ୍ଷିଣ ଚାଇନା ସମୁଦ୍ରର ଅଧିକାଂଶ ଇଲାକାକୁ ନିଜର ବୋଲି  ଦାବି କରିଛି ଚୀନ୍।

ଏହି ସମୁଦ୍ରରେ ପର୍ଯ୍ୟାପ୍ତ ପରିମାଣରେ ପ୍ରାକୃତିକ ଗ୍ୟାସ ଏବଂ ତୈଳ ଜାତୀୟ ଖଣିଜ ପଦାର୍ଥ ମହଜୁଦ୍  ରହିଥିବା ବେଳେ ଏହା ଉପରେ ନିଜର ହକ ଦାବି କରିଛି ଚୀନ।  ଏଥିରୁ ବାର୍ଷିକ ୫ଟ୍ରିଲିୟନ ଆମେରିକୀୟ ଡଲାରରେ ବାଣିଜ୍ୟ କାରବାର ଉପରେ ଲକ୍ଷ୍ୟ ରଖିଛି ଚୀନ୍। ଏହି ସାଗର ଉପରେ ଭିଏତନାମ, ଫିଲିପାଇନ୍ସ,ମାଲେସିଆ, ବ୍ରୁନେଇ ଏବଂ ତାଇୱାନ ଆଦି ଦେଶ ଗୁଡ଼ିକ ନିଜର ଅଧିକାର ଜାହିର କରୁଥିଲେ ମଧ୍ୟ ଚୀନ ଏକଚାଟିଆ କାରବାର ଜାରିରଖିଛି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos