ରୁଟ୍‌ ମରାମତି ବେଳେ ଅସାବଧାନତାରୁ ଉତ୍କଳ ଏକ୍ସପ୍ରେସର ଦୁର୍ଘଟଣା ଘଟିଲା: ରେଲୱେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉତ୍କଳ ଏକ୍ସପ୍ରେସ ଦୁର୍ଘଟଣାର କାରଣ ସ୍ପଷ୍ଟ ହେବାରେ ଲାଗିଛି। ରୁଟ୍‌ରେ ମରାମତି କାମ ଚାଲିଥିବାବେଳେ କୌଣସି ସତକର୍ତା ଅବଲମ୍ବନ କରାଯାଇ ନଥିବାରୁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏକ ସାମ୍ବାଦିକ ସମ୍ମିଳନୀରେ ରେଲେୱେ ବୋର୍ଡ (ଟ୍ରାଫିକ୍)ର ସଦସ୍ୟ ମହମ୍ମଦ ଜାମସେଦ୍ ଏହି ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ, ଆଜି ରାତି ୧୦ଟା ସୁଦ୍ଧା କ୍ଷତିଗ୍ରସ୍ତ ରେଳ ଧାରଣାର ମରାମତି କାମ ଶେଷ ହୋଇଯିବ। ଦୁର୍ଘଟଣାସ୍ଥଳରେ ୨୦୦ ମିଟର […]

accident

accident

Rakesh Mallick
  • Published: Sunday, 20 August 2017
  • Updated: 20 August 2017, 05:13 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉତ୍କଳ ଏକ୍ସପ୍ରେସ ଦୁର୍ଘଟଣାର କାରଣ ସ୍ପଷ୍ଟ ହେବାରେ ଲାଗିଛି। ରୁଟ୍‌ରେ ମରାମତି କାମ ଚାଲିଥିବାବେଳେ କୌଣସି ସତକର୍ତା ଅବଲମ୍ବନ କରାଯାଇ ନଥିବାରୁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏକ ସାମ୍ବାଦିକ ସମ୍ମିଳନୀରେ ରେଲେୱେ ବୋର୍ଡ (ଟ୍ରାଫିକ୍)ର ସଦସ୍ୟ ମହମ୍ମଦ ଜାମସେଦ୍ ଏହି ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ, ଆଜି ରାତି ୧୦ଟା ସୁଦ୍ଧା କ୍ଷତିଗ୍ରସ୍ତ ରେଳ ଧାରଣାର ମରାମତି କାମ ଶେଷ ହୋଇଯିବ। ଦୁର୍ଘଟଣାସ୍ଥଳରେ ୨୦୦ ମିଟର ଟ୍ରାକ୍ କ୍ଷତିଗ୍ରସ୍ତ ହୋଇଛି। ୮ଟି କୋଚ୍‌କୁ ଦୁର୍ଘଟଣାସ୍ଥଳରୁ ହଟା ସରିଲାଣି। ବାକି ୫ଟି କୋଚକୁ ସନ୍ଧ୍ୟା ସୁଦ୍ଧା ଉଠାଇ ଦିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story