କାନରେ ଯନ୍ତ୍ରଣା ହେଉଛି କି? ତେବେ ଔଷଧ ନୁହେଁ, ପିଆଜ କିଣନ୍ତୁ

ପ୍ରାୟତଃ ସମସ୍ତେ ଜାଣନ୍ତି ପିଆଜକୁ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ବ୍ୟବହାର କରାଯାଏ। କେବଳ ସେତିକି ନୁହେଁ, ପିଆଜକୁ ଅନେକ ରୋଗର ଚିକିତ୍ସା ପାଇଁ ମଧ୍ୟ ବ୍ୟବହାର କରାଯାଏ। ଏହାର ଔଷଧୀୟ ଗୁଣ ସଂପର୍କରେ ଅଳ୍ପେଅଧେ ସମସ୍ତେ ଜାଣିଥିବେ ନିଶ୍ଚୟ। ତେବେ ଜାଣନ୍ତି କି କାନରେ ଯନ୍ତ୍ରଣା ହେଉଥିଲେ ଆପଣ ପିଆଜର ବ୍ୟବହାର କରିପାରିବେ। ତେବେ ଏହାକୁ ଏଥିପାଇଁ କିପରି ବ୍ୟବହାର କରିବେ ସେ ବିଷୟରେ ଜାଣନ୍ତୁ। ୧- କାନରେ ଯନ୍ତ୍ରଣା ହେଉଥିଲେ ରାତିରେ ଶୋଇବା ସମୟରେ […]

onoin1

onoin1

Rakesh Mallick
  • Published: Sunday, 17 December 2017
  • Updated: 17 December 2017, 10:19 AM IST

Sports

Latest News

ପ୍ରାୟତଃ ସମସ୍ତେ ଜାଣନ୍ତି ପିଆଜକୁ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ବ୍ୟବହାର କରାଯାଏ। କେବଳ ସେତିକି ନୁହେଁ, ପିଆଜକୁ ଅନେକ ରୋଗର ଚିକିତ୍ସା ପାଇଁ ମଧ୍ୟ ବ୍ୟବହାର କରାଯାଏ। ଏହାର ଔଷଧୀୟ ଗୁଣ ସଂପର୍କରେ ଅଳ୍ପେଅଧେ ସମସ୍ତେ ଜାଣିଥିବେ ନିଶ୍ଚୟ। ତେବେ ଜାଣନ୍ତି କି କାନରେ ଯନ୍ତ୍ରଣା ହେଉଥିଲେ ଆପଣ ପିଆଜର ବ୍ୟବହାର କରିପାରିବେ। ତେବେ ଏହାକୁ ଏଥିପାଇଁ କିପରି ବ୍ୟବହାର କରିବେ ସେ ବିଷୟରେ ଜାଣନ୍ତୁ।

୧- କାନରେ ଯନ୍ତ୍ରଣା ହେଉଥିଲେ ରାତିରେ ଶୋଇବା ସମୟରେ ଖଣ୍ଡେ ପିଆଜକୁ କାନରେ ରଖି ଶୋଇଯାଆନ୍ତୁ। ଏପରି କରିବା ଦ୍ୱାରା କାନ ଯନ୍ତ୍ରଣାରୁ ଆରାମ ମିଳିଥାଏ।

୨- ପିଆଜରୁ ରସ ବାହାର କରି କିଛି ବୁନ୍ଦା କାନରେ ପକାଇ ଦିଅନ୍ତୁ। ବିଶେଷ କରି ରାତିରେ  ଶୋଇବା ପୂର୍ବରୁ କାନରେ ପିଆଜ ରସ ପକାଇ ଶୋଇ ଯାଆନ୍ତୁ। ଏହାଦ୍ୱାରା କାନ ଯନ୍ତ୍ରଣାରୁ ଉପଶମ ମିଳିଥାଏ।

ତେବେ ବ୍ୟବହାର  କରିବା ପୂର୍ବରୁ କୌଣସି ଆୟୁର୍ବେଦିକ ଡାକ୍ତରଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos